ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର୍‌, ୫ ଦିନରେ ୩୮ ଲକ୍ଷ ଟଙ୍କାର ଧଳା ଜହର ଜବତ, ୧୦ ଗିରଫ

ଜଗତସିଂହପୁର ଟାଉନ୍: ଯେତେ ଧରପଗଡ଼ ଚାଲୁଛି ସେତେ ବାହାରୁଛି। ପୂରା ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର କାରବାର । ପ୍ରତିଦିନ କେଉଁଠୁ ନା କେଉଁଠୁ ଚଢ଼ଉ ବେଳେ ମିଳୁଛି ଧଳାଜହର। ଅବକାରୀ ଓ ପୁଲିସ ଏକପ୍ରକାର ଆକ୍ସନ୍‌ମୁଡ୍‌କୁ ରହି ୫ ଦିନ ଭିତରେ ୩୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ମାଲିକଙ୍କ ଦାଦାଗିରି: ୪ ଯୁବକଙ୍କୁ ଘରୁ ଟେକିନେଇ ନିର୍ଘାତ ମାଡ଼

ଜଗତସିଂହପୁର : ଯିଏ ପାରିଲା ସିଏ ପିଟିଲା। ବାଡ଼ି ଓ ଲୁହା ପାଇପ୍‌ରେ ନୃଶଂସ ଭାବେ ପିଟି ଚାଲିଲେ। ୨୦ରୁ ଅଧିକ ଯୁବକ ପାରାଦୀପ ବାଉରିଆପାଳନ୍ଦାରେ ରହୁଥିବା ଘନଶ୍ୟାମ ମଲ୍ଲିକଙ୍କ ଘରେ ପଶି ସେଠାରୁ ତାଙ୍କ ପୁଅ ଓ ପୁଅର ତିନି ଜଣ ବଂଧୁଙ୍କୁ ଟେକି ଆଣି ନିର୍ଘାତ ମାଡ଼ ମାରିବାର ଭିଡିଓ ଏବେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକୁ ଖାତିର ନାହିଁ, ମୁଗୁରା ନାଳ ପୁନରୁଦ୍ଧାରରେ ଜବରଦଖଲ ବାଧକ

ଜଗତସିଂହପୁର: ଉପଜିଲ୍ଲାପାଳଙ୍କ ଅଦାଲତରେ ଗତ ଜୁନ ୨୧ରେ ବାଲିକୁଦା ବ୍ଲକ୍ ଗୋପୀନାଥପୁର ଗାଁର ୧୧ଜଣ ହାଜର ହେଲେ। ମୁଗୁରା ନାଳକୁ ଜବରଦଖଲରେ ରଖି ମାଛ ଚାଷ କରୁଥିବା ସେମାନେ ସ୍ବୀକାର କଲେ। ତୁରନ୍ତ ଏହି ଜବରଦଖଲ ଉଚ୍ଛେଦ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ବାପା-ମା’ଙ୍କୁ ହରାଇ ଏବେ ବେସାହାରା: ଭାଇ, ଭଉଣୀଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ପୁରାତନ ଛାତ୍ର

ଜଗତସିଂହପୁର ଟାଉନ୍: ସୋନାଲି ଓ ଜ୍ଞାନଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ପ୍ରଧାନ। ଘର ଗାଲୁପଡ଼ାରେ। ୨୦୦୭ରେ ଏସଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲ ଗେଟ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣାରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୁଏ। ସେଇ ଘଟଣାର ୧୫ ଦିନ ପରେ ଏସଭିଏମ୍ କଲେଜ…
ଅଧିକ ଖବର ଦେଖନ୍ତୁ...

୩୦ ଲକ୍ଷ ଟଙ୍କାର ବାଲିକୁଦା ମିନି ଷ୍ଟାଡିୟମ୍‌ ଏବେ ଘାସବଣ

ମାଛଗାଁ : ବାଲିକୁଦା ବ୍ଲକର ୩୦ ପଞ୍ଚାୟତର ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ଓ ଆବଶ୍ୟକ ପ୍ରଶିକ୍ଷଣ ନିମନ୍ତେ ଆମ୍ବଶାଳ ଠାରେ ଏକ ବିଜୁ ମିନି ଷ୍ଟାଡିୟମ ନିର୍ମାଣ ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୫/୧୨/୨୦୨୧ରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସାଂସଦ ରାଜଶ୍ରୀ…
ଅଧିକ ଖବର ଦେଖନ୍ତୁ...

ମେଗା ପାନୀୟ ଜଳ ପ୍ରକଳ୍ପ କେ‌ବେ ମେଣ୍ଟାଇବ ତୃଷା ? ୨ ବର୍ଷ‌ରେ ଶେଷ ହେବା କଥା, ୫ ବର୍ଷ ପରେ ବି କାମ ଅଧା

ମାଛଗାଁ: ବାଲିକୁଦା ବ୍ଲକର ୩୦ ପଞ୍ଚାୟତର ଜନସାଧାରଣଙ୍କୁ ବିଶୁଦ୍ଧ ମଧୁର ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ବିନିମୟରେ ଆମ୍ବଶାଳ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କରୁଛନ୍ତି। ଏଲଏଣ୍ଡ୍‌ଟି ଦ୍ବାରା ପ୍ରସ୍ତୁତ କରାଯାଉଥିବା ଏହି ପ୍ରକଳ୍ପ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଶିଆଳି ଭ୍ୟୁ ଟାୱାର ବିପଦରେ, ଭାରତମେଳା ଯୋଜନା ନେଇ ତେଜୁଛି ଅସନ୍ତୋଷ, ଆନ୍ଦୋଳନ ସଜବାଜ

ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକରେ ଉପକୂଳ ଅଂଚଳରେ ପଦ୍ମପୁର ପଂଚାୟତରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଶିଆଳି ବେଳାଭୂମି ଏବେ ସମୁଦ୍ର ଜୁଆର ମାଡ଼ରେ ପୁଣି ଥରେ କ୍ଷତବିକ୍ଷତ ହୋଇଛି। ସୁରକ୍ଷା ପାଇଁ ଗଚ୍ଛିତ ବାଲିବସ୍ତା କିଛି କାମ ଦେଉ ନାହିଁ। ସେଠାରେ ଥିବା ଭ୍ୟୁ ଟାୱାର…
ଅଧିକ ଖବର ଦେଖନ୍ତୁ...

ପାମ୍‌ ଗଛର ସୌନ୍ଦର୍ଯ୍ୟୀକରଣ ନେଇ ପ୍ରଶ୍ନବାଚୀ: ପୁରୁଣା ଉଜୁଡ଼ିଲାଣି, ନୂଆ ରହିବ ତ?

ଜଗତସିଂହପୁର ଟାଉନ୍: ଜଗତସିଂହପୁର ପୌରାଞ୍ଚଳର ସୌନ୍ଦର୍ଯ୍ୟୀକରଣ ପାଇଁ ତତ୍‌କାଳୀନ ଜିଲ୍ଲାପାଳ ଯାମିନୀ ଷଢ଼ଙ୍ଗୀ ଓ ଏସ୍‌ପି ଜୟନାରାୟଣ ପଙ୍କଜଙ୍କ ଉଦ୍ୟମରେ ଡାକ ବଙ୍ଗଳା ଛକଠାରୁ ରଶ୍ମି ଟକିଜ୍ ପର୍ଯ୍ୟନ୍ତ କେନାଲ ପାର୍ଶ୍ବରେ ଲଗାଯାଇଥିବା ପାମ୍ ଗଛଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ରେ ଗପି ଜନନୀ ଏକ୍ସପ୍ରେସ୍‌ ଗଛକୁ ପିଟିଲା ଡ୍ରାଇଭର୍‌

ଜଗତସିଂହପୁର ଟାଉନ୍: ଜଣେ ଆସନ୍ନପ୍ରସବା ବୋହୂକୁ ଧରି ୧୦୨ ଆମ୍ବୁଲାନ୍ସରେ ହସ୍ପିଟାଲ ଅଭିମୁଖେ ଯାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ଗର୍ଭବତୀ ଓ ତାଙ୍କ ଶ୍ବଶୁର ଅଳ୍ପକେ ବର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ପାଇଁ ଶାରଳା ମନ୍ଦିରରେ ପ୍ରାଶାସନିକ ପ୍ରସ୍ତୁତି, ଅଟକିଲା ‘ମଣ୍ଡା’ ନି‌ଷ୍ପତ୍ତି

ଜଗତସିଂହପୁର/ ତିର୍ତୋଲ: ପାର୍ବଣ ଋତୁ ପାଇଁ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମା’ଙ୍କ ଏହି ପାର୍ବଣଯାତ୍ରାର ମୁଖ୍ୟ ଆକର୍ଷଣ ‘ମଣ୍ଡା ପିଠା’ର ବିକ୍ରି ନେଇ ନିଷ୍ପତ୍ତି ଅଟକିଛି। ପ୍ରତିବର୍ଷ ଭଳି ପଣ୍ଡାସେବକଙ୍କ ପାଳି ପ୍ରାପ୍ୟ ଓ…
ଅଧିକ ଖବର ଦେଖନ୍ତୁ...