ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଗୋଟିଏ ଛାତ ତଳେ ମା’, ଶିଶୁ ଚିକିତ୍ସା: ୧୬ କୋଟିର ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ

ଅନୁଗୁଳ: ଏଣିକି ଗୋଟିଏ ଛାତ ତଳେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କୁ ମିଳିବ ସବୁ ପ୍ରକାର ଚିକିତ୍ସା ସୁବିଧା। ସେମାନଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଇନ୍‌ଡୋର ଏବଂ ଆଉଟ୍‌ଡୋର୍‌। ପ୍ରସବକାଳୀନ ଓ ପ୍ରସବୋତ୍ତର ସେବା ସବୁ ବି ଉପଲବ୍‌ଧ ହେବ। ଏଥିପାଇଁ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଆର ଗରମ ‘ଧାନ-ସୋରିଷ-ଛୁଞ୍ଚି’ ଚିକିତ୍ସା

ଅନୁଗୁଳ: ଅନ୍ଧବିଶ୍ୱାସର କରୁଣ ପରିଣତି କେତେ ଭୟଙ୍କର ହୋଇପାରେ, ତାହାର ସଦ୍ୟ ଉଦାହରଣ ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦେଖିବାକୁ ମିଳିଛି। ଗୁଣିଆଙ୍କ ଯନ୍ତ୍ରଣା ଜର୍ଜରିତ ଚିକିତ୍ସାରେ ଫସି ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ଦୁଇ ଯୁବକ। ଗରମ ସୋରିଷ ଓ ଧାନ ମାଡ଼ରେ ଜଣଙ୍କ ମୁହଁ ଫୋଟକାମୟ…
ଅଧିକ ଖବର ଦେଖନ୍ତୁ...

ଭାଷାକୁ ନିର୍ବାଚନୀ ପ୍ରସଙ୍ଗ କର: ସୌମ୍ୟ

ସାଉଥବଲଣ୍ଡା/ଅନୁଗୁଳ: ସାଂପ୍ରତିକ ରାଜନୀତିରେ ସାମୂହିକ ସ୍ୱାର୍ଥଜଡିତ ପ୍ରସଙ୍ଗ ଗୌଣ ହୋଇ ଯାଉଥିବା ବେଳେ ବ୍ୟକ୍ତି ବିଶେଷ ମୁଖ୍ୟ ହୋଇ ଯାଉଛନ୍ତି। ସଂଖ୍ୟା ଖେଳରେ ବଳିଆନ୍‌ ହୋଇ ଭୋଟ୍‌ କାଙ୍ଗାଳ ନେତାମାନେ ସମସ୍ୟା ବିଜଡ଼ିତ ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରି ଚାଲିଛନ୍ତି। ଯେଉଁଥି ପାଇଁ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଶବ ଜବତ କଲା ପୁଲିସ

ଅନୁଗୁଳ: ହତ୍ୟା ଅଭିଯୋଗ ହେବା ପରେ ଅନୁଗୁଳ ଟାଉନ୍‌ ଥାନା ପୁଲିସ ସନ୍ଦେହଜନକଭାବେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଶବକୁ ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଖୋଳି ବ୍ୟବଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ବାପା ଟାଙ୍ଗିଆ ଚୋଟରେ ଝିଅ ମୃତ

ଛେଣ୍ଡିପଦା : ଛେଣ୍ଡିପଦା ଥାନା କୁଞ୍ଜବିହାରୀପୁର ଗାଁରେ ଆଜି ଅପରାହ୍‌ଣରେ ଏକ ନୃସଂଶ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଯୁବକ ସହ ଝିଅର ଅନୈତିକ ସଂପର୍କକୁ ସହ୍ୟ କରିନପାରି ଖୋଦ୍‌ ବାପା ଟାଙ୍ଗିଆରେ ହାଣି ଝିଅର ଜୀବନ ନେଇଛି। ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତ ବାପା ବାଲିଆ ବାଘ(୬୦)ଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ସଂପର୍କ ଭୁଲିଗଲେ

ହତ୍ୟାକାରୀ ଶଳା-ଭିଣୋଇ ଗିରଫ, କଟୁରୀ, ବାଇକ୍‌ ଜବତ୍‌ ଅନୁଗୁଳ/କିଶୋରନଗର/ପାଇକସାହି : ଯାହା ସନ୍ଦେହ କରାଯାଉଥିଲା ଶେଷରେ ତାହା ହିଁ ସତ ହେଲା। ପରିଚିତ ଲୋକ ସାଜିଲେ ହତ୍ୟାକାରୀ। ଟଙ୍କା ପାଇଁ ଭୁଲିଗଲେ ସଂପର୍କ। ଲୋଭରେ ଅନ୍ଧ ହୋଇ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମର ବିରଞ୍ଚି…
ଅଧିକ ଖବର ଦେଖନ୍ତୁ...

ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା, ପୋଲ ତଳକୁ ଖସି ୨ ମୃତ, ୩ ଆହତ

ଅନୁଗୁଳ: ଜାତୀୟ ରାଜପଥ ନମ୍ବର ୫୫ର ମାତେଳିଆ ବ୍ରିଜ ଉପରେ ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁବାର ୨ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଅଟୋ ଚାଳକ ବେଣୁଧର ଭୋଇ (୪୫) ଓ ଫଗୁଆ ନାଏକ(୭୦)ଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ…
ଅଧିକ ଖବର ଦେଖନ୍ତୁ...

ନାଲକୋ ନଗର: ଅଟୋକୁ ପଛରୁ ପିଟି ବାଇକ ଚାଳକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନାଲକୋନଗର: ଜାତୀୟ ରାଜପଥ-୫୫ର ନାଲକୋନଗରରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା କବଲ୍ୟବେଡ଼ା ଗ୍ରାମର ସିପୁନ ଦାସ(୨୨) ଦୁର୍ଘଟଣା ଶିକାର ହୋଇଛନ୍ତି। ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲେ ସିପୁଲ। ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଯୁବକଙ୍କ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ପାଇକସାହି- ଠାକୁରଗଡ଼  ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଜିନ୍‌ ପ୍ୟାଣ୍ଟ ପରିହିତ ଏହି ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାଙ୍କୁ ପୋଲ ତଳକୁ…
ଅଧିକ ଖବର ଦେଖନ୍ତୁ...

ଜେଏସ୍‌ପିଏଲ୍‌ ଟାଉନସିପ୍‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଅନୁଗୁଳ : ଅନୁଗୁଳ ନିଶାଠାରେ ଥିବା ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ଵାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ଇସ୍ପାତ କାରଖାନା ଟାଉନସିପ୍‌ ପରିସରରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ଶୁଭ ପ୍ରତିଷ୍ଠା ହୋଇଛି। ସପ୍ତାହବ୍ୟାପୀ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ଯଜ୍ଞ ପରେ ଆଜି ବିଗ୍ରହଙ୍କର ପ୍ରାଣ…
ଅଧିକ ଖବର ଦେଖନ୍ତୁ...