ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗାଁ ଛାଡ଼ିଲେ ପରାଜିତ ସରପଞ୍ଚ ପ୍ରାର୍ଥିନୀଙ୍କ ବାସନ୍ଦ ପରିବାର

ଦିଗପହଣ୍ଡି : ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦରେ ଲଢ଼ିବା ସହ ଅନ୍ୟ ଜାତିର ପୁଅକୁ ବାହା ହେବାରୁ ଗାଁରୁ ମହିଳା ପ୍ରାର୍ଥିନୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଗଲା। ହେଲେ ଦୁଃଖର କଥା ହେଲା, ‌ପୁଲିସ ବିଭାଗ ଓ ପ୍ରଶାସନ ନ୍ୟାୟ ଦେଇପାରିଲାନି। ପଦାଧିକାରୀମାନଙ୍କ ଉପସ୍ଥିତିରେ ବି ସମାଧାନର…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଶିକ୍ଷକଙ୍କୁ ସାମାଜିକ ବାସନ୍ଦ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଗୁରୁତର ବ୍ୟାଧିର ରୂପ ନେଇଛି। ପ୍ରତିଦିନ ‌ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେ‌ଳେ ଜରିମାନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି। ଫଳରେ ଜିଲ୍ଲା ପୁଲିସ ପାଇଁ ଏହା ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ପାଣି ଟୋପାଏ ପାଇଁ ସଂଘର୍ଷ କରୁଛନ୍ତି ୧୦୩ ପରିବାର, ଶୋଷ ମେଣ୍ଟାଉଛି ନଦୀର ଗୋଳିଆ ପାଣି

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ତାରସିଂ ପଞ୍ଚାୟତ ଅଧୀନ ଦୁର୍ଗମ କନ୍ଧସାରଳା ଗ୍ରାମ। କନ୍ଧମାଳ ସୀମାବର୍ତ୍ତୀ ଉପାନ୍ତ ଇଲାକା ଭାବେ ପରିଚିତ ଏହି ଗ୍ରାମର ୧୦୩ ପରିବାର ବର୍ଷତମାମ ଟୋପାଏ ପିଇବା ପାଣି ପାଇଁ ସଂଘର୍ଷ କରି ଆସୁଛନ୍ତି। ଏ ଯାଏ କିନ୍ତୁ ଗାଁରେ…
ଅଧିକ ଖବର ଦେଖନ୍ତୁ...

କଥାକଥାକେ ଫୁଟୁଛି ଗୁଳି: ଘରେ ପଶି ୪ ରାଉଣ୍ଡ୍‌ ଗୁଳି, ଜଣେ ଗୁରୁତର

ଖଲ୍ଲିକୋଟ : ଜମି ବିବାଦକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମ ବଡ଼ଦାଣ୍ଡ ସାହିରେ ଗୁଳି ଫୁଟିଛି। ଦାଦାପୁଅ ଭାଇର ଗୁଳିମାଡ଼ରେ ବଡ଼ବାପା ପୁଅ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଉଛନ୍ତି ବୀରେନ ଦଳାଇ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁମୁଖରେ ପଡ଼ୁଛନ୍ତି ରାଜସ୍ଥାନୀ ଗାଈ

ଗଞ୍ଜାମ : ରାଜ୍ୟ ସରକାରଙ୍କ ମିସନ୍ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ବାବଲମ୍ବୀ କରାଇବାକୁ ଗୋପାଳନ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ହେଲେ, ରାଜସ୍ଥାନରୁ ଅଣାଯାଇ ଗଞ୍ଜାମ ଜିଲ୍ଲାର ଏସ୍‌ଏଚ୍‌ଜି କ୍ଲଷ୍ଣ୍‌ଗୁଡ଼ିକୁ ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣରେ ୩ ଘର ଛାତ ଉଡ଼ିଲା; ୭ ଆହତଙ୍କ ଭିତରୁ ୫ ସଂକଟାପନ୍ନ, ବର୍ତ୍ତିଲା ୨୮ ଦିନର ଶିଶୁ

ବେଗୁନିଆପଡ଼ା / ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ କୋଦଳା ଥାନା ଅନ୍ତର୍ଗତ ବେରୁହାଁବାଡ଼ି ଗ୍ରାମ ସିଂହଳସାହିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଗୋଟିଏ ପରିବାରର ୫ଜଣ ସମେତ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ୧.୭୦ ଲକ୍ଷ ହେକ୍ଟର୍‌ରେ ଖରିଫ୍‌ ଚାଷ ଲକ୍ଷ୍ୟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ୨୦୨୨-୨୩ ଖରିଫ୍ ଚାଷ ପାଇଁ ଟାର୍ଗେଟ ଧାର୍ଯ୍ୟ କରି ସାରିଛି କୃଷି ବିଭାଗ। ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରେ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ବ୍ୟାଧିର ରୂପ ନେଲାଣି ସାମାଜିକ ବାସନ୍ଦ 

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଗୁରୁତର ବ୍ୟାଧିର ରୂପ ନେଇଛି। ପ୍ରତିଦିନ ‌ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେ‌ଳେ ଜରିମାନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି। ଫଳରେ ଜିଲ୍ଲା ପୁଲିସ ପାଇଁ ଏହା ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ 

ଭଞ୍ଜନଗର/ବ୍ରହ୍ମପୁର : ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ରା‌ଜନେତା ବିକ୍ରମ କେଶରୀ ଆରୁଖ। ଗଞ୍ଜାମ ଜିଲ୍ଲାର ଷଷ୍ଠ ବିଧାୟକ ଭାବେ ସେ ଏହି ମର୍ଯ୍ୟାଦାଜନକ…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜି ମେଡିକାଲ କଲେଜରେ ରହିଛି ମାତ୍ର ୧୩ ୟୁନିଟ୍‌ ରକ୍ତ, ରୋଗୀଙ୍କୁ ଦିଆଯାଉଛି ଏକ୍ସଚେଞ୍ଜ ସେବା

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପରିସରରେ ଥିବା ରକ୍ତଭଣ୍ଡାର ଖାଲି ପଡିଛି। ହଜାର ହଜାର ସଂଖ୍ୟାରେ ରକ୍ତ ୟୁନିଟ୍‌ ରହୁଥିବା ସ୍ଥାନରେ ଏବେ ମାତ୍ର ୧୩ ୟୁନିଟ୍‌ ରହିଛି। ଫଳରେ ରୋଗୀ ରକ୍ତ ପାଇବାରେ ନାନା ଅସୁବିଧାର…
ଅଧିକ ଖବର ଦେଖନ୍ତୁ...