ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ବିଜେଡି ଜଗତସିଂହପୁର ଜିଲ୍ଲା କମିଟିକୁ ନେଇ ପୁଣି ବିବାଦ: ବାପୁ ପରିଡ଼ାଙ୍କ ପରେ କୁନା ସିଲଟ

ଜଗତସିଂହପୁର : ପ୍ରଥମେ ବାପୁ ପରିଡ଼ା, ଆଉ ଏବେ କୁନା ସିଲଟ। ଜଗତସିଂହପୁର ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା ପରଠାରୁ ଏଭଳି ବିବାଦ ଲମ୍ବିବାରେ ଲାଗିଛି। ଜିଲ୍ଲା ବିଜେଡିର ଉପସଭାପତି ଭାବେ ବାପୁ ପରିଡ଼ାଙ୍କ ମନୋନୟନକୁ ନେଇ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରଶ୍ନ ଉଠାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା

ଜଗତସିଂହପୁର : ନିଜ ପୁଅକୁ ‌ତେଣ୍ଟାରେ ଭୁସି ହତ୍ୟା କରିଛି ବାପା। ଜଗତସିଂହପୁର ଥାନା ଅଧୀନ ରାଇଦଣ୍ଡା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମାଙ୍କୁ ମାଡ଼ ମାରିବା ବେଳେ ବିରୋଧ କରିବାରୁ ବାପା ହାତରେ ପୁଅ ଦିଲ୍ଲୀପ ଭୋଇ (୩୫)ଙ୍କ ଜୀବନ ଯାଇଛି। ପୁଲିସ ହତ୍ୟାକାରୀ ବାପା ସୁଦର୍ଶନ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ପାଇଁ ବାହାରିଲେ ସମର୍ଥକ:ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି | ଆଜି ସାମ୍ବାଦିକ ସମ୍ମିଳନୀ କରି ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ | କଂଗ୍ରେସର ପୂର୍ବତନ ମୁଖପାତ୍ର…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର ବିଜେଡି ରାଜନୀତିରେ ହଟଚମଟ

ଜଗତସିଂହପୁର : ବିଜେଡି ଜିଲ୍ଲା ଉପସଭାପତି ଭାବେ ଜ୍ୟୋତିକାନ୍ତ ପରିଡ଼ା (ବାପୁ)ଙ୍କ ମନୋନୟନକୁ ନେଇ ଜଗତସିଂହପୁର ଜିଲ୍ଳା ରାଜନୀତି ସରଗରମ ହୋଇଛି। ବାପୁଙ୍କ ମନୋନୟନକୁ ନେଇ ଶାସକ ଦଳର ଦୁଇ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ବାପୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍ ରୂପାନ୍ତରିତ କାର୍ଯ୍ୟର ବିକଳ ଚିତ୍ର: ଛାତରୁ ପ୍ଲାଷ୍ଟର ଖସିଲା, ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟିଲା

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢ଼ିଆରୀ ବିଦ୍ୟାପୀଠ ରୂପାନ୍ତରିତ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବିଦ୍ୟାଳୟର କାର୍ଯ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟିଛି। ଉଭୟ ରକ୍ତରେ ଜୁଡୁବୁଡୁ ହେବା ଘଟଣା ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର ଟିଟୋର ପୂର୍ବ ସହଯୋଗୀକୁ ମିଳିଲା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ: ଟାର୍ଗେଟ କଲେ ପାରାଦ୍ବୀପ…

ଜଗତସିଂହପୁର: ଗ୍ୟାଙ୍ଗଷ୍ଟର ଟିଟୋର ପୂର୍ବ ସହଯୋଗୀକୁ ମିଳିଲା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ | ଆଉ ଏହାକୁ ନେଇ ଏବେ ବିଜେଡିରେ ଦ୍ଵନ୍ଦ ଦେଖାଦେଇଛି | ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ମାଛ ମଡ଼କ: ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ

ପାରାଦୀପ: ପାରାଦୀପସ୍ଥିତ ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ମାଛ ମଡ଼କ। ନଦୀରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ରୋହି, ଭାକୁର, ଚାଇନା କଉ, ବାଳିଆ ମାଛ ମରି ଭାସୁଥିବାର ଦେଖିବାକୁ ମିଳୁଛି। ମାଛଗୁଡ଼ିକ ମରି ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ବଟନଦୀରେ ମାଛ ମଡ଼କ ଘଟଣା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି: ନିଲମ୍ବନର ଦୁଇ ଦିନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ

ଭୁବନେଶ୍ୱର: ନିଲମ୍ବନ ଆଦେଶର ଦୁଇ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ | ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରରୁ ଆସିଛି | ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା |…
ଅଧିକ ଖବର ଦେଖନ୍ତୁ...

ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ: ଉଦ୍ଧାର ହେଲେ ପରିବାରର ତିନି ସଦସ୍ୟ

ଜଗତସିଂହପୁର ସଦର: ଜଗତସିଂହପୁର ଥାନା ଅଧୀନସ୍ଥ ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀର ଅପର ପାଶ୍ୱର୍ରେ ଥିବା କେତେକଶ୍ୱରୀ ଘାଟରେ ଜଣେ କାଉଡିଆ ପାଣିରେ ବୁଡ଼ି ନିଖୋଜ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ଅଞ୍ଚଳର ରମେଶ ପ୍ରଧାନଙ୍କ ପରିବାରର ଚାରିଜଣ ଶ୍ରାବଣ…
ଅଧିକ ଖବର ଦେଖନ୍ତୁ...

ପାଣି ଆସୁଆସୁ ଭାଙ୍ଗିଲା ବନ୍ଧ: ରଘୁନାଥପୁର ଓ ବିରିଡ଼ି ବ୍ଲକ୍‌ର ୨୦ ଗାଁ, ୨୦୦ ହେକ୍ଟର୍‌ ଚାଷଜମି ପ୍ରଭାବିତ

ଜଗତସିଂହପୁର : ମାଛଗାଁ କେନାଲ୍‌ରେ ପାଣି ଆସିବ ବୋଲି ଚାତକ ପରି ଚାହିଁ ରହିଥିଲେ ଜଗତସିଂହପୁର ଚାଷୀ। ଗତକାଲି ରାତି‌‌ରେ ପାଣି ଆସିଲା। ହେଲେ, ପାଣି ଆସୁଆସୁ ବିଳମ୍ବିତ ରାତିରେ କେନାଲବନ୍ଧ ଭାଙ୍ଗି ରଘୁନାଥପୁର ବ୍ଲକ୍‌ର ତରିକୁନ୍ଦ ଓ ବିରିଡ଼ି ବ୍ଲକ୍‌ର ଦଳେଇଘାଇ ନିକଟରେ ଦୁଇଟି ବଡ଼ ଘାଇ…
ଅଧିକ ଖବର ଦେଖନ୍ତୁ...