ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଞ୍ଜାମରେ ଚିନ୍ତା ବଢ଼ାଉଛି ବାସନ୍ଦ କୁପ୍ରଥା, ନ୍ୟାୟ ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନର

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ପ୍ରଥା ଚିନ୍ତାଜନକ ରୂପ ନେବାରେ ଲାଗିଛି। ଆମ ପୁଲିସ ସମିତିଠୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ସଭାସମିତି, ବିଭିନ୍ନ କାର୍ଯ୍ରକ୍ରମ ଦ୍ବାରା ସଚେତନତା ସତ୍ତ୍ବେ ଜାତି ଓ ବାସନ୍ଦ ଭଳି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା…
ଅଧିକ ଖବର ଦେଖନ୍ତୁ...

ପୁଣି ୧୨ ବର୍ଷକୁ ଅପେକ୍ଷା, କବିସୂର୍ଯ୍ୟନଗର ଯାତ୍ରା ଉଦ୍‌ଯାପିତ

କବିସୂର୍ଯ୍ୟନଗର : ଦୀର୍ଘ ୨୫ଦିନିଆ ବାପ ଘର ଯାତ୍ରା ଶେଷ କରି ଫେରିଛନ୍ତି କବିସୂର୍ଯ୍ୟନଗରର ଅଧିଷ୍ଠାତ୍ରୀ ମା’ ମହାମାୟୀ ଠାକୁରାଣୀ। ଭକ୍ତଙ୍କ ଗହଣରେ ଭାବବିହ୍ବଳ ପରିବେଶ ମଧୢରେ ବିଦାୟ ନେଇଛନ୍ତି ମା’। ପୁଣି ଥରେ ୧୨ ବର୍ଷକୁ ଅପେକ୍ଷା । ବିଦାୟୀ ବେଳାରେ କାହା ଆଖିରେ ଲୁହ ତ ଆଉ କାହାର…
ଅଧିକ ଖବର ଦେଖନ୍ତୁ...

ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

ବ୍ରହ୍ମପୁର : ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ସମାପ୍ତ ହୋଇଛି। ବହୁ ପୁରୁଣା ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଦ୍‌ ଦେଇଥିବା ବେଳେ ନୂଆ ଚେହେରା ତଥା ଯୁବ ନେତାଙ୍କୁ ସୁଯୋଗ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂଆ ଚେହେରା ଭାବେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : ଓକିଲ ସଂଘକୁ ନେଇ ୨୯ରେ ବୈଠକ

ବ୍ରହ୍ମପୁର : ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଗଂଜାମ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ। ଏସମ୍ପର୍କରେ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆସନ୍ତା ୨୯ତାରିଖରେ ଅବିଭକ୍ତ ଗଂଜାମ ଜିଲ୍ଲାର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ଏକ…
ଅଧିକ ଖବର ଦେଖନ୍ତୁ...

ବଦଳିବ ବ୍ରହ୍ମପୁରର ପ୍ରସିଦ୍ଧ ମା’ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ରୂପରେଖ

ବ୍ରହ୍ମପୁର: ବଦଳିବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ରୂପରେଖ। ମନ୍ଦିର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବ‌େଳେ ବହୁ ପୁରାତନ ମନ୍ଦିର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ରୂପରେଖ ବି ବଦଳିଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ଗୁରୁତ୍ବ ଦେଇ…
ଅଧିକ ଖବର ଦେଖନ୍ତୁ...

ବିକାଶ ନାଁରେ ଘୁମୁସର ଜଙ୍ଗଲର ବିନାଶ, ସଂକଟରେ ବନ୍ୟଜନ୍ତୁ, ଜଙ୍ଗଲ ସଂପଦ

ଭଞ୍ଜନଗର (ବିଶ୍ବମ୍ବର ଜେନା): ଗତ ଦୁଇବର୍ଷ ଧରି କରୋନା ମହାମାରୀର ପ୍ରାଦୁର୍ଭାବ ସାରା ବିଶ୍ବକୁ ହୋହଲାଇ ଦେଇଥିଲା। ଲକ୍ଷାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଭାବେ ସଂକ୍ରମିତ ହେଲେ। ଆଉ ଅମ୍ଳଜାନ ଅଭାବରୁ ଅଧିକାଂଶ ସଂକ୍ରମିତଙ୍କ ଜୀବନଦୀପ ଲିଭିଯିବା ଭଳି ଅନେକ ଘଟଣା…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ ବନ୍ଦୀ ମୃତ୍ୟୁ ଘଟଣା: ଥାନାରେ ଥାର୍ଡ଼ ଡିଗ୍ରି!

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରଫ କରିଥିବା ଜଣେ ଯୁବକଙ୍କୁ ଜେଲ୍‌ ପଠାଇବାର ଦିନକ ପରେ ମୃତ୍ୟୁକୁ ନେଇ ପୁଣି ବିବାଦ ଘେରକୁ ଆସିଥିଲା ଗୋଳନ୍ଥରା ଥାନା। ତାଙ୍କୁ ଥାନାରେ ଥାର୍ଡ଼ ଡିଗ୍ରି ନିର୍ଯାତନା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି ଏବଂ ଏହା ପଛରେ ମଦ ମାଫିଆଙ୍କର…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନର ସହ ବଞ୍ଚିବାକୁ ପୂର୍ବତନ ସରପଞ୍ଚ ରାଜନୀତି ଛାଡ଼ି ଚାହା ଦୋକାନୀ

ପାତ୍ରପୁର : କୌଣସି ଅଭାବ କି, ଅସୁବିଧା ନାହିଁ। ବରଂ ସ୍ବାଭିମାନର ସହ ସ୍ବାବଲମ୍ବୀ ହେବା ଓ ନିଜ ପରିବାର ପ୍ରତିପୋଷଣ ପାଇଁ ଚାହା ଦୋକାନ କରି ଦିନ କାଟୁଛନ୍ତି ପୂର୍ବତନ ସରପଞ୍ଚ। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପାତ୍ରପୁର ବ୍ଲକ୍ ବି.ନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧବଳେଶ୍ବର ସାହୁ (୪୨)…
ଅଧିକ ଖବର ଦେଖନ୍ତୁ...

୧୩ ବର୍ଷ ହେଲା ପର ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି  କେନ୍ଦ୍ର

ପ୍ରତାପୁର : ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ହେଲା ପର ଘରର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ବିଭିନ୍ନ ପର୍ଯ୍ୟାୟରେ ଶିଶୁଙ୍କୁ ଗୋଟିଏରୁ ବାରଣ୍ଡାରୁ ଆଉ ଗୋଟିଏ ବାରଣ୍ଡାକୁ ଏପଟସେପଟ କରି ଅଙ୍ଗନବାଡ଼ି କର୍ମୀ ଥକିଗଲେଣି। ହେଲେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ…
ଅଧିକ ଖବର ଦେଖନ୍ତୁ...

କୋଟିପତି ନିଶା ବେପାରୀ ରଜନୀକାନ୍ତର ଅମାପ ସମ୍ପତ୍ତି ବାଜ୍ୟାପ୍ତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖୋଜାପଲ୍ଲୀ ବଡ଼ଦାଣ୍ତ ସାହିର କୋଟିପତି ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକର କୋଟି କୋଟି ଟଙ୍କାର ଅମାପ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ କେନ୍ଦ୍ରୀୟ ଅର୍ଥନୈତିକ ସଂସ୍ଥା ବାଜ୍ୟାପ୍ତ କରିଛି। ଏନେଇ ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ…
ଅଧିକ ଖବର ଦେଖନ୍ତୁ...