ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

କ୍ଷତିରେ କଳାହାଣ୍ଡି କପାଚାଷୀ: ଉତ୍ପାଦନ ବଢ଼ୁଛି, ଭିତ୍ତିଭୂମି ନାହିଁ, ଗୋଟିଏ ବି ସରକାରୀ ଜିନିଂ କି ସ୍ପିନିଂ ମିଲ୍‌…

ଭବାନୀପାଟଣା: କଳାହାଣ୍ଡି ରାଜ୍ୟରେ ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା। ତେବେ ପରିତାପର ବିଷୟ ଜିଲ୍ଲାରେ ଗୋଟିଏ ବି ସରକାରୀ ଜିନିଂ ମିଲ୍‌ କିମ୍ବା ସ୍ପିନିଂ ମିଲ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଅନ୍ୟପକ୍ଷରେ କପା ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। କମ୍‌ ମୂଲ୍ୟରେ କପା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ପ୍ରକଳ୍ପ ଦୁଇଟି ହେଉଛି କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ…
ଅଧିକ ଖବର ଦେଖନ୍ତୁ...

କୁମାରସ୍ବାମୀ ମହୋତ୍ସବ: ଦ୍ବିତୀୟ ଦିବସରେ ‘ଢାପ୍ ଦିନ୍’

ରୁପ୍ରାରୋଡ୍‌: ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଦ୍ବିତୀୟ ଦିବସ ‘ଢାପ୍ ଦିନ୍’ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ବୁଢୀପଦରରେ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିଗଲା ପୋଟିକୋ, ଅଳ୍ପକେ ବର୍ତ୍ତିଲେ ଘର ମାଲିକ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ମଣ୍ଡଳ ଗ୍ରାମର ପ୍ରହଲ୍ଲାଦ ନିଆଲଙ୍କ ଘର ପୋଟିକୋ ଭୁଶୁଡ଼ି ପଡ଼ିଛି। ତେବେ ଘର ମାଲିକ ପ୍ରହଲ୍ଲାଦ ନିଆଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରହଲ୍ଲାଦ ସୋମବାର ଅପରାହ୍‌ଣ ୫ଟାରେ ଏହି ପୋଟିକୋ ତଳେ ଏକ ଚୌକିରେ ବସିଥିବା ବେଳେ ତାହା ଭୁଶୁଡ଼ି…
ଅଧିକ ଖବର ଦେଖନ୍ତୁ...

ବେକରେ ଗାମୁଛା ଦେଇ ଆତ୍ମହତ୍ୟା

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସଦର ମହକୁମା ଅନ୍ତର୍ଗତ ଜାଗେସପଦର ଇନ୍ଦିରା କଲୋନିପଡ଼ାର ପରମେଶ୍ବର ମାଝୀ (୫୦) ନିଜ ବେକରେ ଗାମୁଛା ବାନ୍ଧି ଏକ ବରଗଛରେ ଆତ୍ମହତ୍ୟା କରିଛନ୍ତି। ସେ ଗତ ଶନିବାର ଘରୁ ବାହାରି ଆଉ ଫେରି ନଥିଲେ। ସୋମବାର ଥୁଆମୂଳ ପୁଲିସ ଶବ ଜବତ…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ମହିଳା ମୃତ, ହତ୍ୟା ଅଭିଯୋଗ

ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ କଳାହାଣ୍ଡିର ହାବସପୁରୀ ଶାଢ଼ି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ର ଚିଚେଇଗୁଡ଼ା, ବଲଧିଆମାଲ, ଚକୁଲି, ଧର୍ମଗଡ଼ ବ୍ଲକ୍‌ର ଜୟନ୍ତପୁର ଅଞ୍ଚଳରେ ବୁଣାକାରମାନଙ୍କ ଦ୍ୱାରା ବୁଣା ଯାଉଥିବା ହାବସପୁରୀ ଶାଢ଼ିକୁ ନେଇ ନିର୍ମିତ ହେବାକୁ ଥିବା ଡକ୍ୟୁମେଣ୍ଟାରି ଫିଲ୍ମ ଗୋଆରେ ଚାଲିଥିବା ୫୪ ତମ ଅନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...

ନର୍ଲା ରେଞ୍ଜରେ ଆଖି ବୁଜିଲା ଅସୁସ୍ଥ ହାତୀ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସସନ ଗନ୍ଧରବାରୁ ବିଜରେନ ଖୋଲାଠାରେ ଅସୁସ୍ଥ ଥିବା ଗଜରାଜର ଗତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ ଗୁରୁବାର ରାତିରେ ଗନ୍ଧରବାରୁ ଗ୍ରାମବାସୀ ଅସୁସ୍ଥ ହାତୀ ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗକୁ ଖବର…
ଅଧିକ ଖବର ଦେଖନ୍ତୁ...

ଜବ୍‌ କାର୍ଡଧାରୀଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିଲେ ଜିଆରଏସ୍‌, ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ମନେରଗା କାର୍ଯ୍ୟର ମଷ୍ଟର ରୋଲ ପ୍ରସ୍ତୁତି ପାଇଁ ଜଣେ ଜବ୍‌ କାର୍ଡଧାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ  ଅଧୀନ ବଡ୍‌କର୍ଲାକୋଟ ଜିଆରଏସ୍‌ ଏମ୍‌. ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।। ସେ ଜଣେ ଜବ୍‌ କାର୍ଡଧାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଇ କଡ଼ରେ ଅନାବନା ଗଛ ଥିବାରୁ ରାସ୍ତା ଦେଖାଯାଉନି; ବଢୁଛି ଦୁର୍ଘଟଣା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାଣି ଟାଙ୍କି ଛକଠାରୁ ତେରେସିଂହା କେସିଙ୍ଗାକୁ ସଂଯୋଗ କରୁଥିବା ଉଡକର ଉଭୟ ପାର୍ଶ୍ବରେ ଦୀର୍ଘ ଦିନରୁ ଅନାବାନା ଗଛ ଭରି ରହିଛି । ଯାହା ଫଳରେ ଛୋଟ ଛୋଟ ଦୁର୍ଘଟଣା ହେବା ସହ ବଡ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ରାସ୍ତା ଦୁଇ…
ଅଧିକ ଖବର ଦେଖନ୍ତୁ...