ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ବାଲୁଗାଁ ଏନ୍‌ଏସିରେ ଭତ୍ତା ଟଙ୍କା ହେର୍‌ଫେର୍‌! ଅଫିସରଙ୍କ ପକେଟ୍‌କୁ ଯାଇଛି ୬୬ହଜାର 

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭତ୍ତା ଦୁର୍ନୀତି। ହଜାରେ କି’ ଦୁଇ ହଜାର ନୁହେଁ, ସରକାରଙ୍କର ମୋଟ୍ ୬୬ହଜାର ୮ଶହ ଭତ୍ତା ଟଙ୍କା ହେର୍‌ଫେର୍‌ କରାଯାଇଛି। ଭତ୍ତା ବାଣ୍ଟିବେ ବୋଲି ଏନ୍‌ଏସି ଏକାଉଣ୍ଟ୍‌ରୁ ଟଙ୍କା ଉଠାଇ ନିଆଯାଇଛି, କିନ୍ତୁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖେଳୁଥିବା ବେଳେ ଖସିପଡ଼ିଲେ; ୧୧ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ୍‌ ଗୋଳବାଇ ଭଗବତୀ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଆଜି ୧୧ଜଣ ଛାତ୍ରୀ ଏକକାଳୀନ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତନ୍ମଧ୍ୟରୁ ୯ଜଣଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥତାର କାରଣ ଶାରୀରିକ ଦୁର୍ବଳତା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହରରେ ଶିକ୍ଷକଙ୍କ ଘରକୁ ବୋମାମାଡ଼ କରି ଦୁଇ ଦୁର୍ବୃତ୍ତ ଛୁ’

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ପୁଣି ଫୁଟିଲା ସୁତୁଲି ବୋମା। କୌଣସି କାରଣକୁ କେନ୍ଦ୍ର କରି ଦୁଇ ଜଣ ଦୁର୍ବୃତ୍ତ ଖୋର୍ଦ୍ଧା ଆଦର୍ଶ ଥାନା ସୁଦର୍ଶନ ବିହାରରେ ଏମିତି କାଣ୍ଡ ଘଟାଇଛନ୍ତି। ଘଟଣାରେ ଯଦିଓ କାହାର କିଛି କ୍ଷୟକ୍ଷତି ହୋଇନାହିଁ, ତଥାପି କଲୋନି ଅଞ୍ଚଳରେ ହଠାତ୍‌ ଏ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ବାଲି ବୋଝେଇ ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଖୋର୍ଦ୍ଧା: ବେଗୁନିଆ -ବାଘମାରି- ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ଗୁରୁତର ହୋଇଥିବା ଜଣାଯାଇଛି। ଉଭୟେ ସଂପର୍କରେ ପତିପତ୍ନୀ ବୋଲି ଜଣାଯାଇଛି। ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରେ ଶୁକ୍ରବାର ଦିନ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପଣ୍ଡିଆନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏ ନେଇ…
ଅଧିକ ଖବର ଦେଖନ୍ତୁ...

ପୁରୀ ଯାଉଥିବା ବସକୁ ଧକ୍କା ଦେଲା ହାଇଓ୍ୱା: ୧୮ ଯାତ୍ରୀ ଆହତ

ଖୋର୍ଦ୍ଧା: ଆଜି ସକାଳ ପ୍ରାୟ ୬ଟା ବେଳେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ନେବା ଲାଗି ପୁରୀକୁ ୪୨ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଆସୁଥିଲା।   ଗଡ଼ଖୋର୍ଦ୍ଧା ଛକରେ ଉକ୍ତ ବସକୁ ଏକ…
ଅଧିକ ଖବର ଦେଖନ୍ତୁ...

ତୁ ପୂରା ବଦଳି ଗଲୁ: ମୃତ୍ୟୁ ଷ୍ଟାଟସ୍‌ ଦେଇ ଝୁଲି ପଡ଼ିଲେ ଯୁବତୀ

ଖୋର୍ଦ୍ଧା: ତୁ ପୂରା ବଦଳି ଗଲୁ, ବଞ୍ଚିବି ଆଉ କାହା ପାଇଁ। ମୃତ୍ୟୁ ମୋର ଅପେକ୍ଷା କରିଛି…..। ଫିଲ୍ମ ଷ୍ଟାଇଲ୍‌ରେ ଏମିତି ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌ ଦେଇ ଝୁଲି ପଡ଼ିଛନ୍ତି ଯୁବତୀ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ମୁକୁନ୍ଦପ୍ରସାଦ ସ୍ଥିତ ଏକ କ୍ଲିନିକ୍‌ରେ ଗତକାଲି ସନ୍ଧ୍ୟାରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ୨ ଗୋ-ଚାଲାଣ ଗାଡ଼ି ଜବତ: ୫ ଅଟକ

ଖୋର୍ଦ୍ଧା: ରବିବାର ଦିନ ସକାଳୁ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଏକ ବୋଝେଇ ଗୋରୁ ଚାଲାଣ ଗାଡ଼ି (କଣ୍ଟେନର ) ଜବତ କରିଥିବା ଜଣାଯାଇଛି। ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ଏକ ଗୋ- ମାଂସ ଚାଲାଣ ଆଇଚର ଗାଡ଼ି ଜବତ କରିଥିବାର ଖବର ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।…
ଅଧିକ ଖବର ଦେଖନ୍ତୁ...

ଅପହରଣ କରି ସାଙ୍ଗକୁ ହତ୍ୟା: କୂଅରୁ ମିଳିଲା ମୃତଦେହ, ହତ୍ୟାକାରୀ ଗିରଫ

ବାଣପୁର/ଖୋର୍ଦ୍ଧା: ସାଙ୍ଗକୁ ମାରିଲା ସାଙ୍ଗ। ବିଶ୍ବାସରେ ବିଷ ଦେଲା। ଅପହରଣ କରି ମୁଣ୍ଡଜାମିନ ରଖିବା ପରେ ନାବାଳକକୁ ମାରି କୂଅରେ ପକାଇଦେଲା। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାରେ। ମୃତକ ହେଲେ, ଗୋଦାବରୀଶ ମହାବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ଖାଉଟିଙ୍କୁ ବାଣ୍ଟିଲେ ପୋକଖିଆ ଗହମ; ଦେଖାଇଲେ ନାଲିଆଖି, ଚାଉଳ ବନ୍ଦ ନେଇ ଦେଲେ ଧମକ

ବୋଲଗଡ଼: ମାସେ ନୁହେଁ କି’ ଦୁଇ ମାସ ନୁହେଁ। ପ୍ରାୟ ବର୍ଷକ ତଳର ଗହମ ଷ୍ଟକ୍‌ ଖୋଲିଛି ଯୋଗାଣ ବିଭାଗ। ବର୍ଷେ ହେଲା ପୋକ ଖାଇ ଗୁଣ୍ଡ କରି ଦେଇଥିବା ଗହମକୁ ଖାଉଟିଙ୍କ ଉପରେ ଲଦି ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ଗୋପାଳପୁର ପଞ୍ଚାୟତରେ ଏମିତି ପ୍ରକାର ଗହମ ବଣ୍ଟାକୁ ନେଇ…
ଅଧିକ ଖବର ଦେଖନ୍ତୁ...