Daily Archives

March 29, 2024

୬ଟି ଲୋକସଭା, ୭୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କେଉଁମାନେ ହାତେଇବେ ବିଜେଡି ଟିକେଟ୍‌?

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ପ୍ରଥମ ୨ଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଓ ୭୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବାକି ଥିବା ଲୋକସଭା ଓ ବିଧାନସଭା କ୍ଷେତ୍ରରେ କାହାକୁ ମିଳିବ ଟିକେଟ୍ ଦେବ, ସେନେଇ ନେତା ଓ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ଜବତ ହେଲା ନଗଦ ୨୫ କୋଟି ଟଙ୍କା, ୪୦ ଲକ୍ଷର ମଦ, ନିର୍ବାଚନ ପାଇଁ ଠୁଳ କରାଯାଇଥିବା ସଂଦେହ

ରାୟପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆହୁରି ବେଶ କିଛିଦିନ ବାକି ରହିଥିବାବେଳେ ଏବେଠାରୁ ନଗଦ ଟଙ୍କା ଓ ମଦ ଜବତ ହେବା ଆରମ୍ଭ ହୋଇଗଲାଣି । ଛତିଶଗଡ଼ରେ ପ୍ରଶାସନ ପକ୍ଷରୁ ୨୫ କୋଟିର ନଗଦ ଟଙ୍କା ଓ ୪୦ ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି । ନିର୍ବାଚନରେ ବ୍ୟବହାର ପାଇଁ ଏଗୁଡ଼ିକୁ ଠୁଳ…
ଅଧିକ ଖବର ଦେଖନ୍ତୁ...

ଝିଅ ଜନ୍ମହେବା ପରେ ଆମ୍ବୁଲାନ୍ସ ସଜାଇ ଘରକୁ କୁନି ପରୀକୁ ଆଣିଲେ ବାପା

ଭୋପାଳ: ପରିବାରରେ ଝିଅ ଜନ୍ମ ହେବା ପରେ ଖେଳିଗଲା ଖୁସିର ଲହରୀ | ଆଉ କୁନି ଝିଅକୁ ସ୍ୱାଗତ କରିବାକୁ ଆମ୍ବୁଲାନ୍ସକୁ ଫୁଲମାଳରେ ସଜାଇଲେ ପରିବାର ସଦସ୍ୟ | ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି | କୁନି ଝିଅକୁ ସ୍ୱାଗତ ପାଇଁ ପରିବାର ସଦସ୍ୟ ବାଜା ବଜାଇବା ସହ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼, ବଲାଙ୍ଗୀର ସମେତ ୫ ସହରର ତାପମାତ୍ର ୪୦ ଡିଗ୍ରି ଛୁଇଁଲା

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରି ଛୁଇଁଛି। ଟିଟଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ  ଆଜି ଦିନର ସର୍ବୋଚ୍ଚ ତାପମାତ୍ରା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କ ପାଇଁ ଚାକିରି ଛାଡ଼ି ଦେଇଥିଲେ ସ୍ତ୍ରୀ ସୁନୀତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଥିବା ବେଳେ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ସେ ସ୍ବାମୀଙ୍କ ସମର୍ଥନରେ ବାହାରି ଏହି ଯୁଦ୍ଧରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ଯେତେବେଳେ ସରକାର ବଦଳିବ, ଗଣତନ୍ତ୍ର ହତ୍ୟାକାରୀମାନଙ୍କୁ ଦଣ୍ଡ ଦେବୁ : ରାହୁଲ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ କଂଗ୍ରେସକ ଜାରି କରାଯାଇଥିବା ନୋଟିସ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପିରୁ କଡ଼ା ସମାଲୋଚନା କରିଛନ୍ତି। ସେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଏକ ପୋଷ୍ଟରେ ଲେଖିଛନ୍ତି, "ଯେତେବେଳେ ସରକାର ବଦଳିବ, ଯେଉଁମାନେ 'ଗଣତନ୍ତ୍ରକୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ପୂର୍ଣ୍ଣିଆ ଆସନରେ ପଛେଇଗଲେ ପପ୍ପୁ ଯାଦବ

ପାଟନା: ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଆଜି, ବିହାରରେ ମହାଗଠବନ୍ଧନ ମଧ୍ୟରେ ସିଟ୍ ବାଣ୍ଟିବାର ସୂତ୍ର ସ୍ଥିର କରାଯାଇଛି। ଏହି ସୂତ୍ର ଅନୁଯାୟୀ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆସନ ବଣ୍ଟନ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଖାଉଟି ଅଦାଲତରେ ଦଣ୍ଡିତ ହେଲା ଟେଲିଭିଜନ୍‌ କମ୍ପାନି, ୬୮,୭୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଟେଲିଭିଜନ ଉତ୍ପାଦନ କଂପାନି ‘ସାମସଙ୍ଗ’। ଜଣେ ଗ୍ରାହକଙ୍କୁ ଦଣ୍ଡ, ସହାୟତା ଓ ହଇରାଣ ବାବଦରେ ୬୮,୭୦୦ ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ଗ୍ରାହକ ହେଉଛନ୍ତି ସ୍ଥାନୀୟ ଆଇନଜୀବୀ ରାମ ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ତୃତୀୟଥର ବାପା ହେବାପରେ ଝିଅର ଏଭଳି ନାମକରଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଘରେ ମାର୍ଚ୍ଚ ୨୬ ତାରିଖରେ ଶିଶୁ କନ୍ୟାର ଜନ୍ମ ହୋଇଛି। ଏହାର ସୂଚନା ଭଗୱନ୍ତ ମାନ୍‌ ଗୁରୁବାର ନିଜେ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ ଏକ୍ସରେ ଦେଇଥିଲେ । ଏହି ଖୁସି ଖବର ଦେଇ ଭଗବନ୍ତ ମାନ୍ କହିଥିଲେ, ମୁଁ ଏକ ଶିଶୁକନ୍ୟାର ପିତା…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟ ବର୍ଦ୍ଧକ ଟନିକ୍ ପିଇ ଜାପାନରେ ୫ ମୃତ, ୧୦୦ରୁ ଅଧିକ ଆହତ

ଟୋକିଓ: ନିଜ ସ୍ବାସ୍ଥ୍ୟକୁ ଉନ୍ନତ କରିବାକୁ ଯାଇ ଜାପାନରେ କେତେକ ଲୋକ ପ୍ରାଣ ହରାଇଛନ୍ତି। ଜାପାନରେ ସ୍ବାସ୍ଥ୍ୟ ବର୍ଦ୍ଧକ ଟନିକ୍ ପିଇ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ତେବେ ଏହି ଘଟଣା ପରେ ଉକ୍ତ ଟନିକକୁ ବଜାରରୁ ପ୍ରତ୍ୟାହାର କରିବା ଆରମ୍ଭ ହୋଇଛି ।…
ଅଧିକ ଖବର ଦେଖନ୍ତୁ...