ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଦାୟିତ୍ବରେ ଅବହେଳାକୁ ନେଇ ‘ସିଏମ୍‌ସି’ର ଏମ୍‌ପିଏଚ୍‌ସିଙ୍କୁ ନିଲମ୍ବନ

କଟକ: ପୌର ନିଗମରେ କାର୍ଯ୍ୟରତ ମଲ୍‌ଟି ପର୍ପୋଜ ହେଲେଥ୍‌ ସୁପରଭାଇଜର ବା ଏସ୍‌ଆଇ ଭାବେ କାର୍ଯ୍ୟରତ ରୁଦ୍ର ନାରାୟଣ ମିଶ୍ରଙ୍କୁ ଚାକିରିରୁୁ ନିଲମ୍ବିନ କରାଯାଇଛି। ଦାୟିତ୍ବ ସଂପାଦନରେ ଅବହେଳା କରିଥିବାରୁ ଶ୍ରୀ ମିଶ୍ରଙ୍କ ବିରୋଧ‌ରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ମହାନଦୀକୁ ଡ଼େଇଁ ଯୁବତୀ ମୃତ, କାରଣ ଅସ୍ପଷ୍ଟ

କଟକ: ମହାନଦୀକୁ ଡେଇଁ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। କ୍ୟାଣ୍ଟନମେନ୍‌ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ  ଯୁବତୀ ଜଣକ ହଠାତ୍ ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ। ସେହିପରି କାରଣ ମଧ୍ୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ କଟକ…
ଅଧିକ ଖବର ଦେଖନ୍ତୁ...

ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ ମାମଲା: ଗିରଫଦାରୀ ସଂଖ୍ୟା ବଢିବ

କଟକ: କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ ମାମଲାର ତଦନ୍ତରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ।  ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ କାରବାର ପଛରେ ଏକ ରାକେଟ ଠାବ ହୋଇଛି। ଏନେଇ ପୁଲିସ ରିମାଣ୍ଡରେ ଥିବା ଅଭିଯୁକ୍ତମାନେ ମୁହଁ ଖୋଲିଛନ୍ତି। ଏସିପି ଅମରେନ୍ଦ୍ର ପଣ୍ଡାଙ୍କ…
ଅଧିକ ଖବର ଦେଖନ୍ତୁ...

ସଟର ତାଡ଼ି ଗହଣା ଦୋକାନରୁ ସୁନାରୁପା ଲୁଟ୍ କଲେ ଦୁର୍ବୃତ୍ତ

ନିଶ୍ଚିନ୍ତକୋଇଲି: କଟକ-କେନ୍ଦ୍ରପଡ଼ା ରାସ୍ତାର କଟିକଟା ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟର ଖବର ମିଳିଛି। ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଥିବା କ୍ରୀଷ୍ଣା ଜୁଏଲର୍ସରୁ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଓ ରୁପା ଲୁଟି ନେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

କଟକ: ‘ଆଇଲେ ମା ସରସ୍ଵତୀ ନିର୍ମଳ ବନେ ରତ୍ନ ବିଭୁଷିତ କୁଣ୍ଡଳ କର୍ନେ ଗଳାରେ ମା ଗଜପତି ମୁକୁତାରହାର ଦିଅ ମା ସରସ୍ଵତୀ ବିଦ୍ୟାର ଭଣ୍ଡାର।’ ଆଜି ହେଉଛି ପବିତ୍ର ଶ୍ରୀ ପଞ୍ଚମୀ ଓ ସରସ୍ବତୀ ପୂଜା । ବିଦ୍ୟାଦାତ୍ରୀ ମା ସରସ୍ଵତୀ ଆଜି ଧରାପୃଷ୍ଟକୁ ଅବତରଣ କରିଛନ୍ତି । ବେଶ ଧୁମ୍‌ଧାମ୍‌ରେ ପୂଜା…
ଅଧିକ ଖବର ଦେଖନ୍ତୁ...

ଆଗାମୀ ଦିନରେ ନୂଆ ରୂପ ପାଇବ କଟକ: ଅର୍ଥମନ୍ତ୍ରୀ

କଟକ: କଟକରେ ୭୪ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍ କୁଟ୍ଟେଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ବର/କଟକ : ଉଲ୍ଲେଖନୀୟ ସେବା ପାଇଁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ୯୦୧ ପୁଲିସ କର୍ମଚାରୀଙ୍କୁ ପୁଲିସ ମେଡାଲ୍ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ସାହସିକତା ପାଇଁ ୧୪୦ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣ ରାଷ୍ଟ୍ରପତି ପୁଲିସ ପଦକ ଏବଂ ପ୍ରଶଂସନୀୟ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ କଲେଜିୟମ ସୁପାରିସ: ଜଷ୍ଟିସ ଯଶୱନ୍ତ ସିଂହ ତ୍ରିପୁରା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ/ନୂଆଦିଲ୍ଲୀ : ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ଯଶୱନ୍ତ ସିଂହ। ସୁପ୍ରିମକୋର୍ଟ କଲେଜିୟମ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସିଂହଙ୍କ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ଏବେ ସେ ଓଡ଼ିଶା ହାଇକୋର୍ଟ‌ର ବରିଷ୍ଠ ବିଚାରପତି…
ଅଧିକ ଖବର ଦେଖନ୍ତୁ...

ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ

କଟକ : ଲୋକପ୍ରିୟ ଅଭିନେତା ସ୍ବର୍ଗତ ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ଏମ୍‌ସରେ ପରଲୋକ ଘଟିଛି। ସେ ଯକୃତଜନିତ ରୋଗରେ ପୀଡ଼ିତ ହୋଇ ଏମ୍‌ସରେ ଚିକିତ୍ସାଧିନ ଥିଲେ। ପରଲୋକ ବେଳକୁ ତାଙ୍କୁ ମାତ୍ର ୨୬ବର୍ଷ ‌ହୋଇଥିଲା। ସେ କିଟ୍…
ଅଧିକ ଖବର ଦେଖନ୍ତୁ...

ଚୁକ୍ତିଭିତ୍ତିକ ଷ୍ଟାଫନର୍ସଙ୍କୁ ପୋଷାକ ଭତ୍ତା ପ୍ରସଂଗ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଏନ୍‌ଏଚ୍‌ଏମ୍‌କୁ ଜବାବ…

କଟକ : ଜାତୀୟ ସ୍ବାସ୍ଥ୍ୟ ମିସନ (ଏନଏଚଏମ) ଅଧିନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସଙ୍କୁ ପୋଷାକ ଓ ଲୁଗାଧୁଆ ଭତ୍ତା (ଡ୍ରେସ୍ ଓ ୱାସିଂ ଆଲାଉନ୍ସ) ପ୍ରଦାନ ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରାଜ୍ୟ…
ଅଧିକ ଖବର ଦେଖନ୍ତୁ...