ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ବରଗଡ଼ ପରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ଧାନ ବିଲରେ ଚାଷୀ ଲଗାଇଲେ ନିଆଁ

ସମ୍ବଲପୁର/ଝାରସୁଗୁଡ଼ା: ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶାର ଚାଷୀ ମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖା ଯାଉଛନ୍ତି। ପୋକ ଲାଗିି ଫସଲ ଉଜୁଡି ଯିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ…
ଅଧିକ ଖବର ଦେଖନ୍ତୁ...

ବେଲପାହାଡ଼ର ପୂର୍ବ ଉପନଗରପାଳଙ୍କ ବିୟୋଗ

ବେଲପାହାଡ଼/ବ୍ରଜରାଜନଗର: ଆଶା କର୍ମୀ ଭାବେ କାର୍ଯ୍ୟରତ ଥିବା ବେଲପାହାଡ଼ର ପୂର୍ବତନ ଉପନଗରପାଳ ଆରତି ସୁନା (୪୮)ଙ୍କ ମୃତ୍ୟୁ ଘଟିଛି। ସେ ଗୁମାଡ଼େରା ରେଲେଓ୍ଵ ଫାଟକ ନିକଟରେ ରହୁଥିଲେ। ଆରତି ସୁନା ସହରର ନୂଆପଡ଼ାରେ ରବିବାର ମଧ୍ୟାହ୍ନ ସମୟରେ କୁଷ୍ଠରୋଗ ଚିହ୍ନଟ ସର୍ଭେ କରୁଥିବା ସମୟରେ ହୃଦଘାତ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ସୁପର ମାର୍କେଟ ପିଣ୍ଡି ଉଚ୍ଛେଦ ପ୍ରକ୍ରିୟା ଶେଷ

ବ୍ରଜରାଜନଗର: ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ବ୍ରଜରାଜନଗର ସୁପର ମାର୍କେଟରେ ଥିବା ୨୮ଟି ପିଣ୍ଡିକୁ ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ଉଚ୍ଛେଦ କରାଯାଇଛି। ସକାଳେ ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ତହସିଲ୍‌ଦାର ବି.ବି ମଂଗରାଜ, ବ୍ରଜରାଜନଗର…
ଅଧିକ ଖବର ଦେଖନ୍ତୁ...

ଗୁମାଡ଼େରା-ବେଲପାହାଡ଼ ରାସ୍ତାରେ ପୁଣି ଟ୍ରକ୍‌ ଚାଲିଲା:ବିରୋଧ କଲା ଟ୍ରକ୍‌ ମାଲିକ ସଂଘ

ଝାରସୁଗୁଡ଼ା: ବେଲପାହାଡ଼ ନାଗରିକ କମିଟିର ବାରମ୍ବାର ଦାବିକୁ ଦୃଷ୍ଟିରେ ରଖି ବେଲପାହାଡ଼-ଗୁମାଡ଼େରା ମୁଖ୍ୟରାସ୍ତାରେ ଭାରି ଯାନ ଚଳାଚଳକୁ ନେଇ ଗତ ୧୩ ତାରିଖ ପତ୍ର ସଂଖ୍ୟା ୩୦୫୪ରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଥିଲା। ଏଥିରେ କୋଇଲା ଟ୍ରକ୍‌ ଚଳାଚଳକୁ ରୋକ୍‌…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ୧୪ ବର୍ଷ ଜେଲ

ଝାରସୁଗୁଡ଼ା : ଘରେ ଏକୁଟିଆ ଥିବା ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଝାରସୁଗୁଡ଼ା ଜିଲ୍ଲା ଓ ସେସନ ଜଜ୍‌ ଗୋପାଳଚନ୍ଦ୍ର ପଟ୍ଟନାୟକ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୧ ହଜାର ଟଙ୍କା ଅର୍ଥଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହି କୋର୍ଟର କ୍ୟାଡର ପବ୍ଲିକ…
ଅଧିକ ଖବର ଦେଖନ୍ତୁ...

ତେଜୁଛି ଅସନ୍ତୋଷ, ରାସ୍ତା ଅବରୋଧ ପାଇଁ ସଜବାଜ

କୋଲାବିରା: କୋଲାବିରା ଥାନା ରଘୁନାଥପାଲି ପଞ୍ଚାୟତ ଅଧୀନରେ ଥିବା କପାଗୁଡ଼ା ଗାଁ ନିକଟରେ ପ୍ରତିଷ୍ଠିତ ଅପାର କେବୁଲ କାରଖାନା ଉତ୍ପାଦନ ଆରମ୍ଭ କରି ଦେଇଛି। ଏହି କାରଖାନାର କର୍ତୃପକ୍ଷ ଚୁକ୍ତି ଅନୁସାରେ ସ୍ଥାନୀୟ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ଏହାକୁ ଉଲ୍ଲଂଘନ କରିଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଟ୍ରେଞ୍ଚ୍‌ରେ ପଡ଼ି ଓ ବିଦ୍ୟୁତ ଆଘାତରେ ୨ଟି ହାତୀଙ୍କ ମୃତ୍ୟୁ

ଲଇକେରା: ଝାରସୁଗୁଡ଼ା ବନଖଣ୍ଡ ବାଗଡିହି ଫରେଷ୍ଟ ରେଂଜ ତେଲିଡିହି ରେଲେଓ୍ଵ ଫାଟକ ନିକଟରୁ ୩୦୦ ମିଟର ଦୂରରେ କେବୁଲ ପାଇଁ ଖୋଳା ଯାଇଥିବା ସଂକୀର୍ଣ୍ଣ ଗଭୀର ଗାତରେ ପଡ଼ି ଗତ ୨୨ ଦିନରେ ୩ଟି ହାତୀଙ୍କ ମୃତ୍ୟୁ ହେଲାଣି। ସୋମବାର ସକାଳେ ୨-୩ ମାସର ଏକ ହାତୀ ଉକ୍ତ ଗାତରେ ମରି ପଡ଼ିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଲଖନପୁର ବ୍ଲକ୍‌ ବିଜେଡି ମହିଳା ସଭାନେତ୍ରୀ ଓ ତାଙ୍କ ସ୍ୱାମୀ ମୃତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଉଷାବତୀ ସାହୁ ଓ ତାଙ୍କ ସ୍ୱାମୀ ଶେଷଦେବ ସାହୁଙ୍କ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏନଏଚ ୪୯ ବାଘମୁଣ୍ଡା ଲୁହୁରାପଡ଼ା ନିକଟ ପୋଲ ଉପରେ ଏହି ଦୁର୍ଘଟଣା ଶୁକ୍ରବାର ଅପରାହ୍‌ଣ ୩ଟା ୧୫ରେ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଜମି ହଡ଼ପ ବିରୋଧରେ ତେଜିବ ଆନ୍ଦୋଳନ

ଝାରସୁଗୁଡ଼ା: ଆଦିବାସୀ ଜମିକୁ ଚଂଚକତା କରି ହଡ଼ପ କରିଥିବା ବ୍ୟକ୍ତି କିମ୍ବା କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜମିକୁ ହସ୍ତାନ୍ତର କରାଯାଉ ଏବଂ କିର୍ମିରା ଓ ଲଇକେରା ବ୍ଲକ୍‌କୁ ସିଡ୍ୟୁଲ୍‌ ବ୍ଲକ୍‌ର ମାନ୍ୟତା ଦିଆଯାଉ ବୋଲି ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିିତ ଆଦିବାସୀ ସମାଜ…
ଅଧିକ ଖବର ଦେଖନ୍ତୁ...

ବେଲପାହାଡ଼: ମର୍ଣ୍ଣିଂ ଓ୍ଵାକ୍‌ ବେଳେ ଅଜଣା ଟ୍ରକ୍‌ ଧକ୍କାରେ ୨ ଯୁବକ ମୃତ, ରାସ୍ତା ଅବରୋଧ

ବ୍ରଜରାଜନଗର: ଆଜି ସକାଳେ ମର୍ଣ୍ଣିଂ ଓ୍ଵାକ୍‌ କରିବାକୁ ଯାଇଥିବା ବେଳେ ୩ ଜଣ ଯୁବକଙ୍କୁ ଏକ ଅଜଣା ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଦୁଇଜଣ ଯୁବକଙ୍କର ମତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ବୁର୍ଲା ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...