ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଧାନ ନେଇ ଚାଉଳ ଫେରାଉ ନାହାନ୍ତି, ୧୦ ମିଲର୍‌ଙ୍କୁ ନୋଟିସ୍‌ ଜାରି କଲେ ଜିଲ୍ଲାପାଳ

ବ୍ରହ୍ମପୁର : ଧାନ ନେଇ ଚାଉଳ ଦେଉ ନାହାନ୍ତି ମିଲର୍‌। ବର୍ଷ ନୁହେଁ ଦୁଇବର୍ଷ ନୁହେଁ ଫାଇଲିନ୍‌ ସମୟରେ ୨୦୧୨-୧୩ ଆର୍ଥିକ ବର୍ଷରୁ ସମ୍ପୃକ୍ତ ମିଲର୍‌ଙ୍କ ନାମରେ ବକେୟା ଟଙ୍କା ଗଡ଼ି ଆସୁଛି। ବାରମ୍ବାର ନୋଟିସ୍‌ ପରେ ସେମାନେ ଚାଉଳ ଫେରାଉ ନାହାନ୍ତି କି, ଧାନ ବାବଦ ଟଙ୍କା ଜମା କରୁନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ରକ୍ତରଞ୍ଜିତ ହେଉଛି ଗଞ୍ଜାମ ରାଜନୀତି; ୪ ମାସରେ ଗଡ଼ିଲାଣି ୭ ମୁଣ୍ଡ

ବ୍ରହ୍ମପୁର : ଗାଁ ଗାଁରେ ରାଜନୈତିକ ପ୍ରତିଶୋଧ, ହିଂସା ବଢ଼ିଚାଲିଛି। ପଞ୍ଚାୟତ ନିର୍ବାଚନରେ ହାରଜିତ, ସମର୍ଥନ ଓ ବିରୋଧକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି। ଜିଲ୍ଲାର ଆଇନଶୃଂଖଳା ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରକ୍ତର ହୋଲି ଖେଳୁଛନ୍ତି। କଥା କଥାରେ ଗାଁରେ…
ଅଧିକ ଖବର ଦେଖନ୍ତୁ...

ମାମଲା ରଫାଦଫା କରିବାକୁ ଲାଞ୍ଚ: ଫାଣ୍ଡି ଏଏସ୍‌ଆଇ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ସାହାଯ୍ୟ କରିବା ଏବଂ ଏହାକୁ ରଫାଦଫା କରିଦେବାକୁ ଲାଞ୍ଚ ନେଇ ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିର ଏଏସ୍‌ଆଇ ମାନସ କୁମାର ରାଉତ। ଅଭିଯୋଗକାରୀଙ୍କ ଠାରୁ ଏଏସ୍‌ଆଇ ମାନସ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚ-ସରପଞ୍ଚ ଗୋଷ୍ଠୀ ହଣାହଣି

କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ରକ୍ତପାତ ଥମିବାର ନାଁ ନେଉନି। ମାସକ ଭିତରେ ଦୁଇ ଦୁଇଟି ଡବଲ୍‌ ମର୍ଡର ଓ ସୁପାରିକିଲିଂ ନିର୍ବାଚନମଣ୍ଡଳୀରେ ଆତଙ୍କ ଓ ଭୟର ବାତାବରଣ ଖେଳାଇ ଦେଇଛି। ଏପରିସ୍ଥଳେ ଗତକାଲି ବିଳମ୍ବିତ ରାତିରେ…
ଅଧିକ ଖବର ଦେଖନ୍ତୁ...

ଏକ ମାମଲାର ରଫାଦଫା କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପୁଲିସ ଏଏସ୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

ବ୍ରହ୍ମପୁର: ତିନି ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ପୁଲିସ ଏଏସ୍‌ଆଇ ଭିଜିଲାନ୍ସ ହାତ‌ରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଏଏସ୍‌ଆଇ ମାନସ କୁମାର ରାଉତ। ସୂଚନା ଅନୁସାରେ ଏକ ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସରପଞ୍ଚଙ୍କ ସମେତ ତିନିଜଣଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ପୂର୍ବତନ ସରପଞ୍ଚଙ୍କ ସମେତ ତିନିଜଣଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗ୍ରାମର ଶୀତଳଷଷ୍ଠୀ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବିଲୁପ୍ତ ହୋଇଯିବେ ଘରଚଟିଆ: ଦିଲ୍ଲୀ, ବିହାରର ରାଜ୍ୟପକ୍ଷୀ, ଓଡ଼ିଶାରେ ସଂରକ୍ଷଣ ଉଦ୍ୟମ ନାହିଁ

ବ୍ରହ୍ମପୁର : ଆଉ ଶୁଣିବାକୁ ମିଳୁନି କିଚିରି ମିଚିର ଶବ୍ଦ। ଘରର ପକ୍ଷୀ ଘର ଚଟିଆ କୁଆଡ଼େ ହଜିଗଲାଣି। ଚାଳଘର, ସ୍କାଏ ଲାଇଟ୍‌, କାନ୍ଥର ସନ୍ଧି, ଲାଇଟ୍‌ ପୋଷ୍ଟ୍‌ ଭଳି ସ୍ଥାନରେ ଘର ଚଟିଆ ତାଙ୍କର ବସା କରିଥାନ୍ତି। ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ପରେ ସମୟ କ୍ରମେ ଛାତ ଘର,…
ଅଧିକ ଖବର ଦେଖନ୍ତୁ...

ବିକ୍ରମଙ୍କ ପ୍ରତି ବିମୁଖ କାହିଁକି? ମନ୍ତ୍ରିମଣ୍ଡଳରୁ ବାଦ୍‌, ବାଚସ୍ପତି ହେବେ!

ବ୍ରହ୍ମପୁର : କ୍ଷମତା ରାଜନୀତିର ପଞ୍ଚମ ପାଳିର ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳରେ ବହୁ ନୂଆ ଚେହରାଙ୍କୁ ସ୍ଥାନ ମିଳିଥିବା ବେଳେ ଅଭିଜ୍ଞ ନେତା ବାଦ୍‌ ପଡ଼ିଛନ୍ତି। ପାଞ୍ଚ ମହିଳା ମନ୍ତ୍ରୀଙ୍କ ଭିତରେ ଅଭିଜ୍ଞ…
ଅଧିକ ଖବର ଦେଖନ୍ତୁ...

ସାଂପ୍ରତିକ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ଜରୁରି: ବାବା ବଳିଆ 

ଗଞ୍ଜାମ : ସାଂପ୍ରତିକ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଜରୁରି। ଏଥିପାଇଁ ସାମୂହିକ ଉଦ୍ୟମ କରିବା ଆବଶ୍ୟକ ବୋଲି ପଦ୍ମଶ୍ରୀ ବାବା ବଳିଆ ମତବ୍ୟକ୍ତ କରିଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରର ସାମନ୍ତରାୟ ସାହିସ୍ଥିତ  ଅନନ୍ତ ବଳିଆ ଭବନରେ ଗଞ୍ଜାମ ସହର ନାଗରିକ କମିଟି,…
ଅଧିକ ଖବର ଦେଖନ୍ତୁ...

ଟିପିଏସ୍‌ଓଡ଼ିଏଲ୍ କର୍ମଚାରୀ ୬ ଦିନ ହେଲା ନିଖୋଜ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଅଧୀନ କୋମଣ୍ଡ ଗ୍ରାମରେ ରହୁଥିବା ଟିପିଏସ୍ଓଡ଼ିଏଲ୍ କର୍ମଚାରୀ ମିଟୁ ବେହେରା (୩୦) ଗତମାସ ୩୦ ତାରିଖରୁ ନି‌ଖୋଜ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଶନିବାର ବିଳମ୍ବିତ ରାତିରେ ରମ୍ଭା ଥାନା ବାଣିଆ ନିକଟସ୍ଥ ଏକ ଜଙ୍ଗଲରୁ ତାଙ୍କ ବାଇକ୍…
ଅଧିକ ଖବର ଦେଖନ୍ତୁ...