ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ଏରସମାରେ ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ

ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର ଛତ୍ରକନ୍ଧା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିକାଣ୍ଡରେ ପାଞ୍ଚଟି ପରିବାରର ପ୍ରାୟ ଆଠ ବଖରା ଘର ଜଳିପୋଡି ପାଁଉଶ ହୋଇଯାଇଛି। ପାଞ୍ଚଟି ପରିବାର ନିମିଷକ ମଧ୍ୟରେ ସର୍ବସ୍ବାନ୍ତ ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ୪ ଯୁବକଙ୍କ ବର୍ବର କାଣ୍ଡ: ଆଶା କର୍ମୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ

ଜଗତସିଂହପୁର : ଷଣ୍ଢକୁଦର ଜଣେ ଆଶାକର୍ମୀଙ୍କୁ କାର୍‌ରେ ଅପହରଣ କରି ନେଇ ଗଣଦୁଷ୍କର୍ମ କରିବା ଭଳି ଏକ ବର୍ବର କାଣ୍ଡ ଘଟିଛି ପାରାଦୀପ ଅଞ୍ଚଳରେ। ଏ ସଂପର୍କରେ ଶନିବାର ଦିନ କୁଜଙ୍ଗ କୋର୍ଟ‌ରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯାଇଛି। ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି। ପୁଲିସ,…
ଅଧିକ ଖବର ଦେଖନ୍ତୁ...

ଆରେଷ୍ଟ ଜାହାଜକୁ ମୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ/ଜଗତସିଂହପୁର ଟାଉନ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆରେଷ୍ଟ କରାଯାଇଥିବା ଜାହାଜକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏମ୍‌ଭି ମେରାଇନ ହର୍ଣ୍ଣବିଲ (ଆଇଏମଓ ନମ୍ବର ୯୫୯୪୩୬୫) ଜାହାଜକୁ ମୁକ୍ତ…
ଅଧିକ ଖବର ଦେଖନ୍ତୁ...

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତାଗିଦ୍ କାମ କରୁନାହିଁ, ହଷ୍ଟେଲ ପାଇଁ ଇଟା ଖଣ୍ଡେ ପଡ଼ିଲାନି

ଜଗତସିଂହପୁର ଟାଉନ୍: କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ ସରିଛି। କିନ୍ତୁ ଜଗତସିଂହପୁର ବ୍ଲକ୍ ଶାଳଜଙ୍ଗରେ ୫ ବର୍ଷ ତଳେ ନିର୍ମିତ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲଟିଏ ନାହିଁ। ଜିଲ୍ଲାର ପ୍ରଥମ ଆଦର୍ଶ ବିଦ୍ୟାଳୟ ହୋଇଥିବାରୁ ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀମାନେ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ ନିଯୁକ୍ତି, କଟକରେ ଡ୍ୟୁଟି

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ। କିନ୍ତୁ, ଜଗତସିଂହପୁରରେ ନିଯୁକ୍ତି ପାଇଥିବା ଏବଂ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦରମା ନେଉଥିବା ୬ ଜଣ ସୁପର…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଚୋରି ଅଭିଯୋଗ: ନାବାଳକକୁ ବାନ୍ଧି ମାଡ଼, ପରିସ୍ରା ପିଆଇଲେ

ଜଗତସିଂହପୁର ଟାଉନ୍ : ଜଗତ୍‌ସିଂହପୁର ଜିଲ୍ଲା ରଘୁନାଥପୁର ଥାନା ରେଢ଼ୁଆ ଶାଳିଜଙ୍ଗା ଅଞ୍ଚଳରେ ମୋବାଇଲ୍‌ ଚୋରି ଅଭିଯୋଗରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକକୁ କେତେଜଣ ଯୁବକ ନିସ୍ତୁକ ମାଡ଼ ମାରିବା ସହିତ ପରିସ୍ରା ପିଆଇଛନ୍ତି। ଏହାପରେ ଅସୁସ୍ଥ ଅବସ୍ଥାରେ ନାବାଳକକୁ ଜଗତସିଂହପୁର…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ ଜଳବନ୍ଦି ସମସ୍ୟା ଗମ୍ଭୀର, ହଜି ଯାଉଛି ଜଳ ନିଷ୍କାସନର ପ୍ରାକୃତିକ ମାର୍ଗ

ଜଗତସିଂହପୁର ସଦର: ଲଘୁଚାପଜନିତ ୫ ଦିନର ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ରହିଛି। ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ଇ ରହିଛି। ତେବେ ଉଦ୍‌ବୃତ୍ତ ବର୍ଷା ବା ବନ୍ୟାଜଳ ନିଷ୍କାସନ ପାଇଁ ଥିବା ନାଳ, ସଫେଇ ଭଳି ପ୍ରାକୃତିକ ମାର୍ଗ…
ଅଧିକ ଖବର ଦେଖନ୍ତୁ...

‘ଜୱାଦ୍‌’ରେ କ୍ଷତିଗ୍ରସ୍ତ ୧୨୪୨ ଚାଷୀଙ୍କୁ ସହାୟତା କେବେ ?

ନାଉଗାଁ: ୨୦୨୧ ନଭେମ୍ବରରେ ସାମୁଦ୍ରିକ ଝଡ଼ ‘ଜୱାଦ’ ପ୍ରଭାବରେ ନାଉଗାଁ ବ୍ଲକର ୧୨୪୨ ଚାଷୀଙ୍କର ୨ କୋଟି ୭୯ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିଲା। ନାଉଗାଁ କୃଷି ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସର୍ଭେ ପରେ ସରକାରଙ୍କୁ ଏହି ରିପୋର୍ଟ ଦିଆଯାଇଥିଲା। ଇତିମଧ୍ୟରେ ୧୦ ମାସ ବିତିଲାଣି। ଅଥଚ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ବନ୍ୟାରେ ୪୫ ହଜାରରୁ ଅଧିକ ଲୋକ ପ୍ରଭାବିତ

ଜଗତସିଂହପୁର : ବନ୍ୟାରେ ଦିନକୁ ଦିନ ଜଗତସିଂହପୁର ଜିଲ୍ଲା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ବିଶେଷକରି କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏବେ ବି ହଜାର ହଜାର ଲୋକ ପାଣି ଘେରରେ ରହି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି। ପିଇବା ପାଣି,…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ବୀମା ଯୋଜନା କରୁ ନ ଥିବା ସିଏସ୍‌ପି ଅଚଳ, ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍‌ କାରବାରରେ ବାଧା

ଜଗତସିଂହପୁର ଟାଉନ୍ : ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ କାରବାରର ଲାଇଫ୍‌ଲାଇନ୍ ସାଜିଥିବା ଶହ ଶହ କମନ୍ ସର୍ଭିସ ସେଣ୍ଟର(ସିଏସ୍‌ପି) ଗତ ତିନିଦିନ ହେଲା ଅଚଳ ହୋଇପଡ଼ିଛି। କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ମନୁଷ୍ୟକୃତ ଭାବେ ଏହାକୁ ଅଚଳ କରି ଦିଆଯାଇଛି। ଫଳରେ, ସହଜରେ ଟଙ୍କା ଜମା ଓ…
ଅଧିକ ଖବର ଦେଖନ୍ତୁ...