ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

‘ନିଷ୍ଟ୍ ଅନୁଷ୍ଠାନ, ଆମ ଓଡ଼ିଶା ଶିବିରରୁ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ

ଗୋଳନ୍ଥରା : ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତ ଅଭାବ ସଂପର୍କିତ ଖବର ପ୍ରକାଶ ପରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ନିଷ୍ଟ୍ ସହଯୋଗର ହାତ ବଢ଼ାଇବାକୁ ଅଣ୍ଟା ଭିଡ଼ିଥିଲା। ଏହିକ୍ରମରେ ଆଜି ଅନୁଷ୍ଠାନର କ୍ୟାମ୍ପସ୍ ପରିସରରେ ‘ସମ୍ବାଦ-ଆମ ଓଡ଼ିଶା ଓ ‘ନିଷ୍ଟ୍‌ ଇଞ୍ଜିନିୟରିଂ କଲେଜର…
ଅଧିକ ଖବର ଦେଖନ୍ତୁ...

ମୁଁ ଏବେ ବି ବିଜେଡିରେ ଅଛି, ବହିଷ୍କାର ହୋଇନାହିଁ : ପ୍ରଦୀପ ପାଣିଗ୍ରାହୀ

‌ବ୍ରହ୍ମପୁର: ଦୀର୍ଘଦିନ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ।…
ଅଧିକ ଖବର ଦେଖନ୍ତୁ...

ହରିଡ଼ାପାଟୁ: ଏବେ ବି ତାଜା ‘ତିତ୍‌ଲି’ କ୍ଷତ

ପାତ୍ରପୁର,(ନୀଳା‌ଞ୍ଚଳ ପଟ୍ଟନାୟକ): ଦେଖୁ ଦେଖୁ ‘ତିତ୍‌ଲି’ ବାତ୍ୟାକୁ ପାଞ୍ଚବର୍ଷ ବିତିବାକୁ ଯାଉଛି। ହେଲେ, ଆଜି ବି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ତିନି ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ବୁରାତାଲ୍, ଆଙ୍କୁଲି ଓ ତୁମ୍ବା ପଞ୍ଚାୟତବାସୀଙ୍କ ମନରେ ଏହି ବାତ୍ୟାର ଭୟାବହତାର ସ୍ମୃତି…
ଅଧିକ ଖବର ଦେଖନ୍ତୁ...

ସୂଚନା ଅଧିକାର କର୍ମୀ ବୁବୁ ପଣ୍ଡା ହତ୍ୟା ମାମଲା: ସମସ୍ତ ୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରଣ୍ଢା ଗ୍ରାମରେ ୨୦୧୪ ମସିହା ଡିସେମ୍ବର ୨୯ ତାରିଖରେ ଯୁବ ବ୍ୟବସାୟୀ ତଥା ସୂଚନା ଅଧିକାର କର୍ମୀ ‌ଗଣେଶ ପଣ୍ଡା ଓରଫ୍ ବୁବୁଙ୍କୁ ନୃଶଂସ ଭାବେ ହତ୍ୟା କରା ଯାଇଥିଲା। ଆଜି ବ୍ରହ୍ମପୁର ଏ‌ଡିଜେ-୧ କୋର୍ଟରେ ସାଢ଼େ ୭ ବର୍ଷ ପରେ ଏହି ମାମଲାର…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ମାଛ ବୋଝେଇ ଟ୍ରକରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର, ଲୋକେ ବୋହିନେଲେ ରୋହି-ଭାକୁର

ବ୍ରହ୍ମପୁର: ମାଛ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଛି। ଖୁସିର କଥା ହେଲା ଯେ, ଟ୍ରକର ଡ୍ରାଇଭର ଓ ହେଲପର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ଅଘଟଣର ସୁଯୋଗ ନେଇ ସ୍ଥାନୀୟ ଲୋକେ କିଛି ରୋହି-ଭାକୁର ବୋହି ନେଇଛନ୍ତି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିଡ଼ାମୂଳ ଘାଟିରେ…
ଅଧିକ ଖବର ଦେଖନ୍ତୁ...

ତାମ୍ପରା ହେଲା ଯୋଗମୟ: ଛାତ୍ରଛାତ୍ରୀ, ଯବାନଙ୍କ ସମେତ ଜିଲ୍ଲାବାସୀ ସାମିଲ

ଛତ୍ରପୁର : ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଜାରି ରହିଛି। ଏହିକ୍ରମରେ ଚଳିତବର୍ଷ ଅଷ୍ଟମ ବିଶ୍ବ ଯୋଗ ଦିବସକୁ ଦେଶର ୭୫ଟି ଐତିହ୍ୟସ୍ଥଳୀରେ ଏକକାଳୀନ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ଆୟୁଷ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନ ୬୮ ହାତୀଙ୍କ ସୁରକ୍ଷା ଚିନ୍ତା ବଢ଼ାଇଛି

ଭଞ୍ଜନଗର : ରାଜ୍ୟର ବୃହତ୍ ବନଖଣ୍ଡ ତଥା ଗଞ୍ଜାମ ଜିଲ୍ଲାରେ ଥିବା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଥିବା ହାତୀଙ୍କ ସୁରକ୍ଷାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅସ୍ବାଭାବିକ ପାଣିପାଗ ଓ ଜଳବାୟୁର ପରିବର୍ତ୍ତନକୁ ଏଥିପାଇଁ ପରିବେଶବିତ୍ ଦାୟୀ କରୁଛନ୍ତି। ବର୍ଷାଦିନେ…
ଅଧିକ ଖବର ଦେଖନ୍ତୁ...

ମାଫିଆଙ୍କ କବ୍‌ଜାରେ ଚିଟ୍‌ଫଣ୍ଡ୍‌ ସଂସ୍ଥା ଜମି

ଗୋଳନ୍ଥରା : ରାଜ୍ୟରେ ଚିଟ୍‌ଫଣ୍ଡ୍ କେଳେଙ୍କାରୀର ଦାଗ ଏଯାଏ ଲିଭି ନଥିବା ବେଳେ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଜମାକାରୀ ସେମାନଙ୍କ କଷ୍ଟାର୍ଜିତ ଧନ ଫେରସ୍ତ ପାଇବା ଲାଗି ସଂଘର୍ଷ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଅଫିସ୍‌ ଦୌଡ଼ୁଛନ୍ତି। ମାଳମାଳ ଆବେଦନପତ୍ର ନାଲିଫିତା ତଳେ ପଡ଼ିରହିଛି। ହେଲେ,…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ସରକାରୀ ବାବୁ: ମିଳିଲାଣି ୧.୭୧ କୋଟିର ସମ୍ପତ୍ତି

ବ୍ରହ୍ମପୁର/ଛତ୍ରପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଓ ଯୋଗାଣ ବିଭାଗ ଭୁବନେଶ୍ୱର ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ଯୋଗାଣ ଅଧିକାରୀ(ସିଏସ୍‌ଓ) ତଥା ଗଜପତି ଜିଲ୍ଲାର ପୂର୍ବତନ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗର ୫ଟି…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ: ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ, ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଛତ୍ରପୁରରେ…
ଅଧିକ ଖବର ଦେଖନ୍ତୁ...