Daily Archives

May 20, 2023

ପ୍ରଶାସନ କଟକଣାକୁ ଅବମାନନା, ପୋଖରୀ ହୁଡ଼ାରେ ଆବର୍ଜନା କୁଣ୍ଡ ନିର୍ମାଣ 

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଓରବରସିଂହ ପଂଚାୟତର ହିରିମୂଳ ଗାଁରେ ଆବର୍ଜନା କୁଣ୍ଡ (ଡମ୍ପିଂୟାର୍ଡ) ନିର୍ମାଣ ପାଇଁ ପୂର୍ବ ପ୍ରସ୍ତାବିତ ସ୍ଥାନ ବଦଳରେ ପୋଖରୀ ହୁଡ଼ାରେ ଏହା ନିର୍ମାଣ କରାଯାଉଥିଲା । ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ପ୍ରଶାସନ ଏହାର ନିର୍ମାଣକୁ ବନ୍ଦ କରିଥିଲା,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ୧ ରନରେ ‌କୋଲକାତାକୁ ହରାଇଲା ଲକ୍ଷ୍ନୌ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୬୮ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ କୋଲକାତା ନାଇଟ୍‌ ରାଇଡର୍ସକୁ ୧ ରନରେ ପରାସ୍ତ କରିଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ର ୧୭୭ ରନ ଟାର୍ଗେଟକୁ ପିଛା କରି କୋଲକାତା ୭ ୱିକେଟରେ ୧୭୫ ରନ କରିବାରେ ସକ୍ଷମ…
ଅଧିକ ଖବର ଦେଖନ୍ତୁ...

କୁସ୍ତିଯୋଦ୍ଧା ଆଣିଲେ ଅଭିଯୋଗ, ଟିକେଟ ଥିବା ସତ୍ତ୍ୱେ ପୁଲିସ ଦେଖିବାକୁ ଦେଲାନାହିଁ ଆଇପିଏଲ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ଆଜି ଏକ ଅଭିଯୋଗ ଆଣିଛନ୍ତି | ବ୍ରିଜଭୂଷଣଙ୍କୁ ହଟାଇବାକୁ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାମାନେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧଭୂମିରେ ତୁମକୁ ଅପେକ୍ଷା କରିଛି; ଜୁନିଅର ଏନଟିଆରଙ୍କ ପାଇଁ ଏଭଳି କାହିଁକି ଲେଖିଲେ ରିତିକ୍ ରୋଶନ?

ମୁମ୍ବାଇ: ଆଜି ୪୦ବର୍ଷ ବୟସରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର। ତାଙ୍କ ଜନ୍ମଦିନରେ ବିଭିନ୍ନ ଇଣ୍ଡଷ୍ଟ୍ରିର କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ବଲିଉଡ ଅଭିନେତା ରିତିକ ରୋଶନ ଏକ ନିଆରା ଢ଼ଙ୍ଗରେ ଜୁନିଅର ଏନଟିଆରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରିତିକ୍…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପ ଥିଲେ ଖାଆନ୍ତୁ ଏହି ସବୁ ଦ୍ରବ୍ୟ: ନିୟନ୍ତ୍ରଣରେ ରହିବ ରୋଗ

ଉଚ୍ଚ ରକ୍ତଚାପ ଆଜିକାଲି ଏକ ସାଧାରଣ ସମସ୍ୟା। ଏହି ସମସ୍ୟା ପ୍ରାୟ ପ୍ରତ୍ୟେକ ଘରେ। ବୋଧହୁଏ ଏମିତି ଏକ ପରିବାର ନଥିବା ଯାହା ଘରେ ରକ୍ତଚାପ ରୋଗୀ ନଥିବେ। ଏହା ଏକ ସାଧାରଣ ରୋଗ। ମାତ୍ର ସମୟ ପଡ଼ିଲେ ଏହି ରୋଗ ମାରଣାନ୍ତକ ବି ହୋଇପାରେ। ତେଣୁ ବେଳ ଥାଉ ଥାଉ ଏ ରୋଗର ଚିକିତ୍ସା କରାଯିବା…
ଅଧିକ ଖବର ଦେଖନ୍ତୁ...

‘ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବଞ୍ଚାଅ’ ଆମେରିକା ସାଂସଦଙ୍କୁ ଏଭଳି ଅନୁରୋଧ କଲେ ଇମ୍ରାନ!

ଲାହୋର: 'ମୋ ସରକାର ଭାଙ୍ଗିବା ପଛରେ ଯେଉଁ ଷଡଯନ୍ତ୍ର ହୋଇଥିଲା, ତାହାରି ପଛରେ ଆମେରିକା ଥିଲା। ଏହାର ପ୍ରମାଣ ମୋ ପାଖେ ଅଛି' | ଗତ ବର୍ଷ ମେ ମାସରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି କଥା କହିଥିଲେ। ଯେତେବେଳେ ସେ ଆମେରିକାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଅଙ୍କିତାଙ୍କୁ ପାଣି ଭିତରେ ଚୁମ୍ବନ ଦେଲେ ମିଲିନ୍ଦ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ୨୦୨୦ରେ ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିଲେ। ନିଜ ଜନ୍ମଦିନରେ ସେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ଦେଖାଯାଇଥିଲା। ତାଙ୍କ ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଏହି ଫଟୋଟି ଉଠାଇଥିଲେ। ଏହାକୁ ସେ ସୋସିଆଲ ମିଡିଆରେ ଛାଡ଼ିବା ପରେ ବିବାଦ…
ଅଧିକ ଖବର ଦେଖନ୍ତୁ...

ଐଶ୍ବର୍ଯ୍ୟା ରାୟଙ୍କୁ କପି କରି ଟ୍ରୋଲ୍‌ ହେଉଛନ୍ତି ଉର୍ବଶୀ! ନିଜସ୍ବ ଷ୍ଟାଇଲ୍‌ ନାହିଁ ବୋଲି କହିଲେ ଟ୍ରୋଲର୍ସ

ନୂଆଦିଲ୍ଳୀ:  ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜର ଜଲୱା ଦେଖାଇଥିବା ବେଳେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା। ଏଥିରେ ଉର୍ବଶୀଙ୍କ ଗ୍ଲାମର…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ୍‌ ପରୀକ୍ଷାରେ ୯୨.୫୦% ନମ୍ବର ଆଣିଲେ, ଅତିଥି ହୋଇ ସ୍କୁଲ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଶ୍ବରୂପା

ବୀରମହାରାଜପୁର: ଦିନକ ପୂର୍ବରୁ ଅର୍ଥାତ ଗତ ୧୮ ତାରିଖରେ ପ୍ରକାଶିତ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ୯୨.୫୦ ପ୍ରତିଶତ ନମ୍ବର ଆଣିଥିବା ଛାତ୍ରୀଙ୍କୁ ବିଦ୍ୟାଳୟରେ ନିର୍ମିତ ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୁଯୋଗ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ବେପାରରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିରେ ସଫଳତା ମିଳିପାରେ। ଶନିବାର: ଅନ୍ୟର ପ୍ରେରଣା ନେଇ କାମ କରନ୍ତୁ। ରବିବାର: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ସୋମ ଓ ମଙ୍ଗଳବାର: ସରକାରୀ କାମ ପୂର୍ଣ୍ଣ ହେବ। ବୁଧ,…
ଅଧିକ ଖବର ଦେଖନ୍ତୁ...