Daily Archives

March 13, 2024

ଶ୍ରୀଲଙ୍କାରେ ୨୧ ଭାରତୀୟ ଗିରଫ: ବୁଲିବାକୁ ଯାଇ କରୁଥିଲେ ବ୍ୟବସାୟ

କଲମ୍ବୋ: ଶ୍ରୀଲଙ୍କାରେ ୨୧ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ସେମାନେ ପର୍ଯ୍ୟଟକ ଭିସାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଭାରତୀୟମାନେ ଶିଥିଲ ପର୍ଯ୍ୟଟକ ଭିସା ମାନଦଣ୍ଡର ଅବମାନନା କରି ବେଆଇନ ଭାବେ ଅନଲାଇନ ବିପଣନ କେନ୍ଦ୍ର ସଂଚାଳନ କରୁଥିଲେ ବ‌ୋଲି ଶ୍ରୀଲଙ୍କା ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

ରୋହିତଙ୍କ ସହ ଠିକ୍ କରି ନାହିଁ ମୁମ୍ବାଇ ଇଣ୍ଡିଆନ୍ସ: ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର

କୋଲକାତା: ଆଇପିଏଲ ୨୦୨୪ର ୧୭ ତମ ସିଜିନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଆରସିବି ମଧ୍ୟରେ ଖେଳାଯିବ। ତେବେ ସିଜିନ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ନେଇ…
ଅଧିକ ଖବର ଦେଖନ୍ତୁ...

ଅମୀରଙ୍କ ପ୍ରଥମ ସ୍ତ୍ରୀଙ୍କ ସହିତ ହୋଇଥିବା ଛାଡ଼ପତ୍ରର କାରଣ ମୁଁ ନୁ‌ହେଁ: କିରଣ

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମୀର ଖାନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ଅଧିକାଂଶ ସମୟରେ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି। ଆମୀର ଖାନ ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜିଓ ବନାମ ଏୟାରଟେଲ: ମାଗଣାରେ ନେଟଫ୍ଲିକ୍ସ ସୁବିଧା

ନୂଆଦିଲ୍ଲୀ: ମୋବାଇଲ ୟୁଜର୍ସଙ୍କ ପାଇଁ ରିଚାର୍ଜ ଯୋଜନା ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। କେବଳ କଲିଂ ଏବଂ ଡାଟା ସୁବିଧା ସହିତ ଯୋଜନା ୟୁଜର୍ସଙ୍କ ପାଇଁ ଯଥେଷ୍ଟ ହୋଇ ନ ଥାଏ। ୟୁଜର୍ସ ଏପରି ଏକ ଯୋଜନା ଆବଶ୍ୟକ କରିଥାନ୍ତି ଯାହା ସହିତ ସେମାନେ କଲିଂ, ଡାଟା ଏବଂ ଓଟିଟି ଆପ୍ସର ଲାଭ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ଲକ୍ଷେ କୋଟି ହରାଇଲା ଆଦାନୀ ଗ୍ରୁପ୍, କାରଣ ଜାଣନ୍ତୁ..

ମୁମ୍ବାଇ: ସେୟାର ବଜାରରେ ଅସ୍ଥିରତା ଯୋଗୁଁ ଆଦାନୀ ଗ୍ରୁପକୁ ଆଜି ବଡ଼ ଝଟକା ଲାଗିଛି। ବାସ୍ତବରେ, ବୁଧବାର ସେୟାର ବଜାରରେ ବଡ଼ ଧରଣର ହ୍ରାସ ଯୋଗୁଁ ଆଦାନି ଗ୍ରୁପର ସମସ୍ତ ୧୦ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇଛି। ଏହା ସହିତ ୧୦ଟି କମ୍ପାନୀର ମିଳିତ ମାର୍କେଟ କ୍ୟାପ ୧.୧୨ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ମୃ୍ତ୍ୟୁର ସ୍ବାଧୀନତା: ‌ନିଜ ଇଛାରେ ମୃ୍ତ୍ୟୁକୁ ଆଦରି ନେବେ ଲୋକେ,ଏହି ଦେଶର ସରକାର ଆଣିଲେ ଆଇନ

ପ୍ୟାରିସ: ଏବେ ଫ୍ରାନ୍ସର ଲୋକେ ନିଜ ଇଛା ଅନୁସାରେ ମୃତ୍ୟୁକୁ ଆଦରି ନେବେ। ସରକାର ଇଛାମୃତ୍ୟୁ ସମ୍ପର୍କିତ ଆଇନକୁ ସ୍ବୀକୃତି ଦେଇଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏନେଇ ଘୋଷଣା କରିଛନ୍ତି। ଆସୋସିଏଟେଡ ପ୍ରେସ୍ ରିପୋର୍ଟ ଅନୁସାରେ ଫ୍ରାନ୍ସ ରାଷ୍ଟ୍ରପତି ‘ମୃ୍ତ୍ୟୁରେ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେଲେ ବିଭିନ୍ନ ଦଳର ନେତା ଓ କର୍ମୀ

ମାଲକାନଗିରି: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସୁଶାସନ, ଗରିବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଲେ ବିଭିନ୍ନ ଦଳର ବରିଷ୍ଠ ନେତା ଓ…
ଅଧିକ ଖବର ଦେଖନ୍ତୁ...

ଓଢ଼ଣୀ ଟାଣି ସ୍ବାସ୍ଥ୍ୟକେନ୍ଦ୍ର ପରଖି ଉପଜିଲ୍ଲାପାଳ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ଚିକିତ୍ସା ଅଧିକାରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦର ଉପଜିଲ୍ଲାପାଳ କୃତି ରାଜ ନିକଟରେ ନିଜର ପରିଚୟ ଓ ଓଢ଼ଣୀରେ ମୁହଁ ଲୁଚାଇ ଦିଦାମଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯାଇ ପହଞ୍ଚିଥିଲେ। ଦିଦାମଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଉପଜିଲ୍ଲାପାଳ କୃତି ରାଜ ଅଭିଯୋଗ ଆଣି କହିଥିଲେ କି,  …
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧୀନ ୭ମହଲା ଡାକ୍ତରଖାନାର ତଦାରଖ କଲେ ଜିଲ୍ଲାପାଳ: ଧାର୍ଯ୍ୟ ସମୟରେ ନ ସାରିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଜୟପୁର: କୋରାପୁଟ ଜିଲ୍ଲାପାଳ କିର୍ତ୍ତୀଭାସନ୍ ଭି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଳିଥିବା ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ତଦାରଖ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଶେଷ ପର୍ଯ୍ୟାୟରେ ଥିବା କାମ ୪୦ଦିନ ମଧ୍ୟରେ ସାରିବାକୁ ଠିକାସଂସ୍ଥା ଓ ରାସ୍ତା ଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ରଚନାତ୍ମକ କାର୍ଯ୍ୟରେ ଲାଗି ରହିବ। ଆପଣଙ୍କ କାମରେ ଭଉଣୀର ସହଯୋଗ ପାଇବେ। ବେପାରରେ ଧନଲାଭ ଯୋଗ ଅଛି। ନବ ବିବାହିତ କୌଣସି ଭଲ ଜାଗାକୁ ବୁଲି ଯିବେ। ବୃଷ: କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ବଡ଼ ମାମଲାର ସହମତି ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ।…
ଅଧିକ ଖବର ଦେଖନ୍ତୁ...