ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ତ୍ରିପୁରା ସୀମାରେ ଓଡ଼ିଆ ଯବାନ ‌ସହିଦ

କେସିଙ୍ଗା: ତ୍ରିପୁରା ସୀମାରେ ଜଣେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ସେ ହେଲେ ଈଶ୍ବର ଦୋରା। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ବର ଚନ୍ଦ୍ର ଦୋରା…
ଅଧିକ ଖବର ଦେଖନ୍ତୁ...

ନକଲି ନୋଟ୍‌ ଦେଇ ଜିନିଷ କିଣୁଥିବା ବେଳେ ୩ଜଣଙ୍କୁ ମାଡ଼ିବସିଲା ପୁଲିସ

ବୋର୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ବୋର୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୋର୍ଡାର କାହ୍ନା ମହାପାତ୍ର (୨୨), ରୋଜାନାପୁରର ମଣ୍ଟୁ ଚନ୍ଦନ (୨୪) ଓ କୁସୁମଶିଳାର ସନ୍ତୋଷ ଭୋଇ (୨୬)। ଦୀପାବଳି…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ଖୋଲିନି, ମିଲ୍‌କୁ ପଶିଲାଣି ଧାନ: ଅଭିଯୋଗ ପରେ ବି ପ୍ରଶାସନ ଚୁପ୍‌

କେସିଙ୍ଗା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୯ ତାରିଖରୁ ଖରିଫ ଧାନକିଣା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ, ମଣ୍ଡି ଖୋଲିବା ଆଗରୁ ମିଲ୍‌ଗୁଡ଼ିକୁ ​ଧାନ ପଶୁଛି। ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେସିଙ୍ଗା ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ଦିବ୍ୟଶଙ୍କର ପୁଣି ବାପା ହେଲେ:ଦ୍ବିତୀୟ ପତ୍ନୀ ଜନ୍ମ ଦେଲେ କନ୍ୟା ସନ୍ତାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ପୁଣି ବାପା ହୋଇଛନ୍ତି। ଦ୍ୱିତୀୟ ପତ୍ନୀ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ଜଣାଯାଇଛି। ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ଦ୍ୱିତୀୟ ବିବାହ କରିବା ଓ ବାପା ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦାଦନ ଶ୍ରମିକ ନରେନ୍ଦ୍ର ମାଝୀ ମୃତ୍ୟୁ ଘଟଣା: କେରଳ ଶ୍ରମ ଆୟୁକ୍ତଙ୍କୁ ଜବାବ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଅମଠାଗୁଡା ଗ୍ରାମର ଶ୍ରମିକ ନରେନ୍ଦ୍ର ମାଝୀ (୨୯) କେରଳ ରାଜ୍ୟ କନ୍ନୁର ଜିଲ୍ଲା ଛେରୁପରମ୍ବାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଗତ ଅକ୍ଟୋବର ୧୩ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କେରଳ ରାଜ୍ୟ ଶ୍ରମ ଆୟୁକ୍ତ,…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ଡେପୁଟେସନ ବାତିଲ ଦାବି: ବ୍ଲକ୍‌ ଅଫିସ ଆଗରେ ଗଣଧାରଣା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ତିନିମାସ ମଧ୍ୟରେ ତିନିଜଣ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯାଇଥିବା ଘଟଣା ଏବେ ଗମ୍ଭୀର ରୂପ ନେବାରେ ଲାଗିଛି। ଗତ ୭ଦିନ ତଳେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଶିକ୍ଷକଙ୍କ ବଦଳି…
ଅଧିକ ଖବର ଦେଖନ୍ତୁ...

ଧାର ଟଙ୍କା ଫେରସ୍ତ ଦେବାକୁ ଡାକି ପେଟ୍ରୋଲ ଢାଳି ଜାଳି ଦେଲେ: ମୁମୂର୍ଷୁ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ବୁଧବାର ସନ୍ଧ୍ୟାରେ ଧାର ଟଙ୍କା ଫେରସ୍ତ କରିବାକୁ ଡାକି ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ଢାଳି ଜାଳି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସହରର କଶାକେନ୍ଦୁ ଛକ ନିକଟସ୍ଥ ଡିଜେଲ ଟ୍ୟାଙ୍କ ପଛପଟେ ଏକ ଘର ଭଡ଼ା ନେଇ…
ଅଧିକ ଖବର ଦେଖନ୍ତୁ...

ଗଛ କାଟି ବେଆଇନ ଖଣି ସର୍ଭେକୁ ବିରୋଧ: ପ୍ରଶାସନ ଓ ଗ୍ରାମବାସୀଙ୍କ ଆଲୋଚନା ବିଫଳ

ମ. ରାମପୁର: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଲାମେର୍ ଗ୍ରାମସଭା ତରଫରୁ ସେଠାରେ କରାଯାଉଥିବା ଖଣି ସର୍ଭେକୁ ବିରୋଧ କରାଯାଇଛି। ଏହା ସହିତ ଜଙ୍ଗଲ ସୁରକ୍ଷା ଦାବି କରାଯାଇଛି। ଏ ନେଇ ଗତ ୮ତାରିଖ ଦିନ କଳାହାଣ୍ଡି ଉପଜିଲ୍ଲାପାଳ, କେସିଙ୍ଗା ପୁଲିସ ଏସ୍‌ଡିପିଓ, ନର୍ଲା ବନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ନିଶା ଉଜାଡ଼ିଦେଲା ପରିବାର: ପତ୍ନୀ ହତ୍ୟା ଅଭିଯୋଗରେ ସ୍ବାମୀ ଜେଲ୍‌ରେ, ଭୋକ ଉପାସରେ ୫ ପୁଅଝିଅ

ଲାଞ୍ଜିଗଡ଼: ନିଶା ଉଜାଡ଼ିଦେଲା ଖୁସିବାସିର ପରିବାର। ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ବାମୀ ଜେଲ୍‌ରେ। ​ଘରେ ଭୋକ ଉପାସରେ ପଡ଼ି ରହିଛନ୍ତି ୫ ପୁଅଝିଅ। ଏମିତି ଏକ ଅଭାବନୀୟ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତର କଂସାରୀ ଗାଁରେ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପୁଣି ଧମକାଇଲା ସଂଘ: ଡିସେମ୍ବର ୧ରୁ ଘରୋଇ ବସ୍‌ ବନ୍ଦ, ୨୨ରେ ବିଧାନସଭା ଆଗରେ ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଲକ୍ଷ୍ମୀ ବସ୍‌ ଚଳାଚଳ କ୍ଷେତ୍ରରେ ଘରୋଇ ପରିବହନ ପ୍ରତି ବୈମାତୃକଭାବ ପୋଷଣ କରାଯାଇଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରାଯାଇଛି। ଅଭିଯୋଗ କରାଯାଇଛି ଯେ ମୋ ବସ ଚଳାଚଳ…
ଅଧିକ ଖବର ଦେଖନ୍ତୁ...