ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଆଜି ତମାଖୁ ବର୍ଜନ ଦିବସ: ଆଇନ ତା’ ବାଟ‌ରେ, ବେଧଡ଼କ୍ ଚାଲୁଛି ନକଲି ଗୁଟ୍‌ଖା କାରବାର

ଭଞ୍ଜନଗର : ମଙ୍ଗଳବାର ହେଉଛି ତମାଖୁ ବର୍ଜନ ଦିବସ। ତମାଖୁ ପ୍ରସ୍ତୁତି, ବିକ୍ରି ଓ ସେବନ ନେଇ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ହେଲେ ବାସ୍ତବ ସ୍ଥିତି ପରଖିବା ଓ ଆଇନକୁ କାର୍ଯ୍ୟକାରୀ ପାଇଁ କାହାର ନିଘା ନାହିଁ କି ଚିନ୍ତା ନାହିଁ। ଯାହାର ଫଳସ୍ବରୂପ ଛତୁ ଫୁଟିବା ଭଳି…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ବିଚାରପତିଙ୍କ ଭଞ୍ଜନଗର ଗସ୍ତ

ଭଞ୍ଜନଗର : ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ଗଞ୍ଜାମ ପ୍ରୋଟୋକଲ୍ ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ସୋମବାର ଭଞ୍ଜନଗର ଗସ୍ତ କରିଛନ୍ତି। ସ୍ଥାନୀୟ ବନ ବିଭାଗ ବିଶ୍ରାମାଗାରରେ ଜିଲ୍ଲାର ବିଭିନ୍ନ ବିଚାରପତି, ଭଞ୍ଜନଗର ଓକିଲ ସଂଘ କର୍ମକର୍ତ୍ତା ଏବଂ ପୂର୍ତ୍ତ ବିଭାଗର ଯନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମୁଜାଗଡ଼ର ଐତିହ୍ୟ ପଞ୍ଚ ଠାକୁରାଣୀ ଯାତ୍ରା ଆରମ୍ଭ

ଭଞ୍ଜନଗର : ଭଞ୍ଜନଗର ବ୍ଲକ୍ ମୁଜାଗଡ଼ ଗ୍ରାମର ଐତିହ୍ୟ ତ୍ରିବାର୍ଷିକ ପଞ୍ଚ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ୨୧ ଦିନ ଧରି ତଥା ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲୁ ରହିବ। ପ୍ରତିଦିନ ସନ୍ଧ୍ୟାରେ ପଞ୍ଚ ଠାକୁରାଣୀ ନଗର ପରିକ୍ରମା କରିବେ। ଗାଁ ନିକଟରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

୩୮ ପ୍ରୋବେସନାରି ଆଇଏଏସ୍ ଅଧିକାରୀଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତ

ଛତ୍ରପୁର : ଭାରତୀୟ ପ୍ରାଶାସନିକ ସେବା ଓ ରୟାଲ୍ ଭୁଟାନ୍ ସିଭିଲ୍‌ ସର୍ଭିସ୍ ୨୦୨୧ ବ୍ୟାଚ୍‌ର ୩୮ ଜଣ ଅଧିକାରୀ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା‌ କୁଲାଙ୍ଗେ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଏହି ଅଧିକାରୀମାନେ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ସାଂସଦ ପଦ ପାଇଁ ଚର୍ଚ୍ଚାରେ ରହିଥିଲେ ପ୍ରଦୀପ, ରମେଶ

ରାୟଗଡ଼ା/ନବରଙ୍ଗପୁର/ ବ୍ରହ୍ମପୁର : ବିଜେଡି ପକ୍ଷରୁ ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଫଳରେ, ପୂର୍ବରୁ ଦକ୍ଷିଣ ଓଡ଼ିଶାର ୨ ପ୍ରମୁଖ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ବିଦାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଯେଉଁ…
ଅଧିକ ଖବର ଦେଖନ୍ତୁ...

ଭିତ୍ତିଭୂମି ସଜାଡ଼ିବାକୁ ନିଘା ନାହିଁ, ବିଦ୍ୟୁତ୍ ବିଲ୍ ପୈଠ ପାଇଁ ନାଲିଆଖି

ଆସିକା : ଉତ୍ତମ ସେବା ଓ ଉନ୍ନତଧରଣର ବିଦ୍ୟୁତ୍ ସ˚ଯୋଗ ଲକ୍ଷ୍ୟରେ ରାଜ୍ୟ ସରକାର ଟାଟା ପାୱାର୍‌କୁ ବିଦ୍ୟୁତ୍ ସେବା ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିଥିଲେ। ଟାଟା ପାୱାର୍ ଦାୟିତ୍ବ ନେବା ପରେ ଅସଜଡ଼ା ଭିତ୍ତିଭୂମି ପୁଣି ସଜଡ଼ାଯିବ। ଆଉ ଉନ୍ନତମାନର ନିରବଚ୍ଛିନ୍ନ ସେବା ମିଳିବ ବୋଲି…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଅନ୍ୟ ଜଣେ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ନବରଙ୍ଗପୁର ଗ୍ରାମରେ ରବିବାର ରାତିରେ ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ବାବୁ ଗୌଡ଼(୩୬)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ପ୍ରଦୀପ ସାହୁ (୩୦)କୁ ଏମକେସିଜି ମେଡିକାଲ ଅଣାଗଲା। ରାଜନୈତିକ ବିବାଦରୁ…
ଅଧିକ ଖବର ଦେଖନ୍ତୁ...

ଗରମ ପାଣି ପଡ଼ି ଚିନିଶିଳ୍ପରେ ଦୁଇ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ଆସିକା : ଆସିକା ସମବାୟ ଚିନିଶିଳ୍ପରେ ଗତ ୧୬ ତାରିଖ ରାତିରେ ପାଇପ୍ ଫାଟିବା ସହ ଗରମ ପାଣି ପଡ଼ି ଦୁଇଜଣ କର୍ମଚାରୀ ଫୋରମ୍ୟାନ୍ ଶ୍ୟାମନାରାୟଣ ରାଓ ଓ ଏନଏମଆର୍ ବିଘ୍ନେଶ୍ବର ବେହେରା ଗୁରୁତର ହୋଇଥିଲେ। ଗତ ୨୨ ତାରିଖରେ ବିଘ୍ନେଶ୍ବର ଓ ଗତକାଲି ଶ୍ୟାମନାରାୟଣଙ୍କ ଚିକିତ୍ସାଧୀନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ବଜାରରେ ବୁଲୁଛି ଜାଲ୍ ୧୦୦-୫୦୦ ଟଙ୍କା ନୋଟ୍, ଟାର୍ଗେଟ୍‌ରେ ବୟସ୍କ

ବ୍ରହ୍ମପୁର : ବ୍ରହ୍ମପୁରରେ ସକ୍ରିୟ ହୋଇ ଉଠିଛନ୍ତି ଜାଲ୍ ନୋଟ୍ ରାକେଟ୍। ଏହି ରାକେଟ୍ ସହ ଜଡ଼ିତ ନିର୍ଦ୍ଦିଷ୍ଟ କିଛି ଅସାଧୁ ଲୋକ ବର୍ତ୍ତମାନ ବରିଷ୍ଠ ନାଗରିକ ତଥା ବୃଦ୍ଧ ବେପାରୀଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ଆଖିରେ ଧୂଳି ଦେଇ ବଜାରରେ ନକଲି ନୋଟ୍‌ ଚଳାଇ…
ଅଧିକ ଖବର ଦେଖନ୍ତୁ...

ବୁଗୁଡ଼ା ଡାକ୍ତରଖାନାରେ ରୋଗୀଙ୍କୁ ହଟ୍ ଟ୍ରିଟ୍‌ମେଣ୍ଟ୍

ବୁଗୁଡ଼ା : ଆବଶ୍ୟକ ଡାକ୍ତର ନାହାନ୍ତି କି, ପରୀକ୍ଷା ପାଇଁ ମେସିନ୍ ନାହିଁ। ଏଭଳି ପରିସ୍ଥିତିରେ ପୁରୁଣା କୋଠାକୁ ପୁନରୁଦ୍ଧାର ପାଇଁ ଭଙ୍ଗାଯିବା ପରେ କାମଚଳା ନୀତିରେ ଗ୍ୟାରେଜ୍ ଭିତରେ ଇନ‌ଡୋର୍ ରୋଗୀଙ୍କୁ ଚିକିତ୍ସା ଚାଲିଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଟାଣଖରାରେ ରୋଗୀ ଶେଯ ଉପରେ…
ଅଧିକ ଖବର ଦେଖନ୍ତୁ...