ଅନୁସନ୍ଧାନ କରୁଥିବା ବର୍ଗ

କଟକ

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

କଟକ: କଟକ ସବ ରେଜିଷ୍ଟ୍ରର ଅଫିସରେ ନିଆଁ ଲାଗିଥିବାର ଖବର ମିଳିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ପହଞ୍ଚିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କେଏମ୍‌ବିବିରେ ବାର୍ଷିକ ଉତ୍ସବ ‘ଉମଙ୍ଗ ୨୦୨୩’, ‘ସଫଳତା ପାଇବା ପାଇଁ ନିଜକୁ ଖୁସି ରଖିବାକୁ ପଡ଼ିବ’

ବାରଙ୍ଗ: ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉମଙ୍ଗ-୨୦୨୩’ ପାଳିତ ହୋଇଯାଇଛି। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଭଗବାନ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ କେମିତି ହେବ ହୃତ୍‌ପିଣ୍ଡ ପ୍ରତିରୋପଣ?

କଟକ : କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ହୃତ୍‌ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହେବାର ସ୍ବପ୍ନ ଦେଖାଉଛନ୍ତି ସରକାର। ଏଥିପାଇଁ ଗତମାସରେ ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଖୋଲାଯାଇଛି ହାର୍ଟ ଫେଲୁଅର କ୍ଲିନିକ୍‌। ହେଲେ, ଏହାକୁ କାର୍ଯ୍ୟକାରୀ କରିବାକୁ ଥିବା ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଏତେ ଦକ୍ଷ ଟ୍ରାଫିକ୍ ପୁଲିସ!

କଟକ: ମଧୁପାଟଣାରୁ ବାଦାମବାଡି ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟେ ଧାଡ଼ି ଧାଡ଼ି ହୋଇ ବସ୍ ବେଆଇନ ଭାବେ ପାର୍କିଂ ହୋଇଛି। ବିଭିନ୍ନ ବଡ଼ ବଡ଼ ମଲ୍‌ ଆଗରେ ନୋ ପାର୍କିଂ ଜୋନ୍‌ରେ ମାଳମାଳ ଗାଡ଼ି ରଖା ହୋଇଛି। ମଦ ଦୋକାନ ଆଗରେ ବି ଗାଡ଼ି ଜମା ହୋଇଛି। ରାସ୍ତାର ଯେଉଁଠି ସେଠି ବସ୍‌ ଆଉ ଅଟୋ ଅଟକି…
ଅଧିକ ଖବର ଦେଖନ୍ତୁ...

୧୦ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ

କଟକ : ସମସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାଥମ ପର୍ଯ୍ୟାୟରେ ୧୦ଟି ଜଜ୍‌ସିପରେ ଏହା ଆରମ୍ଭ ହେବାକୁ ଯାଉଛି। ଫେବ୍ରୁଆରି ୩ରେ ବାଲେଶ୍ବର, ବ୍ରହ୍ମପୁର (ଗଞ୍ଜାମ), ଭଦ୍ରକ, ଭବାନୀପାଟଣା…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ଘଟଣାର ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ

କଟକ : କ୍ରାଇମବ୍ରାଞ୍ଚ ଏଏସଆଇ ଗୋପାଳ ଦାସଙ୍କ ସର୍ଭିସ ପିସ୍ତଲ, ଗୁଳି ଜବତ କରିଛି। ଭୁବନେଶ୍ବର ଆପୋଲୋ ହସପିଟାଲରୁ ନବଙ୍କ ରକ୍ତ ଲଗା କପଡ଼ା ଆଦି ବି ଜବତ ହୋଇଛି। ଇତିମଧ୍ୟରେ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିର ବାଲାଷ୍ଟିକ ବିଶେଷଜ୍ଞ ଇନସ୍ପେକ୍ଟର ଜୀବନାନନ୍ଦ ଜେନା ସାମିଲ…
ଅଧିକ ଖବର ଦେଖନ୍ତୁ...

ବେଲବଣରୁ ଆବିର୍ଭାବ ବେଲେଶ୍ୱର ମହାଦେବ

କଟକ-ବିଦ୍ୟାଧରପୁର: ସିଏମ୍‌ସି ୫୧ନଂ ୱାର୍ଡ ବେଲେଶ୍ୱର ଗ୍ରାମରେ ରହିଛି ପାତାଳଫୁଟା ବେଲେଶ୍ୱର ମହାଦେବଙ୍କ ମନ୍ଦିର। ଏହି ପ୍ରସିଦ୍ଧ ଶୈବପୀଠ ୪୦୦ ବର୍ଷ ପୁରାତନ ବୋଲି ଅନୁମାନ କରାଯାଏ। ଏଠାରେ ଥିବା ଶିବଲିଙ୍ଗର ଉତ୍ପତ୍ତି କେବେ ହୋଇଛି ତାହାର ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ।…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା: ପୁଲିସ ଡିଜି ଚୁପ୍ କାହିଁକି?

କଟକ : ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ପୁଲିସ ପୋଷାକ ପିନ୍ଧି ଡ୍ୟୁଟିରେ ଥିବା ବେଳେ ଗୁଳି କରି ହତ୍ୟା କଲେ। ଏଭଳି ଘଟଣା ରାଜ୍ୟରେ ତ ପ୍ରଥମ, ଦେଶରେ ବି ଖୁବ୍ କମ ଘଟଣା ଘଟିଛି। ଓଡ଼ିଶାରେ ଏଭଳି ଘଟଣାକୁ ନେଇ ରାଜ୍ୟବାସୀ ହତଚକିତ ହୋଇ ପଡ଼ିଥିବା ବେଳେ ପୁଲିସ ବ୍ୟବସ୍ଥାକୁ…
ଅଧିକ ଖବର ଦେଖନ୍ତୁ...

ମାଳି ପର୍ବତ ବକ୍ସାଇଟ ଖଣି ପରିବେଶ ମଞ୍ଜୁରି ପ୍ରସଂଗ: ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

କଟକ : କୋରାପୁଟ ଜିଲ୍ଲା ମାଳିପର୍ବତ ବକ୍ସାଇଟ ଖଣି ପ୍ରକଳ୍ପକୁ ନେଇ ଅନୁଷ୍ଠିତ ଜନ ଶୁଣାଣିକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏଥି ସହିତ ପରିବେଶ ମଞ୍ଜୁରି ପ୍ରଦାନ ପ୍ରସଂଗରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସୂଚନା ଅଧିକାରୀ କର୍ମୀ ରଂଜନ ଦାସଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ/କେନ୍ଦ୍ରାପଡ଼ା : ବହୁ ଚର୍ଚ୍ଚିତ ପାଟକୁରା ଥାନା ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଂଜନ କୁମାର ଦାସଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସେନ୍ତାଷ ବ୍ୟକ୍ତ କରି ରଂଜନଙ୍କ ବାପା…
ଅଧିକ ଖବର ଦେଖନ୍ତୁ...