ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଆଜି ସରିବ ଗୋପାଳର ରିମାଣ୍ଡ

କଟକ/ ଭୁବନେଶ୍ବର : ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳଙ୍କର ଚାରି ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। କ୍ରାଇମବ୍ରାଞ୍ଚ ପୁଣି ତାକୁ ରିମାଣ୍ଡରେ ଆଣିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏ ଦେଇ ନାହିଁ। ସୂଚନା ଅନୁଯାୟୀ, ଗଲା ୧ ତାରିଖଠାରୁ ଏଏସଆଇ ଗୋପାଳ କୃଷ୍ଣ…
ଅଧିକ ଖବର ଦେଖନ୍ତୁ...

୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ

କଟକ : ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ ଉଦ୍‌ଘାଟିତ ହୋଇଛି। ଏ କ୍ଷେତ୍ରରେ ଓଡ଼ିଶା ହାଇକୋର୍ଟ ହେଉଛି ପ୍ରଥମ। ଦେଶର ଅଧିକାଂଶ ହାଇକୋର୍ଟ ଗୋଟିଏ ସ୍ଥାନରେ ବସୁଥିବା ବେଳେ କେତେକ ହାଇକୋର୍ଟର ଦ୍ବିତୀୟ ବେଞ୍ଚ୍‌ ରହିଛି। କିନ୍ତୁ, ସବୁ ଜିଲ୍ଲାରୁ ପହଞ୍ଚିବାଯୋଗ୍ୟ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ବିଜୟ ଶଙ୍କରଙ୍କ ବିରୋଧରେ ଅଭିଯୋଗ ନେଇ ମୁହଁ ଖୋଲିଲେ ସୋମାଲିକା, କହିଲେ- ମୋତେ ନ୍ୟାୟ ଦରକାର

କଟକ: ଜଗତସିଂହପୁର ଜିଲ୍ଳା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲାରେ ବିଧାୟକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ସୋମାଲିକା ଯେଉଁ ଥାନାରେ ଏତଲା ଦେବେ ତାଙ୍କ ଏତଲାକୁ…
ଅଧିକ ଖବର ଦେଖନ୍ତୁ...

ଆବାସ ତାଲିକାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବିଜେପିର ବ୍ଲକ୍‌ ଘେରାଉ

ଆଠଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଦାବି କରି ଗୁରୁବାର ବିଜେପି ପକ୍ଷରୁ ବ୍ଲକ୍‌ ଘେରାଉ କରାଯାଇଛି। ଗାନ୍ଧୀମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବରିଷ୍ଠ ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଏକ ବିରାଟ ରାଲି ବିଭିନ୍ନ ନାରାବାଜି ଦେଇ ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ବ୍ୟବସ୍ଥିତ ହୋଇପାରୁନି କଟକ ପରିମଳ, ଆରମ୍ଭରୁ ଆଣ୍ଠେଇଛି; ଦୁଇ ଓଳା କାମକୁ ନେଇ ବଢୁଛି ବିବାଦ

କଟକ: ୨୦୨୨, ସେପ୍ଟେମ୍ବରରୁ କଟକ ପୌର ନିଗମ ଅଞ୍ଚଳରେ ନୂଆ ପ୍ରକ୍ରିୟାରେ ପରିମଳ ବ୍ୟବସ୍ଥାର ପରିଚାଳନା ହୋଇ ଆସୁଛି। ମାତ୍ର ଇତିମଧ୍ୟରେ ୫ମାସ ବିତି ଯାଇଥିଲେ ବି ସଫେଇ ସିଫ୍‌ଟକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇ ପାରୁନାହିଁ। ସହରର ସଫେଇ ଦାୟିତ୍ବ ୩ଟି ଘରୋଇ ସଂସ୍ଥା ଉପରେ…
ଅଧିକ ଖବର ଦେଖନ୍ତୁ...

ଆଜି ଠାରୁ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ

କଟକ : ଏକ ଐତିହାସିକ ଘଟଣାକ୍ରମରେ ରାଜ୍ୟର ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର ଦିନ ଉଦ୍‌ଘାଟିତ ହେବ। ଫେବ୍ରୁଆରି ୩ରେ ଆୟୋଜିତ ହେବାକୁ ଥିବା ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଯୋଗ ଦେଇ ୧୦ଟି ଜଜ୍‌ସିପରେ ଭର୍ଚୁଆଲ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ ବଢ଼ିଲା

କଟକ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସୋମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଦାୟର କରିଥିବା ଆବେଦନର ହାଇକୋର୍ଟ ଶୁଣାଣି…
ଅଧିକ ଖବର ଦେଖନ୍ତୁ...

ବର୍ଦ୍ଦିରେ ଅପରାଧୀ! ୮ ବର୍ଷରେ ୪୦୬ ମାମଲା, ଜଣେ ବି ହୋଇ ନାହାନ୍ତି ‌ଦୋଷୀ

କଟକ : ରାଜ୍ୟରେ ବଢୁଛି ଖାକି ବର୍ଦ୍ଦି ପିନ୍ଧା ଅପରାଧୀଙ୍କ ସଂଖ୍ୟା। ଖାକି ପୋଷାକ ପିନ୍ଧି ଡ୍ୟୁଟିରେ ଥିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ସର୍ଭିସ୍ ପିସ୍ତଲରୁ ଗୁଳି କରି ହତ୍ୟା କରିଥିବା ପୁଲିସ ଏଏସଆଇ ଗୋପାଳ ଦାସର ନାଁ ଏହି ତାଲିକାରେ ଯୋଡ଼ି ହେଇଛି। ରାଜ୍ୟରେ ଗଲା ୮ ବର୍ଷ ଭିତରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଆଇଟିଆର୍ ତଥ୍ୟ ଚୋରି ମାମଲା: ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ର, ରାଜ୍ୟକୁ ନିର୍ଦ୍ଦେଶ

କଟକ : ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ଘଟଣାର ତଦନ୍ତର ସାନି ସ୍ଥିତି ନେଇ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି…
ଅଧିକ ଖବର ଦେଖନ୍ତୁ...

ଘର ଆବଣ୍ଟନରେ ଗରିବଙ୍କୁ ବଞ୍ଚିତ କରିବାକୁ ଷଡ଼୍‌ଯନ୍ତ୍ର ହେଉଛି: ଧର୍ମେନ୍ଦ୍ର

ମାହାଙ୍ଗା : ଚଳିତ ବର୍ଷ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ୟୟ ବରାଦ ୭୯ ହଜାର କୋଟି ଟଙ୍କାରୁ ଅଧିକ କରାଯାଇଛି। ଓଡ଼ିଶା ପାଇଁ ସାଢ଼େ ୯ ଲକ୍ଷ ଅତିରିକ୍ତ ଘର ଯୋଗାଇ ଦିଆଯାଇଛି। ରାଜ୍ୟରେ ଘର ଆବଣ୍ଟନରେ ଗରିବ ଶ୍ରେଣୀ ଲୋକଙ୍କୁ ବଂଚିତ କରିବାର ଷଡ଼୍‌ଯନ୍ତ୍ର ହେଉଛି। ଆଜି କଟକ…
ଅଧିକ ଖବର ଦେଖନ୍ତୁ...