ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ସୀମାନ୍ତରେ ବୁଲୁଛନ୍ତି ବେନାମୀ ବେପାରୀ

କନକତୋରା: ଲଖନପୁର ବ୍ଲକ୍‌ ରାଜ୍ୟର ଅନ୍ୟତମ ବୃହତ୍ତମ ବ୍ଲକ୍‌ ମଧ୍ୟରୁ ଗୋଟିଏ ଗଣା ଯାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ଏହି ଉପାନ୍ତ ଅଂଚଳ ଛତିଶଗଡ଼କୁ ସୀମା ଲାଗି ରହିଛି ଏବଂ ପ୍ରଶାସନିକ ଦୃଷ୍ଟି ଆଢ଼ୁଆଳରେ ସବୁବେଳେ ରହିଆସିଛି। ବିକାଶ ଓ ମୁଖ୍ୟସ୍ରୋତର ସବୁ କ୍ଷେତ୍ରରେ ଏହି ଅଂଚଳ ପଛୁଆ…
ଅଧିକ ଖବର ଦେଖନ୍ତୁ...

୫ ଲକ୍ଷ ଟଙ୍କାର ସୁନା, ରୁପା ଗହଣା ଚୋରି

ବ୍ରଜରାଜନଗର: ଓରିଏଣ୍ଟ ଥାନା କାଳୀନଗର ଏମକ୍ୟୁ-୮୭ କ୍ୱାର୍ଟରରୁ ନଗଦ ୫ ହଜାର ଟଙ୍କା ସହ ୧୩୮ ଗ୍ରାମ ସୁନା ଓ ୩୦ ଗ୍ରାମ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ସେକ ବାବୁଲାଲ। ବାବୁଲାଲ କୌଣସି କାମରେ ବୁର୍ଲା ଯାଇଥିବା ବେଳେ ଏହି ଚୋରି ହୋଇଛି। ଘରର ଗେଟ୍‌ ବନ୍ଦ ଥିଲା।…
ଅଧିକ ଖବର ଦେଖନ୍ତୁ...

ରାଜପୁର ସମଲେଇ ଗୁଡ଼ିରେ ଘୋଡ଼ାର ଖୁରା ଚିହ୍ନ

ବ୍ରଜରାଜନଗର: ରାଜପୁରର ବୁଢ଼ୀ ମା’ ସମଲେଇ ଗୁଡ଼ିରେ ଦଶହରା ଦିନ ବର୍ଷକରେ ଥରେ ଜମିଦାର ବଂଶଜମାନେ ରଣଜିତା ଶୋଭାଯାତ୍ରାରେ ମା’ଙ୍କୁ ଦର୍ଶନ ଓ ପୂଜା କରିବାର ପରମ୍ପରା ରହିଛି। ଶନିବାର ପାଟଖଣ୍ଡା ଧରି ରାଜପୁରୋହିତ ପ୍ରଦୀପ ପାଟ୍ଟଯୋଷୀଙ୍କ ସହ ଶୋଭାଯାତ୍ରାରେ ଯିବା ବେଳେ ଗୁଡ଼ିରେ ବଡ଼ ଘୋଡ଼ାର ଖୁରା…
ଅଧିକ ଖବର ଦେଖନ୍ତୁ...

ଗାତରେ ପଡ଼ି ହାତୀ ଶାବକର ମୃତ୍ୟୁ

ଲଇକେରା : ଝାରସୁଗୁଡ଼ା ବନଖଣ୍ଡ ବାଗଡିହି ଫରେଷ୍ଟ ରେଂଜ ଅଂଚଳରେ କିଛି ଦିନ ହେଲା ହାତୀମାନେ ଉପଦ୍ରବ କରି ଆସୁଥିବା ସମୟରେ ଏକ ହାତୀ ଶାବକ ଗାତରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ତେଲିଡିହି ରେଲେଓ୍ଵ ଫାଟକ ନିକଟରୁ ୩୦୦ ମିଟର ଦୂରରେ ଥିବା ଏକ ଗାତରେ ହାତୀ ଶାବକଟି ପଡ଼ି ଯାଇଥିଲା। ଗତ…
ଅଧିକ ଖବର ଦେଖନ୍ତୁ...

ଲଇକେରା: ରେଲେଓ୍ଵ ଟ୍ରେଞ୍ଚରୁ ହାତୀ ଶାବକର ମୃତଦେହ ଉଦ୍ଧାର

ଲଇକେରା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ର ବାଗଡିହି ଫରେଞ୍ଚ ରେଞ୍ଜ ଅନ୍ତର୍ଗତ ତେଲଡିହି ଫାଟକ ପାଖରେ ରେଲେଓ୍ଵ ଟ୍ରେଞ୍ଚ୍‌ରେ ପଡ଼ି ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ମୃତ ହାତୀ ଶାବକଟିର ବୟସ ୪ ମାସ ହେବ ବୋଲି ଅନୁମାନ କରାଯାଇଛି। ଖବରପାଇ ବନବିଭାଗ କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

ନିଶା ବଟିକା ଜବତ, ଜଣେ ଗିରଫ

ବ୍ରଜରାଜନଗର: ବେଲପାହାଡ଼ ଥାନା ଗୁମାଡ଼େରା ମାର୍କେଟଠାରେ ଥିବା ଏକ ଫଳ ଦୋକାନରେ ଚଢ଼ଉ କରି ପୁଲିସ୍‌ ୩୨୫ଟି ନିଶା ବଟିକା, ଗୋଟିଏ କୋରେକ୍ସ ବୋତଲ, ୧୦୦ ଗ୍ରାମ ଗଂଜେଇ ଜବତ କରିଛି। ଫଳ ଦୋକାନୀ ସନ୍ତୋଷ ମହାରାଜ (୩୨)କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଲପାହାଡ଼ ଆଇଆଇସି ସୁରେଶ…
ଅଧିକ ଖବର ଦେଖନ୍ତୁ...

ରେଲେଓ୍ଵ ପାଇଁ ରାସ୍ତା ଶୋଚନୀୟ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଓପିଜିସିରୁ ସୁନ୍ଦରଗଡ଼ ଜିଲ୍ଲାର ଏମସିଏଲ ପରିଚାଳିତ ମନୋହରପୁର ଖଣିକ୍ଷେତ୍ରକୁ ରେଲେଓ୍ଵ ଲାଇନ୍‌ ନିର୍ମାଣାଧୀନ ରହିଛି। ଏହା ଝାରସୁଗୁଡ଼ା ବ୍ଲକ୍‌ ରାଜପୁର ଓ ଚନ୍ଦନିମାଳ ପଞ୍ଚାୟତ ଦେଇ ଯାଇଛି। ରାସ୍ତାରେ ଗୌରମାଳ ଓ ଆମ୍ବଦରହ-ଚନ୍ଦନିମାଳ ଆରଓବି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ମହିଳାଙ୍କୁ ମରାଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌

ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସଜନିପଡ଼ାରେ ଜଣେ ମହିଳାଙ୍କ ଘରେ ପଶି ଡକାୟତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି। ଡକାୟତଙ୍କ ଆକ୍ରମଣରେ ଆହତ ହୋଇଥିବା ମହିଳା ଜଣକ ହେଉଛନ୍ତିି ତୃପ୍ତିମୟୀ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡ ପଛ ପଟେ ମଂଗଳବାର ସକାଳେ ରେଳ ଲାଇନ୍‌ କଡ଼ ନାଳ ଭିତରୁ ଜଣେ ଯୁବକଙ୍କ ମୃତଦେହକୁ ଆର୍‌ପିଏଫ୍‌ ପୁଲିସ ଉଦ୍ଧାର କରିଛି। ଏହି ଯୁବକଙ୍କ ଡାହାଣ ହାତ ଛିଣ୍ଡି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ରାତିରେ କୌଣସି ଟ୍ରେନ୍‌ରେ…
ଅଧିକ ଖବର ଦେଖନ୍ତୁ...