ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ବିନା ସିଗନାଲ ଓ ସୂଚନାରେ ରାସ୍ତା କାମ

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ରାଜ୍ୟ ରାଜପଥ ୧୦ର ପ୍ରଶସ୍ତୀକରଣ ଚାଲିଛି। ଝାରସୁଗୁଡ଼ା ନିକଟସ୍ଥ ବଡ଼ମାଲ,ସାହାପଡ଼ା,ସାରସମାଲ, ସରବାହାଲ ବାଇପାସ ନିକଟରେ କେଉଁଠି ରାସ୍ତା ମଝିରେ ଖୋଳାଯାଇଛି ତ ଆଉ କେଉଁଠି ରାସ୍ତା ନିର୍ମାଣ ଅଧାରେ ବନ୍ଦ କରି ବିରାଟ ଗର୍ତ୍ତ ଛାଡ଼ି ଦିଆଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ବଡ଼ଭାଇକୁ ହତ୍ୟା ଅପରାଧରେ ସାନ ଭାଇକୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା : ବଡ଼ଭାଇକୁ ହତ୍ୟା କରିଥିବା ଅପରାଧରେ ସାନଭାଇକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଝାରସୁଗୁଡ଼ା ଜିଲ୍ଲାଜଜ୍‌ ଗୋପାଳ ଚନ୍ଦ୍ର ପଟ୍ଟନାୟକ। ବଡ଼ମାଳ ଥାନା ମୁଡ଼କାଢ଼ୁଡା ଗ୍ରାମରେ ଗତ ୨୫.୧୧.୧୬ ସନ୍ଧ୍ୟା ୫ ଘଣ୍ଟା ସମୟରେ ସେହି ଗ୍ରାମର ମହାଦେବ କିସାନ ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅପରାଧରେ ୧୦ ବର୍ଷ କାରାଦଣ୍ଡ

ଝାରସୁଗୁଡ଼ା : ଜଣେ ୪ ବର୍ଷର ନାବାଳିକାକୁ ପୋକଡ଼ି ଖାଇବାକୁ ଦେବ କହି ଅପହରଣ କରିନେବା ପରେ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅପରାଧରେ ଝାରସୁଗୁଡ଼ା ସ୍ୱତନ୍ତ୍ର ଜଜ୍‌ ତଥା ଏଡ଼ିଜେ ସୌମେନ୍ଦ୍ର ରାଜଗୁର ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବଡ଼ମାଲ ଥାନା…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ବ୍ୟବସ୍ଥା ଫେଲ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଷୀ ଏବେ ସଂକଟରେ। ଅମଳ ଧାନକୁ ରଖିବାକୁ ଘରେ ଜାଗାନାହିଁ। ଘର, ଅଗଣା, ଖଳା ସବୁଠାରେ ପଡ଼ିଛି ବର୍ଷ ତମାମ କଷ୍ଟୋପାର୍ଜିତ ଫସଲ। ସରକାରୀ ବାବୁ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମଣ୍ଡି ଖୋଲିବାର ୪ ଦିନ ବିତିଯାଇଥିଲେ ମଧ୍ୟ ଧାନ ବିକ୍ରି ହୋଇ ପାରୁନି। ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଆମ୍ବଦରହକୁ ବିପଜ୍ଜନକ ପୋଲ

ବ୍ରଜରାଜନଗର: ଝାରସୁଗୁଡ଼ା ବ୍ଲକ୍‌ ରାଜପୁର ପଞ୍ଚାୟତ ଆମ୍ବଦରହ ଗାଁକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ଥିବା ପୋଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବିପଜ୍ଜନକ ପୋଲ ଉପରେ ଗ୍ରାମବାସୀ ଦୈନନ୍ଦିନ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ଏହା ନ ଭୁଶୁଡ଼ିବ ସେନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରାୟ…
ଅଧିକ ଖବର ଦେଖନ୍ତୁ...

କ୍ଷତିପୂରଣ ନ ଦେଇ ଲାଇନ୍‌ ତାର ଟଣା, ଚାଷୀଙ୍କ ଧମକ୍‌-କ୍ଷତିପୂରଣ ନ ଦେଇ ଲାଇନ୍‌ ତାର ଟଣା, ଚାଷୀଙ୍କ ଧମକ୍‌

ରେଢ଼ାଖୋଲ: ରେଢ଼ାଖୋଲ ଅଂଚଳରେ ପାଓ୍ଵାର ଗି୍ରଡ୍‌ କର୍ପୋରେସନ ଲିମିଟେଡ ପକ୍ଷରୁ ଝାରସୁଗୁଡ଼ା-ଅନୁଗୁଳ ଲାଇନ୍‌ ପାଇଁ ୬୬୫ କେଭି ବିଦ୍ୟୁତ୍‌ ତାର ଟଣା ଚାଲିଛି। ମୁଖ୍ୟ କାର୍ଯ୍ୟ ପିଜିସିଏଲ ପକ୍ଷରୁ ଠିକା ସଂସ୍ଥା ଜରିଆରେ ଏହି କାର୍ଯ୍ୟ କରାଯାଉଛି। ହେଲେ, ଅନେକ ସ୍ଥାନରେ ପ୍ରତିଶ୍ରୁତି ମୁତାବକ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ତାର ଚୋରି, ସହର ଅନ୍ଧାର

ବ୍ରଜରାଜନଗର: ମଂଗଳବାର ସକାଳ ୮ଟାରୁ ମରାମତି ପାଇଁ ଓପିଟିସିଏଲର ୧୩୨ କେଭି ଲାଇନ ସଟଡାଉନ ନିଆଯାଇଥିବା ବେଳେ କେହି ଦୁର୍ବୃତ୍ତ ତାର ଚୋରି କରିଥିବା ଜଣାପଡ଼ିଛି। ଫଳରେ ବ୍ରଜରାଜନଗର ସହରକୁ ବିଦ୍ୟୁତ୍‌ ଯୋଗାଣ ଠପ୍‌ ହୋଇ ପଡ଼ିଛି। ରାତି ୧୦ଟା ଯାଏ ସହର ଅନ୍ଧାର ଥିବା ବେଳେ ଖୁଣ୍ଟରେ ତାର ବାନ୍ଧି…
ଅଧିକ ଖବର ଦେଖନ୍ତୁ...

ପୁଅ ସାଜିଲା ଘାତକ : ନିଜ ମା’ଙ୍କୁ ଫିଙ୍ଗିଦେଲା କୋଇଲା ବୋଝେଇ ବଗିରେ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳ ଗୁମାଡ଼େରା ଅଞ୍ଚଳର ଜଣେ ଯୁବକ ନିଜ ଜନ୍ମଦାତ୍ରୀ ମାଁଙ୍କୁ ଟେକିନେଇ ଚଳନ୍ତା କୋଇଲା ବୋଝେଇ ଟ୍ରେନର ଏକ ବଗିରେ ଫିଙ୍ଗି ଦେଇଥିବା ଭଳି ଅମାନୁଷିକ କାଯ୍ୟର୍ ସାଧାାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ସାଇଡ଼ିଂରେ କୋଇଲା ବଗି ସଫା କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ମା’ ମୃତ, ପୁଅ ଆହତ

କୋଲାବିରା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲି ଗାଁରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଆହତ ହୋଇଛନ୍ତି। ଘତିଆ ସରାଫଙ୍କ ସ୍ତ୍ରୀ ଭୂମିସୂତା (୬୫) ଶୁକ୍ରବାର ଅପରାହ୍‌ଣରେ ଗାଁର ଶିବ ମନ୍ଦିର ନିକଟକୁ ଶୌଚ ପାଇଁ ଯାଇଥିଲେ। ହଠାତ ବହୁ…
ଅଧିକ ଖବର ଦେଖନ୍ତୁ...

ବ୍ରେକ୍‌ ଫେଲ୍‌ ପରେ ପାଚେରି ଭାଙ୍ଗିଲା ସ୍କୁଲ ବସ୍‌

ବ୍ରଜରାଜନଗର: ଓରିଏଣ୍ଟ ଖଣିକ୍ଷେତ୍ର ଅଧୀନରେ ଏକମାତ୍ର ନିଜସ୍ୱ ସ୍କୁଲ ବସ (ସିଓଆରଡବ୍ଲୁ ୬୩୨) ନିୟନ୍ତ୍ରଣ ହରାଇ ଓରିଏଣ୍ଟ ସବଏରିଆ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ନେତାଜୀ ଭବନର ପାଚେରି ଭାଙ୍ଗି ଦେଇଛି। ବୁଧବାର ସକାଳ ୭ଟାରେ ଏହି ଘଟଣା ଦ୍ୱାରା ଉତ୍ତେଜନା ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...