ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଗୋପାଳକୁ ରିମାଣ୍ତରେ ଆଣିବ କ୍ରାଇମବ୍ରାଞ୍ଚ

କଟକ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣା ସ୍ଥଳରୁ ପୁଲିସ ଏଏସଆଇ ଗୋପାଳ ଦାସଙ୍କ ସର୍ଭିସ ପିସ୍ତଲ, ଗୁଳି ଜବତ କରିଛି। ଗୋଟିଏ ଟିମ୍ ସେଠାରେ ଗୋପାଳଙ୍କୁ ପଚରାଉଚରା କରୁଥିବା ବେଳେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଭୁବନେଶ୍ବର ଆପୋଲ…
ଅଧିକ ଖବର ଦେଖନ୍ତୁ...

ତୁଟିଲା ହ୍ୟୁମାନ ସାଗର-ଶ୍ରୀୟା ବିବାଦ: ଏକାଠି ରହିବେ ଦମ୍ପତି

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ। ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ…
ଅଧିକ ଖବର ଦେଖନ୍ତୁ...

ମହିଳା ଥାନାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା: ଉଭୟ ନିଜର ନିଷ୍ପତ୍ତି ଜଣାଇବେ ଆଜି

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ମହିଳା ଥାନାରେ ପହଞ୍ଚିଛନ୍ତି। ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥାନାରେ ପହଞ୍ଚିଛନ୍ତି। ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିବ। ଆଜି  ଉଭୟ ନିଜର ନିଷ୍ପତ୍ତି ଜଣାଇବେ ମହିଳା ଥାନାରେ।…
ଅଧିକ ଖବର ଦେଖନ୍ତୁ...

ଧଳସାମନ୍ତ ସହଯୋଗୀଙ୍କ ହତ୍ୟା ଧମକ; ଥାନାରେ ମାମଲା

କଟକ : ଧଳସାମନ୍ତ ସହଯୋଗୀଙ୍କ ଘରେ ବିବାହ କରିଥିବା ଜଣେ ବ୍ୟକ୍ତିଙ୍କୁ ଏବେ ମିଳୁଛି ହତ୍ୟା ଧମକ। ଜୀବନ ଭୟରେ ସମ୍ପୃକ୍ତ ବ୍ୟକ୍ତି ଘର ଛାଡ଼ି ବାହାରେ ରହୁଛନ୍ତି। ଏ ନେଇ ସେ ଲାଲବାଗ ଥାନାରେ ଏତଲା ଦେଇ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଧଳସାମନ୍ତଙ୍କ ସହଯୋଗୀମାନେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ସ୍ତରରେ ଓଡ଼ିଶା ରେଡକ୍ରସ୍‌ର ବିଜୟ

କଟକ : ହରିୟାନାର କୁରୁକ୍ଷେତ୍ରଠାରେ ଭାରତୀୟ ଜୁନିୟର ରେଡକ୍ରସ୍‌ର ଜାତୀୟ ସ୍ତରର ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ରେଡକ୍ରସ୍‌ ବିଭିନ୍ନ ପ୍ରତିଯୋଗିତା‌ରେ ବିଜୟୀ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପକ୍ଷରୁ ୧୨ଜଣ ଛାତ୍ରଛାତ୍ରୀ ଓ ୨ଜଣ ଉପଦେଷ୍ଟା ଯୋଗ ଦେଇଥିଲେ। ଓଡ଼ିଶାକୁ ବେଷ୍ଟ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ସହଯୋଗୀ ସେକ୍ ବାବୁ ଗିରଫ

କଟକ-ଜଗତପୁର : ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ଘନିଷ୍ଠ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧି ​ସେକ୍‌ ବାବୁ ଓରଫ୍‌ ବାରେନ୍‌ ବାବୁ(୩୦)କୁ ଜଗତପୁର ଥାନା ପୁଲିସ ଗିରଫ କରିଛି। କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତାସ୍ଥିତ ଏକ ହୋଟେଲ୍‌ ନିକଟରୁ ପୁଲିସ ତାକୁ ଗିରଫ କରିଛି। ତା’ ନିକଟରୁ ପୁଲିସ୍ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ଗୌରବଙ୍କ ସମାଧିପୀଠର ଉଦ୍‌ବେଗଜନକ ଦୃଶ୍ୟ, କେବେ ଛେଳି ବୁଲୁଛନ୍ତି ତ କେବେ ପଶୁ କରୁଛନ୍ତି ମଳତ୍ୟାଗ

କଟକ: କେତେବେଳେ କୁଳବୃଦ୍ଧ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ଉପରେ ଛେଳି ବୁଲୁଛନ୍ତି ତ କେତେବେଳେ ପଶୁ ମଳ ତ୍ୟାଗ କରୁଛନ୍ତି। ଏଭଳି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଓଡ଼ିଆ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନଙ୍କ ସମାଧିପୀଠ ଏବଂ ମଧୁସୂଦନଙ୍କ ସ୍ମୃତି ସହ…
ଅଧିକ ଖବର ଦେଖନ୍ତୁ...

କଟକରେ ବଢ଼ୁଛି ବାଲ୍ୟବିବାହ! ୩ ବର୍ଷରେ ୧୧୨ ଘଟଣା; ଥାନାରେ ମାତ୍ର ୪ ମାମଲା

କଟକ: ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି ବାପା-ମା’। ଏଭଳି ଉଦବେଗଜନକ ଚିତ୍ର ଏବେ କଟକରେ ସାମନାକୁ ଆସିଛି। ଗଲା ତିନି ବର୍ଷ ଭିତରେ ୧୧୨ ଶିଶୁ କନ୍ୟାଙ୍କୁ ଅପ୍ରାପ୍ତ ବୟସରେ ପରିବାର ଲୋକେ ବିବାହ କରାଇଛନ୍ତି। ଏହାଠାରୁ ଆହୁରି ଉଦବେଗଜନକ ପରିସ୍ଥିତି ହେଉଛି ଯେ ଏଭଳି ନିୟମ ବିରୋଧ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ଝଟ୍‌କା: ପିଏଚ୍‌ଡି ଅଧ୍ୟାପକଙ୍କ ଇନକ୍ରିମେଣ୍ଟ ପ୍ରତ୍ୟାହାର ନିର୍ଦ୍ଦେଶ ବେଆଇନ

କଟକ : ପିଏଚ୍‌ଡି କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଂଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟ୍‌କା ଲାଗିଛି। ଉଚ୍ଚଶିକ୍ଷା ବିଭାଗର ୨୦୧୫, ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ହାଇକୋର୍ଟ ଭିସି କ୍ୟାବିନ

କଟକ : ରାଜ୍ୟର ସମସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବ। ଏହି ଭିସି କ୍ୟାବିନ ଗୁଡିକରେ ଭର୍ଚୁଆଲ ବ୍ୟବସ୍ଥାରେ ମାମଲା ଶୁଣାଣି ଠାରୁ ଆରମ୍ଭ କରି ଇ-ଫାଇଲିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିବ। ଫଳରେ ଏହି ଭିସି କ୍ୟାବିନ ସୁବିଧାର ଉପଯୋଗ କରି…
ଅଧିକ ଖବର ଦେଖନ୍ତୁ...