ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ବ୍ରହ୍ମପୁର : ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି ନିର୍ଣ୍ଣାୟକ ଆନ୍ଦୋଳନର ରୂପନେବ। ଏନେଇ ଆଜି ଅବିଭକ୍ତ ଗଞ୍ଜାମର ସବୁ ଓକିଲ ସଂଘ ଏକାଠି ହୋଇଛନ୍ତି। ସାଂସଦଙ୍କ ନେତୃତ୍ବରେ ଏକ ୨୦ଜଣିଆ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି…
ଅଧିକ ଖବର ଦେଖନ୍ତୁ...

ଜୁଲାଇରେ ନବର୍ଷିଲେ ଗଜାମରୁଡ଼ି, ଆରମ୍ଭ ହୋଇନି ତଳି ପକା କାମ

ଛତ୍ରପୁର/ଭଞ୍ଜନଗର : ଜୁନ୍ ମାସ ସରିଲା। ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇ ନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଆଉ ଜୁଲାଇ ମାସରେ ଏଭଳି ସ୍ଥିତି ଜାରି ରହିଲେ ଗଜା ମରୁଡ଼ି ଆଶଙ୍କାକୁ ଟାଳି ହେବନି ବେଲି ମତପ୍ରକାଶ ପାଇଛି। ଜୁନ୍‌ରେ ସାଧାରଣତଃ ୧୬୮.୩…
ଅଧିକ ଖବର ଦେଖନ୍ତୁ...

ଡକାୟତ ଗ୍ୟାଙ୍ଗ୍‌ ହାତରେ ଅଧଡଜନ୍‌ ପିସ୍ତଲ

ବ୍ରହ୍ମପୁର/ଖଲ୍ଲିକୋଟ : ଅପରାଧୀଙ୍କ ମନରୁ ଏନ୍‌କାଣ୍ଟର୍‌ ଉଭୟ ଛାଡ଼ି ଗଲାଣି। ଦିନକୁ ଦିନ ନୂଆ ଅପରାଧୀ ଗ୍ୟାଙ୍ଗ୍‌ ଗଠନ କରି ଅପରାଧ ଘଟାଉଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଘାଟିରେ ଗାଡ଼ି ଚାଳକଙ୍କ ଠାରୁ ବିଭିନ୍ନ ଲୁଟ୍‌, ଡକାୟତି ହେଉଛି। ଏପରିକି ଡକାୟତମାନେ ପିସ୍ତଲ, ମାଉଜର୍‌ ଧରି…
ଅଧିକ ଖବର ଦେଖନ୍ତୁ...

୩ ମାସ ହେଲା ସ୍କୁଲ ମଧ୍ୟାହ୍ନ ଭୋଜନ ବାକିରେ ଚାଲିଛି, ପିଏନ୍‌ବିରେ ଆକାଉଣ୍ଟ୍‌ ନଖୋଲିଲେ ଅନୁଦାନ ବନ୍ଦ

ବ୍ରହ୍ମପୁର/ବେଗୁନିଆପଡ଼ା : ସ୍କୁଲ ମଧ୍ୟାହ୍ନ ଭୋଜନ ବ୍ୟାଙ୍କ ଖାତା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରେ ଖୋଲିବାକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ୍‌ର ଅନେକ ଦୂରଦୂରାନ୍ତ ଓ ଦୁର୍ଗମ ଇଲାକା ଗୁଡ଼ିକରେ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ୧୨ ଲକ୍ଷ ବକେୟା ବିଲ୍ ଦେଇନି, ତିନି ଗାଁ ଅନ୍ଧାରରେ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସଦରମହକୁମା ପାତ୍ରପୁର ପଞ୍ଚାୟତ ଅଧୀନ ମୁକୁନ୍ଦପୁର, ସରଦାପୁର ଓ ତମ୍ବାପୁର ଗ୍ରାମର ୧୨ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ପଡ଼ିଛି। ଫଳରେ ବିଦ୍ୟୁତ୍ ବିଭାଗ ଏହି ଗ୍ରାମଗୁଡ଼ିକୁ ସଂଯୋଗ ବିଚ୍ଛିନ୍ନ କରିଦେଇଛି। ଷ୍ଟ୍ରିଟ୍‌ ଲାଇଟ୍‌, ଗାଁରୁ…
ଅଧିକ ଖବର ଦେଖନ୍ତୁ...

ପାଟପୁର ଆମ ପୁଲିସ ସମିତି ଓ ‌ଆମ ଓଡ଼ିଶାର ମେଗା ଶିବିରରେ ରେକର୍ଡ଼, ୪୬୨ ୟୁନିଟ୍ ରକ୍ତ ସଂଗ୍ରହ

ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆମ ପୁଲିସ ସମିତି ଓ ‘ସମ୍ବାଦ’ ଆମ ଓଡ଼ିଶା ମିଳିତ ସହ‌‌ଯୋଗରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରରୁ ରେକର୍ଡ଼ସଂଖ୍ୟକ ୪୬୨ ୟୁନିଟ୍ ରକ୍ତ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କାୟା ମେଲାଇଛନ୍ତି କୋଟିପତି ନିଶା ବେପାରୀ

ବ୍ରହ୍ମପୁର/ବୁଗୁଡ଼ା : ଗଞ୍ଜାମ ଜିଲ୍ଲାରେ କାୟା ମେଲାଇଛନ୍ତି କୋଟିପତି ନିଶା ବେପାରୀ। ଏମାନେ ରାଜ୍ୟ ଓ ରାଜ୍ୟ ବାହାରେ ସେମାନଙ୍କ ନେଟ୍‌ୱର୍କକୁ ସକ୍ରିୟ କରିଛନ୍ତି। ଗତ ୮ ମାସ ମଧ୍ୟରେ ପୁଲିସ ଓ ଏସ୍‌ଟିଏଫ୍ ଟିମ୍ ହାତରେ ତିନିଜଣ ବେପାରୀ ଧରାପଡ଼ିବା ଏହାର ଜ୍ବଳନ୍ତ ପ୍ରମାଣ। ଏଭଳି…
ଅଧିକ ଖବର ଦେଖନ୍ତୁ...

ଖସୁଛି ୭ ଡ୍ୟାମ୍‌ର ଜଳସ୍ତର, ଶୁଖିବାକୁ ବସିଲାଣି ବାଘୁଆ

ବ୍ରହ୍ମପୁର : ମୌସୁମୀ ବର୍ଷାର ଦେଖା ମିଳୁନଥିବାରୁ ଗଞ୍ଜାମ ଜିଲ୍ଲାରେ ଏଯାବତ୍ ଚାଷ କାର୍ଯ୍ୟ ଆରମ୍ଭରେ ବାଧା ସୃଷ୍ଟି ହୋଇଛି। ଏଭଳି ଏକ ଘଡ଼ିସନ୍ଧି ସମୟରେ ବିକଳ୍ପ ସାଜିଥିବା ଡ୍ୟାମ୍‌ ଗୁଡ଼ିକରେ ପାଣି ନଥିବାରୁ କେନାଲ୍‌କୁ ପାଣି ଛାଡ଼ିବା ସମ୍ଭବପର ହୋଇପାରୁନି। ବର୍ଷା ଅଭାବରୁ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଆଗକୁ ବ‌ର୍ଷା, ବଢୁଛି ସାପ କାମୁଡ଼ା; କ୍ବାକ୍‌, ଗୁଣିଆ ଭରସାରେ ଚାଲିଯାଉଛି ଅମୂଲ୍ୟ ଜୀବନ 

ଭଞ୍ଜନଗର : ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ସାପ କାମୁଡ଼ା ମାମଲା ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ବର୍ଷାଦିନ ଆସିଲେ ବିଭିନ୍ନ ଗାତ ଓ ସନ୍ଧିରେ ରହୁଥିବା ବିଷଧର ସାପ ଘରମୁହାଁ ହୋଇଥାନ୍ତି। ବିଶେଷକରି ଗ୍ରାମାଞ୍ଚଳର ଚାଳଛପର ଓ ଆଜବେଷ୍ଟସ୍ ଘର ଗୁଡ଼ିକରେ ବି‌ଷଧର ସାପ ଅନାୟସରେ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ରାସନକାର୍ଡ଼ ପାଇଁ ଗୁହାରି କରି ଥକିଗଲେଣି ଉର୍ବଶୀ 

ପ୍ରତାପୁର : ୭୫ ବର୍ଷ ବୟସରେ ରାସନକାର୍ଡ଼ ଖଣ୍ଡେ ପାଇବା ପାଇଁ ଏକାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଧାଇଁ ଧାଇଁ ଥକି ଗଲେଣି ଉର୍ବଶୀ। ହେଲେ ତାଙ୍କୁ କୌଣସି ସୁଫଳ ମିଳିପାରିନାହିଁ। ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତ ତଳସାହିର ଉର୍ବଶୀଙ୍କ ସ୍ୱାମୀ ରାଘବ ପ୍ରଧାନଙ୍କ ମୃତ୍ୟୁ ପରେ ଅସହାୟ…
ଅଧିକ ଖବର ଦେଖନ୍ତୁ...