ଅନୁସନ୍ଧାନ କରୁଥିବା ବର୍ଗ

କଟକ

ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲା: ଫେବ୍ରୁଆରି ୯ରେ ଆଇନଜୀବୀଙ୍କ ଜାମିନ ଆବେଦନର ଶୁଣାଣି

କଟକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ସମ୍ବଲପୁର କୋର୍ଟ ପରିସରରେ ହୋଇଥିବା ଭଙ୍ଗାରୁଜା ମାମଲାରେ ଗିରଫ ହୋଇ ଜେଲରେ ଥିବା ଆଇନଜୀବୀମାନଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୯କୁ ଧାର୍ଯ୍ୟ କରାଯାଇଛି। ଆଜି ଏ ସଂପର୍କିତ ୨୧ଟି ନିୟମିତ ଜାମିନ ଆବେଦନର ହାଇକୋର୍ଟ ଏକତ୍ର…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ଐତିହାସିକ ରାୟ: ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡି ପଦରେ ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତି ବେଆଇନ

କଟକ : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ)ର ମ୍ୟାନେଜିଂ ଡାଇରେକ୍ଟର(ଏମଡି) ଭାବେ ଅବସରପ୍ରାପ୍ତ ଆଇଏଏସ ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତିକୁ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି। ବ୍ୟାଙ୍କର ଏମଡି ଭାବେ ଶ୍ରୀ ଶତପଥୀଙ୍କ ପୁନଃନିଯୁକ୍ତି ସଂପର୍କିତ…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ବାଲିରେ ଆୟୋଜନ ହେବ ‘ଫେରନ୍ତା ବାଲିଯାତ୍ରା’: ଏପ୍ରିଲ ୫ରେ ବୋଇତ ବନ୍ଦାଣ, ୫ ଦିନିଆ ଉତ୍ସବ

କଟକ: ଉତ୍କଳୀୟ ନୌବାଣିଜ୍ୟ ଐତିହ୍ୟ ସ୍ମୃତିରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ କଟକରେ ଐତିହାସିକ ବାଲିଯାତ୍ରା ହେଉଥିବା ବେଳେ ପ୍ରଥମଥର ପାଇଁ ଇଣ୍ଡୋନେସିଆର ବାଲିରେ ଫେରନ୍ତା ବାଲିଯାତ୍ରା ଆୟୋଜନ ହେବାକୁ ଯାଉଛି। କଳିଙ୍ଗ ଇଣ୍ଟରନାସନାଲ୍‌ ୟୁଥ୍‌ ଫାଉଣ୍ଡେସନ୍‌ ସଂଯୋଜନାରେ…
ଅଧିକ ଖବର ଦେଖନ୍ତୁ...

କନେଷ୍ଟବଳ ନିଯୁକ୍ତି ବୟସସୀମା କୋହଳ ହେବ: ହାଇକୋର୍ଟ

କଟକ: କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସସୀମା ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ଡିସେମ୍ବର ୩୦ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୪ ହଜାର ୭୯୦ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

୬ ବର୍ଷ ବି ତିଷ୍ଠିଲାନି ନେତାଜୀ ଜନ୍ମସ୍ଥାନ ବାଖ୍ୟାନ କେନ୍ଦ୍ର: ଖର୍ଚ୍ଚ ହୋଇଥିଲା ଦେଢ କୋଟି; ନବୀକରଣ ପାଇଁ ୨…

କଟକ: ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ୬ ବର୍ଷ ବି ତିଷ୍ଠିଲା ନାହିଁ। ତାହାର ନବୀକରଣ ପାଇଁ ବ୍ୟୟବରାଦ ହୋଇଛି ଆଉ ୨ କୋଟି ଟଙ୍କା। କଟକର ଓଡ଼ିଆ ବଜାରରେ ଥିବା ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ନିର୍ମିତ ବାଖ୍ୟାନ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଅଭାବନୀୟ ପରିସ୍ଥିତି; ମିଳିଲାନି ଅକ୍ସିଜେନ, ବୃଦ୍ଧଙ୍କ ମୃତ୍ୟୁ

କଟକ: ଘଣ୍ଟାଏ କାଳ ୱାର୍ଡରେ ପଡ଼ି ରହିଥିବା ଜଣେ ରୋଗୀଙ୍କୁ ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ୍‌ ଦିଆଗଲାନି। ଫଳରେ ସଂପୃକ୍ତ ରୋଗୀଙ୍କ ଜୀବନ ଚାଲିଗଲା। କଟକ ବଡ଼ଡାକ୍ତରଖାନା ପୁରୁଣା ମେଡିସିନ୍‌ ୱାର୍ଡରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ମାମଲା: ୮ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍‌ଏଚ୍‌ଆରସିଙ୍କ…

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ କମିସନରଙ୍କୁ ଜାତୀୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ୮ ସପ୍ତାହ ଭିତରେ ପଦକ୍ଷେପ ନିଆଯାଇ ଉପଯୁକ୍ତ ତଦନ୍ତ କରାଯିବ। ଏହି ଘଟଣାରେ ଗ୍ରହଣ କରାଯିବାକୁ…
ଅଧିକ ଖବର ଦେଖନ୍ତୁ...

୬ ବର୍ଷ ବି ତିଷ୍ଠିଲାନି ନେତାଜୀ ଜନ୍ମସ୍ଥାନ ବ୍ୟାଖ୍ୟାନ କେନ୍ଦ୍ର, ନବୀକରଣ ପାଇଁ ୨ କୋଟି ବ୍ୟୟ ବରାଦ

କଟକ: ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ୬ ବର୍ଷ ବି ତିଷ୍ଠିଲା ନାହିଁ। ତାହାର ନବୀକରଣ ପାଇଁ ବ୍ୟୟବରାଦ ହୋଇଛି ଆଉ ୨ କୋଟି ଟଙ୍କା। କଟକର ଓଡ଼ିଆ ବଜାରରେ ଥିବା ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ନିର୍ମିତ ବ୍ୟାଖ୍ୟାନ…
ଅଧିକ ଖବର ଦେଖନ୍ତୁ...

କନଷ୍ଟେବଳ ନିଯୁକ୍ତି ମାମଲା: ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବାକୁ ହାଇ‌କୋର୍ଟଙ୍କ ନିର୍ଦ୍ଦେଶ

କଟକ: କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨, ଡିସେମ୍ବର ୩୦ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୪ ହଜାର ୭୯୦ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

କଟକରେ ‌ବଡ଼ଧରଣର ସେକ୍ସ ରାକେଟ୍‌ ଠାବ, ୱେବ୍‌ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଦେହ ବ୍ୟବସାୟ

କଟକ: କଟକ ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ କମିସନରରେଟ ପୁଲିସ ଠାବ କରିଛି। ଆଜି ଅପରାହ୍ନରେ ପୁଲିସ ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ସେହି ଘରୁ ୫ ଜଣ ଦେହଜୀବୀଙ୍କ ସହ ୨ ଗ୍ରାହକଙ୍କୁ ଠାବ କରାଯାଇଛି…
ଅଧିକ ଖବର ଦେଖନ୍ତୁ...