ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ଦାଦନ ଦୁଃଖ: ପାରିଶ୍ରମିକ ମାଗିବାରୁ ଦଲାଲଙ୍କ ଜଘନ୍ୟ କାଣ୍ଡ; ଶ୍ରମିକଙ୍କ ପାଦ, ପାପୁଲି କାଟିଦେଲେ

ମୋହନା/ଅଡ଼ବା : ଉତ୍ତରପ୍ରଦେଶରେ କାମ କରୁଥିବା ଗଜପତି ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ପାଦ କାଟି ଦେଇଛନ୍ତି ଦଲାଲ। ମଦ ପିଆଇ ଅଚେତ କରିବାପରେ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି। ଏହାପରେ ଗାଁରେ ଆଣି ଛାଡ଼ି ଦେଇଛନ୍ତି। ନିଜର ପାରିଶ୍ରମିକ ମାଗିବାରୁ ସମ୍ପୃକ୍ତ ଦାଦନ…
ଅଧିକ ଖବର ଦେଖନ୍ତୁ...

ଦାଦନ ଦୁଃଖ: ଦଲାଲ କାଟିଦେଲା ପାଦ ଓ ପାପୁଲି

ମୋହନା: ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି | ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଂଚଳର…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ଫିମ୍ପିମରା ସୋୟାବଡ଼ି, ୭ ଛାତ୍ରଛାତ୍ରୀ ଅସୁସ୍ଥ

ଘୁ.ଉଦୟଗିରି : କ.ନୂଆଗାଁ ବ୍ଲକ୍‌ ସାରଙ୍ଗଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୭ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଏହି ଘଟଣାକୁ ବିଭାଗୀୟ ଅଧିକାରୀ, ପ୍ରଧାନ ଶିକ୍ଷୟିତ୍ରୀ ଚାପି ଦେଇଛନ୍ତି। ଗତ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନ ନିମନ୍ତେ ବିଦ୍ୟାଳୟରେ ଭାତ ସହ ସୋୟାବିନ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ ପାଇଁ ଯାଇଥିବା ବେଳେ ପନିକି ଧରି ହାଣିବାକୁ ଗୋଡ଼ାଇଲେ ମହିଳା

ମୋହନା : ଗଜପତି ଜିଲ୍ଲା ମୋହନା ଅବକାରୀ ଓ ପୁଲିସ ବାହିନୀ ମଦ ଚଢ଼ଉରେ ଯାଇ ନିରାଶ ହୋଇ ଫେରିଛନ୍ତି। ଜଣେ ଆଦିବାସୀଙ୍କ ଘରେ ମଦ ଗଚ୍ଛିତ ଥିବା ସନ୍ଦେହ କରି ମୋହନା ଅବକାରୀ ବିଭାଗ ଓ ପୁଲିସର ମିଳିତ ଧରପଗଡ଼ ଯୋଜନା ଭଣ୍ଡୁର ହୋଇଯାଇଛି। ଯେଉଁ ଘରେ ପ୍ରଥମେ ଚଢ଼ଉ କଲେ, ସେହି ଘର ମାଲିକାଣୀ…
ଅଧିକ ଖବର ଦେଖନ୍ତୁ...

ରୂପାନ୍ବିତା ରାଷ୍ଟ୍ରୀୟ କ୍ରୀଡା ପ୍ରତିଯୋଗିତାରେ ଟେକନିକାଲ ଅଧିକାରୀ ମନୋନୀତ

ପାରଳାଖେମୁଣ୍ଡି: ୩୬ ତମ ରାଷ୍ଟ୍ରୀୟ କ୍ରୀଡା ପ୍ରତିଯୋଗିତା ଗୁଜୁରାଟର ଗାନ୍ଧୀ ନଗରରେ ସୋମବାର ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ମାସ ୬ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ପାରଳା ବାସିନ୍ଦା ତଥା ରାଜ୍ୟ କ୍ରୀଡା ନିର୍ଦ୍ଦେଶାଳୟର ଜଣାଶୁଣା ପ୍ରଶିକ୍ଷକ ରୂପାନ୍ବିତା ପଣ୍ଡାଙ୍କୁ…
ଅଧିକ ଖବର ଦେଖନ୍ତୁ...

କାଇପଦର ଶ୍ରୀଜଗନ୍ନାଥ କଲେଜରେ ଜାତୀୟ ସେବା ଦିବସ ପାଳିତ: କଥା ରଖିଲେ ଛାତ୍ରଛାତ୍ରୀ,ସଫେଇ କଲେ କଲେଜ ପରିସର

ଖୋର୍ଦ୍ଧା : କାଇପଦର ଶ୍ରୀ ଜଗନ୍ନାଥ କଲେଜ ପକ୍ଷରୁ ଅନ୍ତଃମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିରର ଉଦ୍‌ଯାପନୀ ଉତ୍ସବରେ କଲେଜ ପରିଚାଳନା ପରିଷଦର ପୂର୍ବତନ ସଭାପତି, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କଲେଜର…
ଅଧିକ ଖବର ଦେଖନ୍ତୁ...

ପାରଳା ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ: ଅନୁଧ୍ୟାନ କରିବ ଭାରତୀୟ ଇତିହାସ ଗବେଷଣା…

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ହୋଇଥିବା ବ୍ରିଟିସ୍‌ଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗରେ ଅନୁଧ୍ୟାନ ଓ ଗବେଷଣା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତୀୟ ଇତିହାସ ଗବେଷଣା ପରିଷଦକୁ ବିଧିବଦ୍ଧ ଚିଠି…
ଅଧିକ ଖବର ଦେଖନ୍ତୁ...

ଚାକିରି ନାଁରେ ୧୨ ଲକ୍ଷ ଠକିଲେ, ବିଶାଖାପାଟଣାରୁ ୪ ନକଲି ନୌସେନା ଅଧିକାରୀ ଗିରଫ

ପାରଳାଖେମୁଣ୍ଡି: ନୌସେନାରେ ଚାକିରି ପାଇବା ନାଁରେ ଗଜପତି ଜିଲ୍ଲାର କିଛି ଯୁବକ ଠକେଇର ଶିକାର ହୋଇଛନ୍ତି। ୪ ଜଣ ଠକ ନିଜକୁ ନୌସେନା ଅଧିକାରୀ ବୋଲି ପରିଚୟ ଦେଇ ଏହି ଯୁବକଙ୍କ ଠାରୁ ପ୍ରାୟ ୧୨ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଗଜପତି ପୁଲିସର ସ୍ବତନ୍ତ୍ର ଟିମ୍‌…
ଅଧିକ ଖବର ଦେଖନ୍ତୁ...

ଲୋକେ ତାତିଲେ: ଅଡ଼ବା ଥାନାରେ ପଶି ପିଟିଲେ ୬ ପଞ୍ଚାୟତର ଆଦିବାସୀ

ମୋହନା: ପୁଲିସର ରାତିଅଧିଆ ଗଞ୍ଜେଇ ଧରପଗଡ଼, ମିଥ୍ୟା ମାମଲା ରୁଜୁ ଓ ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଏବଂ ଅଡ଼ବା ଥାନା ଅଧୀନ ୬ଟି ପଞ୍ଚାୟତର ଆଦିବାସୀ ଚରମ ପଦକ୍ଷେପ ନେଇଛନ୍ତି। ପୁଲିସର ଏଭଳି କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିବା ସହ ଉତ୍ତ୍ୟକ୍ତ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଦଂଶନରେ ୬ ଆହତ

ମୋହନା : ମହୁମାଛି ଦଂଶନରେ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ପାଲଡ଼ା ଗ୍ରାମର ରବିଶଙ୍କର ମଳିକଙ୍କ ୫ ବର୍ଷର ପୁଅ ଶିବରାମ ପ୍ରାଣ ହରାଇଥିବା ବେଳେ ରବିଶଙ୍କର (୨୭)ଙ୍କ ସମେତ ତାଙ୍କ ପରିବାରର ରଜି˚ତା ମଳିକ(୨୪), ସାନବର ମଳିକ(୪୫), ବଳରାମ ମଳିକ(୮), ପ୍ରଦୀପ ମଳିକ(୬) ଓ ନକୁଳ ମଳିକ(୫) ଗୁରୁତର…
ଅଧିକ ଖବର ଦେଖନ୍ତୁ...