ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଜରାଜଙ୍କ ପାଇଁ କାଳ ବିଦ୍ୟୁତ୍ ତାର , ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡରେ ୨୫୮ କିମି ଆବରଣମୁକ୍ତ

ଭଞ୍ଜନଗର : ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସରରେ ହାତୀପଲଙ୍କ ଚଳପ୍ରଚଳ ୧୨ ମାସ ଧରି ଲାଗି ରହିଥାଏ। ତେବେ ଗତ ୨୦ ଦିନ ଭିତରେ ଦୁଇ ଦୁଇଟି ଦନ୍ତାକୁ ହତ୍ୟା ବନ ବିଭାଗକୁ ଦୋହଲାଇଦେଇଛି। କିନ୍ତୁ କେବଳ ଶିକାରୀ ନୁହେଁ, ବିଦ୍ୟୁତ୍ ତାରରେ ଲାଗି ହାତୀଙ୍କ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ କାରବାରରେ ବିଦେଶୀ ନାଗରିକ: ଗଂଜାମରୁ କୋଲକାତା ଚାଲାଣ ବେଳେ ଧରାପଡ଼ିଲେ ୨ ବାଂଲାଦେଶୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ଅର୍ନ୍ତଜାତୀୟ ଗଞ୍ଜେଇ ଚାଲାଣ ରା‌କେଟ୍। ଚମାଖଣ୍ଡି ୧୬ ନମ୍ବର ଜାତୀୟ ରାଜପଥରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଦୁଇ ବାଲାଂଦେଶୀଙ୍କୁ ଗିରଫ କରିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।  ଗିରଫ ଅଭିଯୁକ୍ତମାନେ ହେଲେ,…
ଅଧିକ ଖବର ଦେଖନ୍ତୁ...

ସାର୍ଟିଫିକେଟ୍ ଆନ୍ଧ୍ରର, ଓଡ଼ିଶାରେ ଶିକ୍ଷକ; ଗଞ୍ଜାମରେ ମାଳ ମାଳ ନକଲି ଶିକ୍ଷକ

ବ୍ରହ୍ମପୁର: ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଗଞ୍ଜାମ ଜିଲ୍ଲାରେ ବହୁ ଶିକ୍ଷକ ଚାକିରି ପାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ତଦନ୍ତ ଜାରି ରଖିଛି ଜିଲ୍ଲା ଶିକ୍ଷା ବିଭାଗ। ତଦନ୍ତ ଆରମ୍ଭ ହେବା ପରେ କିଛି ଶିକ୍ଷକ ଚାକିରି ଛାଡ଼ି ଦେଇଛନ୍ତି। ଏପରିକି ବାହାର ରାଜ୍ୟରୁ ବିଇଡି କରିଥିବା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ-ଏସ୍‌ପିଙ୍କ ଅଭିଯୋଗ ଶୁଣାଣି ଶିବିରରେ ବିଷ ପିଇଲେ ଦିବ୍ୟାଙ୍ଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ ସରଭଣା ବିବେକ୍‌ ଏମ୍‌ ସୋମବାର ମିଳିତ ଭାବେ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା ବେଳେ ଜଣେ ଦିବ୍ୟାଙ୍ଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଝିଅକୁ ବାନ୍ଧି କୀଟନାଶକ ପିଆଇଦେଲେ, ହତ୍ୟା ଉଦ୍ୟମ ଅଭିଯୋଗରେ ବାପା ଗିରଫ

ଗୋଳନ୍ଥରା : ଦିବ୍ୟାଙ୍ଗ ଝିଅକୁ ବାନ୍ଧି ଓ କୀଟନାଶକ ପିଆଇ ହତ୍ୟା ଉଦ୍ୟମ ମାମଲାରେ ଗୋଳନ୍ଥରା ପୁଲିସ ରବିବାର ଦିନ ଅଭିଯୁକ୍ତ ବାପାକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛନ୍ତି, ଇ.ବାଲାଜୀ ପାତ୍ର (୬୫)। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ବାଲାଜୀଙ୍କ ୫ଟି ଝିଅ ଥିବା…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର-ତାଳଚେର ରେଳପଥ ବାଟ ଫିଟିଲା

ବ୍ରହ୍ମପୁର : ବହୁ ପ୍ରତୀକ୍ଷିତ ଗୋପାଳପୁର-ତାଳଚେର ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ବାଟ ଫିଟାଇଛି ରେଲ‌‌ୱେ‌ ବୋର୍ଡ଼। ଗୋପାଳପୁର-ତାଳଚେର ରେଳପଥ ପାଇଁ ଫାଇନାଲ୍‌ ଲୋକେସନ୍‌ ସର୍ଭେ କରିବାକୁ ରେଲୱେ ବୋର୍ଡ଼ ଅନୁମୋଦନ ପ୍ରଦାନ କରିଛନ୍ତି। ଫାଇନାଲ୍‌ ଲୋକେସନ୍‌…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର କାଠ ଫାଳିଆରେ ରଙ୍ଗମିସ୍ତ୍ରି ମୃତ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ବଡ଼ଆଗୁଳ ଗ୍ରାମରେ ସାମାନ୍ୟ ଯୁକ୍ତିତର୍କକୁ ନେଇ ଜଣେ ରଙ୍ଗମିସ୍ତ୍ରିଙ୍କୁ ତାଙ୍କ ବନ୍ଧୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି। ମୃତକଜଣକ ହେଲେ, ଅମର ମଲ୍ଲିକ। ହତ୍ୟାକାରୀ ମୂଷା ଥାନାରେ ଆତ୍ମସମର୍ପଣ କରିଛି।…
ଅଧିକ ଖବର ଦେଖନ୍ତୁ...

ଧାନତଳି ନଷ୍ଟ ସହ ଋଣଭାର ସମ୍ଭାଳି ନପାରି ଆତ୍ମହତ୍ୟା କଲେ ଚାଷୀ

ବ୍ରହ୍ମପୁର : ଧାନତଳି ନଷ୍ଟ ହୋଇଯିବା ସହିତ ଋଣଭାର ସମ୍ଭାଳି ନପାରି ଗଞ୍ଜାମ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପାତାଳସିଙ୍ଗି ଗ୍ରାମ ଶୁଣ୍ଢିସାହିର ରମେଶ ରାହା(୫୬)। ରମେଶଙ୍କ ପରିବାରବର୍ଗ ଅତ୍ୟନ୍ତ ଗରିବ ଶ୍ରେଣୀର…
ଅଧିକ ଖବର ଦେଖନ୍ତୁ...

୨ ଦନ୍ତାହାତୀ ହତ୍ୟା ଓ ଦାନ୍ତ ଲୁଟ୍‌ ଘଟଣା: ୨ ବନପାଳ, ୨ ବନରକ୍ଷୀ ନିଲମ୍ବିତ

ଜଗନ୍ନାଥପ୍ରସାଦ/ଭଞ୍ଜନଗର : ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରେ ଗୁଳିକରି ଓ ବିଦ୍ୟୁତ୍‌ ତାର ଲଗାଇ ଦୁଇଟି ଦନ୍ତାହାତୀକୁ ହତ୍ୟା କରାଯାଇଛି। ସେମାନଙ୍କ ଦାନ୍ତକୁ ବି କାଟି ନିଆଯାଇଛି। ଏହି ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨ଜଣ ବନପାଳ ଓ ୨ଜଣ ବନରକ୍ଷୀଙ୍କୁ ନିଲମ୍ବିତ…
ଅଧିକ ଖବର ଦେଖନ୍ତୁ...

ହିଞ୍ଜିଳି ତହସିଲ୍‌ ଅଫିସ୍‌ ଭିତରେ ଲାଞ୍ଚ, ୧୦ ହଜାର ନେଇ ଧରାପଡ଼ିଲେ ବରିଷ୍ଠ କିରାଣି

ହିଂଜିଳିକାଟୁ : ଜମିପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ହିଞ୍ଜିଳିକାଟୁ ତହସିଲ ଅଫିସ୍‌ର ବରିଷ୍ଠ କିରାଣି (ସିନିୟର୍‌ ରେଭିନ୍ୟୁ ଆସିଷ୍ଟାଣ୍ଟ୍‌) ଏନ୍‌.ଜଗଦୀଶ ରାଓ। ବ୍ରହ୍ମପୁର ଭିଜିଲାନ୍ସ କେସ୍ ନମ୍ବର ୧୧/୨୨ରେ ତାଙ୍କୁ ଗିରଫ କରାଯାଇଥିବା ବିଭାଗୀୟ…
ଅଧିକ ଖବର ଦେଖନ୍ତୁ...