ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଅପହରଣ, ହତ୍ୟା ମାମଲାରେ ବାପ ପୁଅ ଗିରଫ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକଙ୍କୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ବାପ, ପୁଅଙ୍କୁ ଗିରଫ କରିଛି। ସେମାନେ ବ୍ରହ୍ମପୁର ଅଶୋକନଗର ସପ୍ତମ ଲାଇନ୍‌ର ଯୋଗେନ୍ଦ୍ର ଦଳାଇ(୫୩) ଓ ପୁଅ ପ୍ରଭାକର ଦଳାଇ(୨୮) ଓରଫ୍‌…
ଅଧିକ ଖବର ଦେଖନ୍ତୁ...

ଆଶ୍ବସ୍ତି ଆଣିଲା ଜୁଲାଇ ବର୍ଷା; ଧାନରୁଆ ତ୍ବରାନ୍ବିତ, ଅଗଷ୍ଟ ୧୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ

ବ୍ରହ୍ମପୁର : ଜୁଲାଇର ବର୍ଷା ଗଞ୍ଜାମ ଜିଲ୍ଲା ଚାଷୀ ମୁହଁରେ ହସ ଫୁଟାଇଛି। ଜୁନ୍‌ରେ ନିଅଣ୍ଟିଆ ବର୍ଷା ଜୁଲାଇରେ ଭରଣା ହେବା ପରେ ଖରିଫ୍‌ ଚାଷ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।  ଗତ କିଛିଦିନ ଧରି ହୋଇଥିବା ମୌସୁମୀ ବର୍ଷା ଯୋଗୁଁ ଜିଲ୍ଲାର ଚାଷ ଜମିଗୁଡ଼ିକରେ ଦରକାର ପାଣି ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ବିବାଦ ପିଛା ଛାଡ଼ୁନି, ପ୍ରଫେସରଙ୍କ ଆପତ୍ତିଜନକ ବାର୍ତ୍ତାଳାପକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର/ଗୋପାଳପୁର, : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୁଣି ଜଣେ ପ୍ରଫେସରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଛି। ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜଣେ ଛାତ୍ରୀଙ୍କ ସହ ‘ହ୍ବାଇ୍‌ ସୁଡ଼୍‌ ୟୁ ଲାଇକ୍‌ ମି? ବିକଜ୍ ଅଫ୍‌ ଇଣ୍ଟେରେଷ୍ଟ୍‌...। ରିଲେସନ୍‌ ମେଣ୍ଟନ୍‌ କର, ରେଜଲ୍ଟ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ପୁଣି ଦନ୍ତାହତ୍ୟା, ଦାନ୍ତ କାଟିନେଲେ

ଜଗନ୍ନାଥପ୍ରସାଦ/ବେଲଗୁଣ୍ଠା/ପ୍ରତାପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀକୁ ହତ୍ୟା କରି ଦାନ୍ତ ଲୁଟି ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ ଭାଇରାଲ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆଉ ଏକ କେଳେଙ୍କାରୀ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ବିଶ୍ଵବିଦ୍ୟାଳୟର ଇଂରାଜି ବିଭାଗର ଜଣେ ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ ଭାଇରାଲ ହେବାରେ ଲାଗିଛି। ଛାତ୍ରୀଜଣଙ୍କ ଚତୁର୍ଥ ସେମିଷ୍ଟରର ବୋଲି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା: ‘ତୋ ଝିଅ ବାହା ହୋଇଥିଲେ ଘରେ ରହିଥାନ୍ତା କି ?’

ବ୍ରହ୍ମପୁର : ସ୍ବାମୀ ମୁକୁନ୍ଦାନନ୍ଦଙ୍କ ବିରୋଧରେ ଏକ ସଙ୍ଗିନ ଅଭିଯୋଗ ଆସିଛି। ଗତବର୍ଷଠାରୁ ବ୍ରହ୍ମପୁର ଅଞ୍ଚଳର ଜଣେ ଝିଅ ତାଙ୍କ ଆଶ୍ରମରେ ଅଟକି ରହିଛି। ସେ ଝିଅ ଫେରୁନାହାନ୍ତି କି ପରିବାର ଲୋକଙ୍କ ସହ‌ ଯୋଗାଯୋଗ ହୋଇପାରୁନି। ଏପରିସ୍ଥଳେ, ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ସ୍ବାମୀ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲା ସରକାରୀ କର୍ମଚାରୀଙ୍କ ଛୁଟି ୩୦ ଯାଏ ବାତିଲ

ଛତ୍ରପୁର : ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ୩୦ ତାରିଖ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପ୍‌-୨୦୨୨ ସମ୍ବର୍ଦ୍ଧନା ଉତ୍ସବ: ଗଞ୍ଜାମ, ଗଜପତି, କନ୍ଧମାଳର ୧୨୪ ବିଦ୍ୟାର୍ଥୀ…

ବ୍ରହ୍ମପୁର: ଛାତ୍ର ଜୀବନ ହେଉଛି ସବୁଠୁ ମୂଲ୍ୟବାନ ଓ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ସମସ୍ତେ ନିଜର ଲକ୍ଷ୍ୟ ସ୍ଥିର କରି ଆଗକୁ ଅଗ୍ରସର ହୋଇଥାନ୍ତି। ଏ କ୍ଷେତ୍ରରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। କାରଣ ଶିକ୍ଷକଶିକ୍ଷୟିତ୍ରୀ ପିଲାମାନଙ୍କୁ ଯେଭଳି ଢଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ବେଳାଭୂମି ଖାଉଛି ଅଶାନ୍ତ ସମୁଦ୍ର, ହଜିଯିବ ପୁରୁଣା ପୋଡ଼ମପେଟା

ସୁଦୀପ୍ତ ଷଡ଼ଙ୍ଗୀ ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରକୃତିର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଦିନକୁଦିନ ତାପମାତ୍ରା ବଢ଼ୁଥିବାବେଳେ ବାରମ୍ବାର ଲଘୁଚାପ ଓ ସାମୁଦ୍ରିକ ବାତ୍ୟା ଗଞ୍ଜାମ ଉପକୂଳ ଖାଇଚାଲିଛି। ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧନଜୀବନ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ପରୀକ୍ଷା ଦେବାପାଇଁ ୨ଜଣ ଛାତ୍ରଙ୍କୁ ଅନୁମତି ପ୍ରଦାନ ଘଟଣାକୁ କେନ୍ଦ୍ରକରି ଏହି ଛାତ୍ର ଅଶାନ୍ତି ଦେଖାଦେଇଛି। ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...