ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ଶିକ୍ଷକଙ୍କ ଇପିଏଫ୍ ଟଙ୍କା ହଡ଼ପ; ଆକାଉଣ୍ଟାଣ୍ଟ୍‌ଙ୍କୁ ଉଠାଇନେଲା ପୁଲିସ

କୁଜଙ୍ଗ : କୁଜଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍‌ ମନୋଜ କୁମାର ତ୍ରିପାଠୀଙ୍କୁ ଉଠାଇ ଆଣିଛି ପୁଲିସ। ଜିଲ୍ଲା ପରିଷଦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଇପିଏଫ୍ ଟଙ୍କାକୁ ସେମାନଙ୍କ ଆକାଉଣ୍ଟ୍‌ରେ ଜମା ନକରି ମନୋଜ ହଡ଼ପ କରିଥିବା ଅଭିଯୋଗ ହୋଇଛି। ପୁଲିସ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଜଗତସିଂହପୁର : ପାରାଦୀପ ରଙ୍ଗିଆଗଡ଼ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ତୈଳ ବିଶୋଧନାଗାରରୁ ପେଟକୋକ୍ ନେଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ମାଲ୍ ଆଣି ରଙ୍ଗିଆଗଡ଼ ସ୍ଥିତ ଷ୍ଟେସନ୍‌କୁ ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ମା’ ବନ୍ଦରେଇ ପୀଠକୁ ଭୁଲିଗଲେ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆ ନଗଲେ ଆନ୍ଦୋଳନ ଚେତାବନୀ

ବାଲିକୁଦା: ଶିଆଳି ବେଳାଭୂମିର ସୁରକ୍ଷା ପାଇଁ ୪୦ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା ହେଲା। ଏହାଦ୍ବାରା ସମୁଦ୍ର ଜୁଆର ପ୍ରତିରୋଧ ପାଇଁ ବ୍ୟବସ୍ଥା କରାଯିବ। ଗତ ୨୯ ତାରିଖରେ ୫-ଟି ସଚିବ ଜଗତସିଂହପୁର ଗସ୍ତରେ ଆସି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶିଆଳି ବେଳାଭୂମି ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ଜଗତସିଂହପୁର, କଟକ ଗସ୍ତ

ଜଗତସିଂହପୁର/ଝଙ୍କଡ଼/ତାରପୁର/କଟକ : ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ଶେଷ ହୋଇଛି। ଦ୍ବିତୀୟ ଦିନରେ ଜଗତସିଂହପୁର ପୌରପାଳିକା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକ୍ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ଏକାଧିକ ପ୍ରକଳ୍ପର…
ଅଧିକ ଖବର ଦେଖନ୍ତୁ...

ଦୁଇଦିନିଆ ଜଗତସିଂହପୁର ଗସ୍ତରେ ୫–ଟି ସଚିବ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫–ଟି ସଚିବ ଭି. କେ. ପାଣ୍ଡିଆନ। ଏହାସହ ବିଭିନ୍ନ ସରକାରୀ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପିର ବିରୋଧ: କଳା ପୋଷାକ, କଳା ବେଲୁନ୍ ଉଡ଼ାଇ ପ୍ରତିବାଦ

ଜଗତସିଂହପୁର : ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଜଗତସିଂହପୁର ଗସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର…
ଅଧିକ ଖବର ଦେଖନ୍ତୁ...

୫ଟି ସଚିବଙ୍କୁ ବିଜେପିର ବିରୋଧ: ଆକାଶରେ ଉଡ଼ାଇଲେ କଳା ବେଲୁନ୍

ପାରାଦୀପ: ଜଗତସିଂହପୁର ଗସ୍ତରେ ଆସିଥିବା ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। କଳା ବେଲୁନ ଉଡ଼ାଇ କଳା ସାର୍ଟ ପ୍ୟାଣ୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ। ଠିକ୍ ସେହିପରି ମହିଳା କର୍ମୀମାନେ କଳା ଶାଢି ପିନ୍ଧି ପ୍ରତିବାଦ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଘେରିରେ ୨୦ଲକ୍ଷ ଟଙ୍କାର ମାଛ ମରି ଭାସିଲେ, ପୂର୍ବ ଶତ୍ରୁତାରୁ ବିଷ ପକାଯାଇଥିବା ଅଭିଯୋଗ

ଜଗତସିଂହପୁର : ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଷଣ୍ଢକୁଦ ଚନକଣଠା‌ରେ ଥିବା ଏକ ମାଛ ଘେରିରେ କେହି ଦୁର୍ବୃତ୍ତ ବିଷ ପକାଇଦେବାରୁ ଚିଙ୍ଗୁଡ଼ି, ଖଇଙ୍ଗା, ରୋହି, ଭାକୁର ସହ ବିପୁଳ ପରିମାଣରେ ‌ଛୋଟ ବଡ଼ ମାଛ ମରି ଭାସୁଥିବା ଦେଖିବାକୁ ମିଳୁଛି। ମାଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ…
ଅଧିକ ଖବର ଦେଖନ୍ତୁ...

ଅସରାଏ ବର୍ଷାରେ କେନାଲ ବନ୍ଧ ରାସ୍ତା ବେହାଲ; ରାସ୍ତାରେ ଧାନ ବିହନ ବୁଣି ଗାଁ ଲୋକଙ୍କ ଅଭିନବ ପ୍ରତିବାଦ

ବାଲିକୁଦା: ଅସରାଏ ବର୍ଷାରେ ବାଲିକୁଦା ବ୍ଲକ୍‌ କଟକ-ମାଛଗାଁ କେନାଲ ବନ୍ଧ ୧୫ ନମ୍ବର ରାସ୍ତା ବେହାଲ ହୋଇପଡ଼ିଛି। ରାସ୍ତାରେ ଆଣ୍ଠୁଏ ଖାଲ ସୃଷ୍ଟିହୋଇ ସେଥିରେ ପାଣି, କାଦୁଅ ଭର୍ତ୍ତି ହୋଇଯାଇଛି। ବାଇକ୍‌ କିମ୍ବା ସାଇକଲ ଚଳାଇ ଯାଇ ହେଉନାହିଁ। ଏପରିକି ପାଦରେ ଚାଲି ଯିବା ମଧ୍ୟ ସମ୍ଭବପର…
ଅଧିକ ଖବର ଦେଖନ୍ତୁ...

ଶାରଳା ମନ୍ଦିର ସମ୍ମୁଖ‌ରୁ ପୁଣି ହଟିଲା ଜବରଦଖଲ

ଜଗତସିଂହପୁର: ଝଙ୍କଡ଼ ଶାରଳା ପୀଠର ନବୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପୂର୍ବରୁ କଚ୍ଛପ ଗତିରେ ଚାଲିଥିବା ଏହି କାର୍ଯ୍ୟ ୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ଏକପ୍ରକାର ଶେଷ କରିବା ପାଇଁ ଯୋଜନା କରାଯାଇଛି। ମନ୍ଦିରର ସୋଲ୍ ଟ୍ରଷ୍ଟି ତଥା ଜିଲ୍ଲାପାଳ ନିଜେ ଏହି…
ଅଧିକ ଖବର ଦେଖନ୍ତୁ...