ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଗର୍ଭବତୀ ପ୍ରେମିକାର ତଣ୍ଟି କାଟି ଯୁବକ ଫେରାର

ଝାରସୁଗୁଡ଼ା : ପ୍ରେମ ପାଇଁରେ ଦୁନିଆକୁ ଭୁଲି ପଛରେ ପକେଇ ଦେଇଥିଲେ। ମା’-ବାପା, ଭାଇ ଭଉଣୀଙ୍କ ସ୍ନେହ ବନ୍ଧନ ତୁଟାଇ ସମସ୍ତଙ୍କୁ ଛାଡ଼ି ପ୍ରେମିକ ସହ ଘର ଛାଡ଼ି ଚାଲି ଯାଇଥିଲେ। ମାତ୍ର ପ୍ରେମିକ ତାକୁ ଜୀବନରେ ମାରି ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିବା ଆଲୋଡ଼ନ ସୃଷ୍ଟି କରିଛି। ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ମେଘୁଆ ପାଗକୁ ଝିପିଝିପି ବର୍ଷା: ଆତଙ୍କିତ ଚାଷୀ

ଝାରସୁଗୁଡ଼ା: ଅନାବୃଷ୍ଟି ଯୋଗୁଁ ଚିନ୍ତିତ ଚାଷୀ ପାଣି ପାଇଁ ହାହାକାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଲଗାଣ ବର୍ଷାରେ ଚାଷଜମିରେ ନାହିଁ ନଥିବା କ୍ଷତି ଘଟିଥିଲା। ଚାଷ ଅମଳ ହେବା ବେଳକୁ ଜମିରେ ମାଟିଆଗୁଣ୍ଡି, ଚକଡ଼ା ପୋକ ଲାଗି ଏକର ଏକର ଜମିକୁ ନଷ୍ଟ କରି ପକାଇଲା। ନିରାଶ ହୋଇ ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ଶିବ ମହିମା ଛକରେ ପୁଣି ଦୁର୍ଘଟଣା: ଜଣେ ମୃତ, ଆଉ ଜଣେ ଗୁରୁତର

ବ୍ରଜରାଜନଗର/ବେଲପାହାଡ଼ : ଜାତୀୟ ରାଜପଥ ୪୯ ବେଲପାହାଡ଼ ଶିବ ମହିମା ଛକରେ ପୁଣି ଏକ ଦୁର୍ଘଟଣାରେ ଜଣଙ୍କର ପ୍ରାଣ ଯାଇଛି। ଏହି ଛକଟି ଏକ ମରଣଯନ୍ତାରେ ଏବେ ପରିଣତ ହୋଇସାରିଛି। ସମୟ ବ୍ୟବଧାନରେ ଛୋଟବଡ଼ ଦୁର୍ଘଟଣା ଘଟିଚାଲିଛି। ଶନିବାର ରାତି ୩ଟାରୁ ୪ଟା ସମୟରେ ଏକ ଦୁର୍ଘଟଣାରେ ଯୁବକ ମନିଷ ସା…
ଅଧିକ ଖବର ଦେଖନ୍ତୁ...

ଦେଶର ଶହେ ପ୍ରଦୂଷିତ ସହର ମଧ୍ୟରେ ଝାରସୁଗୁଡ଼ା:‘ଆଉ କାରଖାନା ଦରକାର ନାହିଁ’

ଝାରସୁଗୁଡ଼ା: ଦେଶର ୧୦୦ଟି ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ଓ ଇବ୍‌ ଭ୍ୟାଲି ନାମ କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡ଼ ଘୋଷଣା କରିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ନିରବ ରହିଛନ୍ତି। ଝାରସୁଗୁଡ଼ା ଓ ଇବ୍‌ଭ୍ୟାଲି ଏବେ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ରହିଛି। କାରଖାନା କର୍ତ୍ତୃପକ୍ଷ ପାଉଁଶ…
ଅଧିକ ଖବର ଦେଖନ୍ତୁ...

ଦଂପତିଙ୍କୁ ମାଡ଼, ସ୍ତ୍ରୀଙ୍କୁ ଟଣାଓଟରା: ଦୁଇ ଭାଇ ଗିରଫ

ରେଂଗାଲି: ରେଂଗାଲି ଥାନା କାଳିଆପଡ଼ାରେ ଭଡ଼ା ଘରେ ରହୁଥିବା ଏକ ଦଂପତିଙ୍କୁ ମାଡ଼ ମାରିବା ସହ ପତ୍ନୀଙ୍କୁ ଟଣାଓଟଣା କରି ମନ୍ଦ ଉଦ୍ଦେଶ୍ୟ ରଖି ଦୁର୍ବ୍ୟବହାର ପ୍ରଦର୍ଶନ, ଗାଳିଗୁଲଜ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଂଗାଲି ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ଜଳିଲା ଦାଦନ ଶ୍ରମିକଙ୍କ ଜୁଇ

କନକତୋରା: ଝାରସୁଗୁଡ଼ା ଜିଲ୍ଲାରୁ ବାହାର ରାଜ୍ୟକୁ ଯାଇ କାମ କରୁଥିବା ଦାଦନ ଶ୍ରମିକଙ୍କୁ ନିର୍ଯାତନା ଏବଂ କରୁଣ କାହାଣୀର ଅନ୍ତ ଘଟୁନାହିଁ। ଏହିକ୍ରମରେ ଲଖନପୁର ବ୍ଲକ୍‌ ଅଂଚଳର ଜଣେ ଯୁବ ଶ୍ରମିକ ଡେଂଗୁରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ପ୍ରାଣ ହରାଇଛନ୍ତି। କିରିତମାଳ ଗାଁର ସୌମିତ୍ରୀ ପାଣ୍ଡେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦମ୍ପତି ଗିରଫ

ବ୍ରଜରାଜନଗର: ବେଲପାହାଡ଼ ଥାନା ଅଂଚଳର ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ସୋମବାର ଝଣ୍ଡାପଡ଼ାର ଚମ୍ପେତ ଲୁହୁରା (୫୦) ଓ ତା’ର ପତ୍ନୀ ସୁରେଖା ଲୁହରା (୪୦)ଙ୍କୁ ଗିରଫ କରିଛି। ଏହି ଦୁଷ୍କର୍ମରେ ସୁରେଖା ସ୍ୱାମୀଙ୍କୁ ସହାୟତା କରିଥିବା ଅଭିଯୋଗ ହୋଇଛି। ଗିରଫ ପରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଆଖି ବୁଜିଲେ ପ୍ରେମିକା

ବ୍ରଜରାଜନଗର: ରାଜପୁର କାଳୀ ମନ୍ଦିର ନିକଟରେ ବିଷ ପିଇ ପ୍ରେମୀ ଯୁଗଳ ବୁଲୁ ଗୌଡ଼ (୨୫) ଓ ସୁକାନ୍ତି ପ୍ରଧାନ (୪୦) ଆତ୍ମହତ୍ୟା ଉଦ୍ୟମ କରିବା ପରେ ପ୍ରେମିକା ସୁକାନ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସୋମବାର ରାତି ୯ଟାରେ ଏହି ଘଟଣା ଘଟିଥିଲା। ଝାରସୁଗୁଡ଼ା ସଦର ହସ୍ପିଟାଲରେ ସୁକାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ପୋକ ଲଗା ଧାନ ଗଛ ନେଇ ଅଧିକାରୀଙ୍କୁ ଭେଟିଲେ ଚାଷୀ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍‌ ଝିର୍ଲାପାଲି ପଞ୍ଚାୟତ ବଡ଼ବାହାଲ ଗାଁରେ ରୋଗ ପୋକ ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି। ଚକଡ଼ା, ଗଣ୍ଠି ପୋକ, କାଣ୍ଡବିନ୍ଧା ଓ ଘୁନ୍‌ଘୁଟି ପୋକ ଯୋଗୁଁ ଅଂଚଳର ୧୫୦ରୁ ଅଧିକ ଚାଷୀଙ୍କ ଜମିରେ ୮୦ରୁ ୯୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଚାଷୀଙ୍କ ଚେତାବନୀ: ୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନହେଲେ କ୍ଷେତରେ ପୁଣି ଲାଗିବ ନିଆଁ

ଝାରସୁଗୁଡ଼ା: ଗତ ୪ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅନେକ ଚାଷୀ ସେମାନଙ୍କର ଧାନ କ୍ଷେତରେ ନିଆଁ ଲଗାଇଥିବା ବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିଛି। ଝାରସୁଗୁଡ଼ା ଜିଲ୍ଲା ସିରିଆପାଲିରେ ୩ଜଣ ଚାଷୀ ୧୩ ଏକର ଜମିରେ ନିଆଁ ଲଗାଇଛନ୍ତି। କ୍ଷମାଶୀଳ ନାୟକ ୪ଏକର, ସାବିତ୍ରୀ ପଟେଲ ୫ଏକର ଓ…
ଅଧିକ ଖବର ଦେଖନ୍ତୁ...