ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ମାସକ ପରେ ଓଢ଼ଣଷଷ୍ଠୀ; ପ୍ରଶାସନର ଚିନ୍ତା ନାହିଁ

ବିରିଡ଼ି: ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍‌ ଅଢ଼ଙ୍ଗଗଡ଼ ନାଇଲୋସ୍ଥିତ ମହାପୁରୁଷ ଯଶୋବନ୍ତ ଦାସ ଗୋସ୍ୱାମୀଙ୍କ ପୀଠରେ ଆଉ ଏକ ମାସ ପରେ ଓଢଣଷଷ୍ଠୀ (ଶ୍ରାଦ୍ଧୋତ୍ସବ) ପାଳନ କରାଯିବ। ଉକ୍ତ ଦିବସରେ ପୀଠକୁ ସାରା ରାଜ୍ୟରୁ ଜଗନ୍ନାଥ ପ୍ରେମୀ ସାଧୁସନ୍ଥ, ସାହିତ୍ୟିକ, କବି, ସ୍ୱେଚ୍ଛାସେବୀ ଓ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଗାଡ଼ିରୁ ବ୍ରାଉନ୍‌ସୁଗାର୍‌ ବେପାରୀ ଚମ୍ପଟ୍‌

ଜଗତସିଂହପୁର : ପାରାଦୀପ ଆଦର୍ଶ ଥାନା ପୁଲିସକୁ ଚକ୍‌ମା ‌ଦେଇ ଜଣେ ବ୍ରାଉନସୁଗାର ବେପାରୀ ଚମ୍ପଟ୍‌ ମାରିଛି। ଫେରାର ଅଭିଯୁକ୍ତ ଜଣକ ହେଲା ଲକ୍‌ପଡ଼ାରେ ରହୁଥିବା ରବି ମଣ୍ଡଳ। ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ମାଛ ଧରିବାକୁଯାଇ ଜଣେ ଭାସିଗଲେ, ମୃତଦେହ ଉଦ୍ଧାର

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କୋରଣା ପଞ୍ଚାୟତର ପବିତ୍ର ବିଶ୍ଵାଳ(୫୫) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ କେଳୁଣୀ ମୁହାଣ ସଲଗ୍ନ ନଈକୁ ମାଛ ଧରିବାକୁ ଯାଇ ପାଣିରେ ଭାସିଯିବା ପରେ ଆଜି ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ବାତ୍ୟା ପୂର୍ବରୁ ମୁଣ୍ଡ ନେଲା…
ଅଧିକ ଖବର ଦେଖନ୍ତୁ...

ଓଜନ ଓ ମାପ ବିଭାଗ ନିରବଦ୍ରଷ୍ଟା, ଓଜନ କମାଇବା ଯନ୍ତ୍ରରେ ଚାଷୀଙ୍କୁ ଲୁଟ୍

ଜଗତସିଂହପୁର: ଜିଲ୍ଲାରେ ଓଜନ ଓ ମାପ ବିଭାଗର କାର୍ଯ୍ୟ ଶୈଳୀ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଭାଗୀୟ ଅଧିକାରୀମାନେ ଏତେ ଦକ୍ଷ ଯେ, ବଜାରରେ ଏବେ ନକଲି ଓଜନ ଓ ମାପ ଯନ୍ତ୍ର ଖୁଲମଖୁଲା ବୁଲୁଛି। ଚାଷୀମାନଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ଅସାଧୁ ବ୍ୟବସାୟୀମାନେ ବେଶ୍ ଲାଭ ଉଠାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନୂଆ ସେତୁ ଉଦ୍‌ଘାଟନ ପରେ ପୁରୁଣାର ଫଳକ ଭାଙ୍ଗିଲା, ପୁଣି ଫଳକ ଲଗାଯିବ: ଯନ୍ତ୍ରୀ

ମାଛଗାଁ: ବାଲିକୁଦା ବଜାର ନିକଟ ମାଛଗାଁ କେନାଲ ଉପରେ ନିର୍ମିତ ଏକ ନୂତନ ସେତୁର ଉଦ୍‌ଘାଟନ ପରେ ପରେ ସେହି ସେତୁ ପାର୍ଶ୍ବରେ ଥିବା ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ଅମଳର ପୁରୁଣା ସେତୁର ଉଦ୍‌ଘାଟନୀ ଫଳକକୁ ଠିକା ସଂସ୍ଥା ଦ୍ବାରା ଭାଙ୍ଗି ଦିଆଯାଇଛି। ଏହି ଘଟଣାକୁ କେନ୍ଦ୍ର କରି…
ଅଧିକ ଖବର ଦେଖନ୍ତୁ...

ନାଉଗାଁରେ ବ୍ରିଟିସ୍‌ ଅମଳର ୧୧୩ ବର୍ଷର ସବ୍‌ରେଜିଷ୍ଟ୍ରାର ଅଫିସ୍‌, ୬ ବର୍ଷ ହେଲା ନାହାନ୍ତି ଅଫିସର୍‌

ନାଉଗାଁ: ନାଉଗାଁ ବ୍ଳକ ଦେବୀଦୋଳ ଠାରେ ବ୍ରିଟିସ୍‌ ଅମଳରେ ୧୯୦୯ ମସିହାରେ ସ୍ଥାପିତ ସବରେଜିଷ୍ଟ୍ରାର ମ୍ୟାରେଜ୍‌ ଅଫିସ ବା ଉପ ନିବନ୍ଧକ ଓ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ ଏକ ସର୍ବ ପୁରାତନ କାର୍ଯ୍ୟାଳୟ। ଏହାର କୋଠାଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ଏଠାରେ ୬ ବର୍ଷ ହେଲା…
ଅଧିକ ଖବର ଦେଖନ୍ତୁ...

ବସ୍ ଚାଳକ, କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ୍, ହେଲ୍‌ପର୍‌ ଓ ଅନ୍ୟ ଜଣେ ଚାଳକ ହିଁ ମାଷ୍ଟରମାଇଣ୍ଡ୍‌!

ଜଗତସିଂହପୁର: ପାରାଦୀପ-ପୁରକୁ ଦୈନିକ ସକାଳେ ଯାଉଥିବା ଶିବଶକ୍ତି ନାମକ ଏକ ‌ଯାତ୍ରୀବାହୀ ବସ୍‌ର ଚାଳକ ଓ କଣ୍ଡକ୍ଟରଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବସ୍‌ର ହେଲ୍‌ପର୍‌ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

ଓଳାଶୁଣି ସେତୁର ସମ୍ପ୍ରସାରଣ ପାଇଁ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ୫ ନମ୍ବର-ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକସ୍ଥିତ ସେତୁ (ବ୍ରିଜ୍‌)ର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଚିଠି ପ୍ରଦାନ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ୫ ଗିରଫ

ଜଗତସିଂହପୁର: ଅଭୟଚାନ୍ଦପୁର ଥାନା ଅଧୀନରେ ଘଟିଥିବା ବହୁଚର୍ଚ୍ଚିତ ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ୫ ଜଣ ହୁକୁମ ସିଂ, ହରପାଲ ସିଂ, ଅମଜାଦ ଖାଁ, ଯୋଗେଶ୍ବର ବାରିକ ଓ ଏସକେ ବିଲାଲଉଦ୍ଦିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନ୍‌ରେ ପଡ଼ିଛି ସାଂସଦଙ୍କ ଅନୁଦାନ ଲେଖା ଚେୟାର୍‌

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ବର୍ତ୍ତମାନ ସାଂସଦ ଶ୍ରୀମତୀ ଡା.ମଲ୍ଲିକ ଅନୁଦାନ ରାଶିକୁ ନେଇ ଅଭିଯୋଗ ଉଠାଇଛନ୍ତି ବିଧାୟକଙ୍କ ସମର୍ଥକ। ଗୋରେଖନାଥ ରେଳଷ୍ଟେସନ ଛପଡ଼ାରେ…
ଅଧିକ ଖବର ଦେଖନ୍ତୁ...