ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଞ୍ଜାମ, ଗଜପତିରେ ସଡ଼କ ଦୁର୍ଘଟଣା ନେଲା ୪ ନେଲା ଜୀବନ, ଜଣେ ଗୁରୁତର 

ମୋହନା/ଗୋଳନ୍ଥରା/ପାତ୍ରପୁର : ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ସଡ଼କ ଦୁର୍ଘଟଣା‌ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ନିକଟରେ ଆଜି ବାଇକ୍‌-କାର୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ,…
ଅଧିକ ଖବର ଦେଖନ୍ତୁ...

୧୦ ପଞ୍ଚାୟତର ଚାଷୀଙ୍କ ୫୦ ବର୍ଷ ପୁରୁଣା ସ୍ବପ୍ନ ପୂରା ହେବ କେବେ?

ପୋଲସରା: ଡେଡଲାଇନ ଅବଧିକୁ ୩ ବର୍ଷ ପୂରିସାରିଲାଣି। ତଥାପି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତ ଅଧୀନ ବାଘୁଆ ନଦୀ ଉପରେ ପ୍ରାଣଦେଇପୁର ବ୍ୟାରେଜ ନିର୍ମାଣ କାମ ସରିପାରୁନି। ଏହା କେବଳ ଅନୁଧ୍ୟାନ ଓ ସମୀକ୍ଷାରେ ସୀମିତ ରହିଥିବା ବେଳେ ୧୦ଟି ପଞ୍ଚାୟତର ଚାଷୀଙ୍କ ସ୍ବପ୍ନ କେବେ…
ଅଧିକ ଖବର ଦେଖନ୍ତୁ...

ଅବକ୍ଷୟ ମୁହାଁ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ

ଭଞ୍ଜନଗର : ଗତ ୧୯୯୯ ମହାବାତ୍ୟା ପରଠାରୁ ଦୁଇ ଦଶନ୍ଧି ଭିତରେ ବିଭିନ୍ନ କାରଣରୁ ଓଡ଼ିଶାର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟଜନିତ କାରଣ ହେଉ କିମ୍ବା ମନୁଷ୍ୟକୃତ, ବ୍ୟାପକ ଜଙ୍ଗଲସମ୍ପଦ ନଷ୍ଟହୋଇ ଚାଲିଛି। ଘଞ୍ଚ…
ଅଧିକ ଖବର ଦେଖନ୍ତୁ...

ଏମ୍‌ଡିଏମ୍‌ ଚାଉଳ ପରିବହନରେ ସ୍ବଚ୍ଛତା ପ୍ରଶ୍ନବାଚୀ: ଦୁଇଥର ବିଜ୍ଞପ୍ତି, ତଥାପି କେହି ଟେଣ୍ଡର୍‌ ଭରିଲେନି, ପୁରୁଣା…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌) ଚାଉଳ ପରିବହନରେ ବ୍ୟାପକ କେଳେଙ୍କାରୀ ଅଭିଯୋଗ ହଇଚଇ ସୃଷ୍ଟି କରିଥିଲା। ଏଭଳକି ଅନେକ ବିଦ୍ୟାଳୟରେ ଗୋଦାମରେ ଚଢ଼ଉ, ଯାଞ୍ଚ୍‌ ପରେ କୋଟା ଅନୁସାରେ ଚାଉଳ ପରିବହନ ହୋଇଥିବା କାଗଜପତ୍ରରେ ଦର୍ଶା ଯାଇଥିବା ବେଳେ ସେତିକି…
ଅଧିକ ଖବର ଦେଖନ୍ତୁ...

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା: ଗଜପତିର ପୂର୍ବତନ ଯୋଗାଣ ନିରୀକ୍ଷକଙ୍କୁ ୩ବର୍ଷ ଜେଲ୍, ୨୦ହଜାର ଜରିମାନା

ବ୍ରହ୍ମପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ପୂର୍ବତନ ଯୋଗାଣ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍‌…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ରଥ ଯାତ୍ରାର ସ୍ବତନ୍ତ୍ରତା, ତିନି ବୁଲାଣି ପରେ ଆଡ଼ପ ମଣ୍ଡପରେ ଜଗନ୍ନାଥ

ଭଞ୍ଜନଗର: ବିଶ୍ବ ନିୟନ୍ତା ପ୍ରଭୂ ଜଗନ୍ନାଥ ବଡ଼ ଠାକୁର ଭାବେ ସର୍ବତ୍ର ପୂଜିତ। ତାଙ୍କର ଆଖି ବଡ, ମନ୍ଦିର ବଡ଼, ଏମିତିକି ଯେଉଁ ରାସ୍ତାରେ ତାଙ୍କ ରଥଯାତ୍ରା ହୁଏ ତାହା ବଡ଼ ଦାଣ୍ଡ ଭାବେ ପରିଚିତ। ଭକ୍ତ ଓ ଭଗବାନର ଅପୂର୍ବ ମଳିନ ପାଇଁ ବର୍ଷକୁ ଥରେ କାଳିଆ ଠାକୁର ମନ୍ଦିରରୁ ବାହାରି ବାହାରକୁ…
ଅଧିକ ଖବର ଦେଖନ୍ତୁ...

ଭଡ଼ାଘରେ ନକଲି ମଦ ଫ୍ୟାକ୍ଟ୍ରି: ସ୍ପିରିଟ୍‌, ଲେବଲ୍‌, ବୋତଲ ଜବତ

କୁକୁଡ଼ାଖଣ୍ଡି : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ସ୍ଥିତ ଏକ ଭଡ଼ାଘରେ ଚାଲିଥିଲା ନକଲି ମଦ ଫ୍ୟାକ୍ଟ୍ରି। ସେଠାରେ ବେଆଇନ ଭାବେ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରାଯାଉଥିଲା। ଏହାର ଖବର ମିଳିବା ପରେ ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍.ଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଷ୍ଟ୍ ୱାଣ୍ଟେଡ୍ ଶଙ୍କର ପୁଲିସ ଜାଲରେ, ଗଞ୍ଜାମ ସମେତ ନୟାଗଡ଼, ଖୋର୍ଦ୍ଧାରେ ଆତଙ୍କ ଖେଳାଇଥିଲା

ଜଗନ୍ନାଥପ୍ରସାଦ : ଗଞ୍ଜାମ  ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଇଲାକା ସମେତ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଅପରାଧର ନେଟ୍‌ୱର୍କ ଚଳାଇ ଆସୁଥିବା ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀ ଶଙ୍କର ନାଇକ ଶେଷ‌ରେ ପୁଲିସ ଜାଲରେ ପଡ଼ିଛି। ଜଗନ୍ନାଥପ୍ରସାଦ ଥାନା ବେଗୁନିଆ ଗ୍ରାମର ମୂଳବାସିନ୍ଦା ଶଙ୍କରକୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଶିବିର

ଛତ୍ରପୁର : ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା  ଲକ୍ଷ୍ୟରେ  ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ  ନିକଟସ୍ଥ କାଲିପଲ୍ଲୀ ପଞ୍ଚାୟତ ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧ ସୁରେନ୍ଦ୍ରଙ୍କ ଆଖି ଉପରେ ବଢୁଛି ମାଂସପିଣ୍ଡୁଳା; ପ୍ରଶାସନ ନିକଟରେ ଗୁହାରି ପରେ ମିଳିପାରୁନି ସ୍ବାସ୍ଥ୍ୟସେବା

ଘୁ.ଉଦୟଗିରି :  ଘୁ.ଉଦୟଗିରି ବ୍ଲକ୍‌ ତଲାରିମାହା ପଞ୍ଚାୟତ  ଡାଡିସାହି ଗ୍ରାମର ସୁରେନ୍ଦ୍ର କହଁରଙ୍କ ବାମପାର୍ଶ୍ଵ ଆଖିର ଉପରି ଭାଗରେ ଅସ୍ୱାଭାବିକ ଭାବେ ମାଂସ ପିଣ୍ଡୁଳା ବଢୁଥିବା ବେଳେ ଏବେ ଚିକିତ୍ସା ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅର୍ଥ ଅଭାବ କାରଣରୁ ସେ ଏହାର ଉପଯୁକ୍ତ…
ଅଧିକ ଖବର ଦେଖନ୍ତୁ...