ଅନୁସନ୍ଧାନ କରୁଥିବା ବର୍ଗ

କଟକ

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ କରୋନା ସଂକ୍ରମଣ ସ୍ଥିତି ‌ଯୋଗୁ ‌ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଜଗତପୁରରେ ମହିଳାଙ୍କୁ ହତ୍ୟା ସନ୍ଦେହ, ବସ ଟର୍ମିନାଲରୁ ମିଳିଲା ମୃତଶରୀର

କଟକ: ଜଗତପୁରରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହ ବସ ଟର୍ମିନାଲରୁ ମିଳିବା ପରେ ଏହି ଘଟଣାକୁ ନେଇ ଅଧିକ ଖୋଳତାଡ ଆରମ୍ଭ ହୋଇଛି। ମହିଳାଙ୍କ ମୃତଶରୀର ଉଦ୍ଧାର ହେବା ପରେ ତାଙ୍କ ସ୍ବାମୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଏଏସ୍ଓ ନିଯୁକ୍ତି ପରୀକ୍ଷା ମାମଲା: ଆବେଦନକାରୀଙ୍କ ଯୁକ୍ତି ଉପସ୍ଥାପନ ଅଧା, ୯ରେ ପରବର୍ତ୍ତୀ ଶୁଣାଣି

କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଦାୟର ମାମଲାରେ ଆଜି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଛି। ପୂର୍ବରୁ ଉଭୟ ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜବାବ ଦାଖଲ…
ଅଧିକ ଖବର ଦେଖନ୍ତୁ...

କଟକ ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା

କଟକ: ନଭେମ୍ବର ସୁଦ୍ଧା ଶେଷ ହେବ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ତେବେ ଜାରି ରହିଥିବା କାର୍ଯ୍ୟ କେତେ ଦୂର ଆଗେଇଛି ସେ ନେଇ ଆଜି ସିଡିଏ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲାପାଳ, ସିଏମସି କମିସନର, ମେୟରଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି। କାମ…
ଅଧିକ ଖବର ଦେଖନ୍ତୁ...

ସିଟି ହସ୍ପିଟାଲ ଭିତରେ ଭଜନକୀର୍ତ୍ତନ

କଟକ: ସିଟି ହସ୍ପିଟାଲ ଚକ୍ଷୁ ବିଭାଗରେ ସୋମବାର ସନ୍ଧ୍ୟାରେ ମୋତିଆବିନ୍ଦୁ ଅପରେସନ କରିବାକୁ ଆସିଥିବା ୮ ଜଣ ବୃଦ୍ଧବୃଦ୍ଧା ତବଲା ବଜାଇବା ସହିତ ଜଗନ୍ନାଥଙ୍କ ଭଜନ ଗାଉଥିବା ଭିଡିଓ ଭାଇରାଲ୍ ହୋଇଛି। ସୂଚନା ଅନୁଯାୟୀ, ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ଶ୍ରୀ ମନ୍ଦିର ସେବା ଆଶ୍ରମର ଦୁଇ ଅନ୍ତେବାସୀ…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ଅଭିଯୁକ୍ତଙ୍କ ବିସ୍ପୋରକ ବୟାନ: ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ଥାର୍ଡ଼ ଡ଼ିଗ୍ରୀ ଦେଇ ମାରିଦେଇଛନ୍ତି

କଟକ: ଅଭିଯୁକ୍ତକୁ ପଚରାଉଚରା କରୁଥିବା ଅଧିକାରୀ ଏବେ ନିଜେ ଅଭିଯୁକ୍ତ ସନ୍ଦେହରେ ଥାନାରେ ଅଟକ। ଆଠଗଡ ବନଖଣ୍ଡର ଦୁଇଜଣ ଏସିଏଫ୍‌ଓ, ବଡମ୍ବା ରେଞ୍ଜରଙ୍କ ସମେତ ୧୬ ଜଣ ବନ କର୍ମଚାରୀ ଏବେ ପୁଲିସ ହେପାଜତରେ। ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ଧରି ଥାର୍ଡ ଡିଗ୍ରୀ ଯନ୍ତ୍ରଣା ଦେଇ ମାରି…
ଅଧିକ ଖବର ଦେଖନ୍ତୁ...

ବଦଳିବ ମହାନଦୀବିହାରର ରୂପରେଖ, ଯୋଜନାରେ ପ୍ରବେଶ ତୋରଣ, ଓପନ୍‌ ଜିମ୍‌, କଲ୍ୟାଣ ମଣ୍ଡପ, ସ୍ମାର୍ଟ ରୋଡ୍‌

କଟକ-ମହାନଦୀବିହାର: ମହାନଦୀ ବିହାରର ଜଳ ନିଷ୍କାସନ ବ୍ୟବସ୍ଥା ସୁଗମ ହେବ। ଅବ୍ୟବହୃତ ଅବସ୍ଥାରେ ପଡି ରହିଥିବା ସିଡିଏ କଲ୍ୟାଣ ମଣ୍ଡପକୁ ବ୍ୟବହାର ଉପଯୋଗୀ କରାଯିବ। ମହାନଦୀବିହାର ପ୍ରବେଶ ପଥରେ ଶିଖରପୁର ପଟେ ଏକ ପ୍ରବେଶ ତୋରଣ ନିର୍ମାଣ ହେବ। ଖେଳ ପଡିଆ, ଓପନ ଜିମ୍‌ ଏବଂ ଚକାଚକ୍‌ ରାସ୍ତା…
ଅଧିକ ଖବର ଦେଖନ୍ତୁ...

କଟକ: ପଞ୍ଚମୁଖୀ ସାନିଟାରି ସମେତ ତିନୋଟି ସ୍ଥାନରେ ଜିଏସଟି ଚଢ଼ାଉ

କଟକ : କଟକର ଓଏମପି ଛକସ୍ଥିତ ପଞ୍ଚମୁଖୀ ସାନିଟାରି ଗୋଦାମ ସହ ତିନୋଟି ସ୍ଥାନରେ ଜିଏସଟି ଚଢ଼ାଉ ଚାଲିଛି। ରମେଶ ଚନ୍ଦ୍ର ଚୌଧୁରୀଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ପଞ୍ଚମୁଖୀ ସାନିଟାରିରେ ଚଢ଼ାଉ ଜାରି ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ହେଉଛି ଏହି ଚଢ଼ାଉ ଜାରି ରହିଥିବା କୁହାଯାଉଛି। ଜିଏସଟିର…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଭାଲେଣ୍ଟାଇନ୍‌ ସପ୍ତାହ, ରୋଜ୍‌ ଡେ’ ପାଇଁ ବାଙ୍ଗାଲୋର ଗୋଲାପ

କଟକ: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାଲେଣ୍ଟାଇନ୍ ସପ୍ତାହ। ଫେବ୍ରୁଆରି ୧୪, ଭାଲେଣ୍ଟାଇନ୍ ଡେର ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଥାଏ ଏହି ସ୍ବତନ୍ତ୍ର ଦିବସ ପାଳନ। ରୋଜ ଡେ, ପ୍ରପୋଜ ଡେ, ଚକୋଲେଟ୍‌ ଡେ, ଟେଡ଼ି ଡେ, ପ୍ରମିଜ୍ ଡେ, ହଗ୍ ଡେ, କିସ୍ ଡେ ଏବଂ ଶେଷରେ ରହିଥାଏ…
ଅଧିକ ଖବର ଦେଖନ୍ତୁ...

ସି‌ସୋର୍‌ ଚିଟ୍‌ଫଣ୍ଡ ମାମଲା: ପୂର୍ବତନ ସା˚ସଦ ରବୀନ୍ଦ୍ର ଜେନାଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ : ବାଲେଶ୍ବରର ପୂର୍ବତନ ସା˚ସଦ ରବୀନ୍ଦ୍ର କୁମାର ଜେନାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସିସୋର ଚିଟ୍‌ଫଣ୍ଡ ଘଟଣାକୁ ନେଇ ତାଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ଶ୍ରୀ ଜେନା ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ…
ଅଧିକ ଖବର ଦେଖନ୍ତୁ...