ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ପୁଲିସ୍‌କୁ ଆକ୍ରମଣ କଲା ‘ପାଉ’ ମାଫିଆ; ଦୁଇ କନେଷ୍ଟବଳକୁ ଆହତ, ଯୁବକ ଅଟକ  

ନିରାକାରପୁର: ଗାଁରେ ବ୍ରାଉନ୍‌ସୁଗାର(ପାଉ) ମାଫିଆଙ୍କର ଆତଙ୍କରାଜ୍‌। ଗାଁ ଲୋକଙ୍କ ଧମକ ଚମକ ଦେଉଥିଲା। ସୂଚନା ପାଇ ପୁଲିସ ଆସିଲା ପରେ ଛୁରୀ ଦେଖାଇ ପୁଲିସ୍‌କୁ ବି ଡରାଇଲା। କେବଳ ଡରାଇଲା ନାହିଁ ଦୁଇ ଜଣ କନେଷ୍ଟବଳଙ୍କୁ ବି ଛୁରୀରେ ଆକ୍ରମଣ କଲା। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କୁଷ୍ଠ କଲୋନିବାସୀ

ଖୋର୍ଦ୍ଧା: ଜାଗା ଯୋଜନାରେ ସରକାର ପ୍ରତ୍ୟେକ ବସ୍ତିକୁ ଜାଗା ଯୋଗାଇଲେ। କିନ୍ତୁ, ଖୋର୍ଦ୍ଧା ପୌରପାଳିକାର ଶାନ୍ତିଦାନ କୁଷ୍ଠ କଲୋନି ବାଦ୍‌ ପଡ଼ିଲା। ବସ୍ତି ସର୍ଭେ ହେଲା, ସବୁ କାଗଜପତ୍ର ନିଆଗଲା, କିନ୍ତୁ ଏ ଜମି ଜଣେ ବ୍ୟକ୍ତିଙ୍କର ନିଜସ୍ବ ମାଲିକାନାରେ ଅଛି ବୋଲି ସରକାର ପଟ୍ଟା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଗଡ଼ିଲା ତିନି ମୁଣ୍ଡ: ଜାତୀୟ ରାଜପଥରେ ପ୍ରାଣ ହରାଇଲେ ଦୁଇ ସାଙ୍ଗ

ଖୋର୍ଦ୍ଧା/ନିରାକାରପୁର: ଖୋର୍ଦ୍ଧାରେ ଭୟଙ୍କର ହେଲାଣି ଦୁର୍ଘଟଣା। ୨୪ଘଣ୍ଟାରେ ଗଡ଼ିଲା ତିନି ଜଣଙ୍କର ମୁଣ୍ଡ। ବୋଲେରୋ ଧକ୍କାରେ ଦୁଇ ଜଣ ଯୁବକଙ୍କର ଜୀବନ ଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପିଙ୍କ ଅଫିସ୍ ସାମ୍ନାରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଗୋଲ୍‌ଡେନ୍‌ ଲୋନ ଚିଟ୍‌ଫଣ୍ଡ ମାମଲା: ୨୭ହଜାର ଠକେଇ ଶିକାର, ୫%ଙ୍କୁ ନ୍ୟାୟ

ଖୋର୍ଦ୍ଧା: ଦୁଇ ହଜାର ଟଙ୍କାର ଡିପୋଜିଟ୍‌ରେ ଚାରି ହଜାର ଟଙ୍କାର ମୁନାଫା। ଡବଲ ଲାଭର ଲୋଭ ଦେଖାଇ ଖୋର୍ଦ୍ଧାର ୨୭ହଜାର ୭୯୩ଜଣ ଲୋକଙ୍କୁ ଲୁଟିଥିଲା ଗୋଲ୍‌ଡେନ୍‌ ଲ୍ୟାଣ୍ଡ୍‌ ଚିଟ୍‌ଫଣ୍ଡ ସଂସ୍ଥା। ଦୀର୍ଘ ପ୍ରାୟ ୧୦ବର୍ଷ ପରେ ଏ ଚିଟ୍‌ଫଣ୍ଡ୍‌ରୁ ମାତ୍ର ୫ପ୍ରତିଶତ ଲୋକଙ୍କୁ ନ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଫୁଲ ଟୋକେଇ ଧରି ଅଯୋଧ୍ୟା ବାହାରିଲେ ଭକ୍ତ; ମହାପ୍ରଭୁଙ୍କ ସେବା କରୁଥିଲେ, ରାମଲାଲାଙ୍କୁ ସମର୍ପିବେ

ଖୋର୍ଦ୍ଧା: ଗଲା ୨୩ବର୍ଷ ହେଲା କରି ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା। କାଳିଆ ସାଆନ୍ତଙ୍କ ରଥକୁ ସୋଲ ଗଛରୁ ତିଆରି କଦମ୍ବ ଓ ସେବତୀ ଫୁଲରେ ଦେଉଛନ୍ତି ସଜାଇ। ଏବେ ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବା ପରେ ଶିଳ୍ପୀକାର ବୀରକିଶୋର ନାୟକ ଏବେ ଅଯୋଧ୍ୟା ମୁହାଁ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଅଟୋକୁ ଧକା ହେଲା ଷଣ୍ଢ; ୩ ଗୁରୁତର, ଜଣେ ଆହତ

ବାଲିପାଟଣା: ହଂସପାଳ ନିମାପଡ଼ା କେନାଲ ବନ୍ଧ ବନମାଳୀପୁର ନିକଟରେ ଏକ ଚଳନ୍ତା ଅଟୋ ସହ ଷଣ୍ଢ ଧକା ହେବା ଫଳରେ ୩ ଗୁରୁତର ଏବଂ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରୁ ଆହତ ମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ସମେତ ୩…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ସରକାରୀ ଶିକ୍ଷକଙ୍କ ସାମ୍ବାଦିକତା; ଦଲମ ସ୍କୁଲ୍‌ ଶିକ୍ଷକ ଚାକିରିରୁ ନିଲମ୍ବିତ

ବେଗୁନିଆ: ମହଙ୍ଗା ପଡ଼ିଲା ସରକାରୀ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ସାମ୍ବାଦିକ ନିଶା। ଏପାଖେ ସ୍କୁଲ ଶିକ୍ଷକ ହିସାବରେ ସରକାରୀ ତହବିଲ୍‌ରୁ ଦରମା ଉଠାଉଥିଲେ, ସେପାଖେ ସାମ୍ବାଦିକ ପରିଚୟ ନେଇ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା କାର୍ଡ ବି ନେଇଥିଲେ। ସାମ୍ବାଦିକ ଦର୍ଶାଇ ସରକାରୀ ଅଫିସରଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରସାଦରେ ଉଷୁନା ଚାଉଳ! ଅର୍ପଣ ଚାଉଳକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା: ମହାପ୍ରଭୁଙ୍କ ମହାପ୍ରସାଦରେ ଉଷୁନା ଚାଉଳ। ଅର୍ପଣ ରଥରୁ ସଂଗୃହୀତ ବାର ମିଶା ଚାଉଳରେ ଏହା ତିଆରି ଚାଲିଛି। ମହାପ୍ରଭୁଙ୍କ ଲାଗି କରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅପବିତ୍ର କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଏମିତି ସାଙ୍ଘାତିକ…
ଅଧିକ ଖବର ଦେଖନ୍ତୁ...

ଶତାୟୁ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌; ତଳ ଆଡୁ ଓଡ଼ିଶାରେ ଏକ ନମ୍ବର

ଖୋର୍ଦ୍ଧା: ଓଡ଼ିଶାର ଶତାୟୁ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌। ବାଙ୍କି କେନ୍ଦ୍ରୀୟ ବ୍ୟାଙ୍କ୍‌ ପରେ ପରେ ବ୍ରିଟିଶ ଅମଳରେ ଏ ବ୍ୟାଙ୍କ୍‌ର ହୋଇଥିଲା ଜନ୍ମ। ଖୋର୍ଦ୍ଧା ଜିଲ୍ଲା ସହିତ ନୟାଗଡ଼ର ରଣପୁର ଏବଂ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌କୁ ବି ଏହାର ଶାଖା ବିସ୍ତାର କରିଛି।…
ଅଧିକ ଖବର ଦେଖନ୍ତୁ...

ବାଲୁଗାଁ ଏନ୍‌ଏସିରେ ଭତ୍ତା ଟଙ୍କା ହେର୍‌ଫେର୍‌! ଅଫିସରଙ୍କ ପକେଟ୍‌କୁ ଯାଇଛି ୬୬ହଜାର 

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭତ୍ତା ଦୁର୍ନୀତି। ହଜାରେ କି’ ଦୁଇ ହଜାର ନୁହେଁ, ସରକାରଙ୍କର ମୋଟ୍ ୬୬ହଜାର ୮ଶହ ଭତ୍ତା ଟଙ୍କା ହେର୍‌ଫେର୍‌ କରାଯାଇଛି। ଭତ୍ତା ବାଣ୍ଟିବେ ବୋଲି ଏନ୍‌ଏସି ଏକାଉଣ୍ଟ୍‌ରୁ ଟଙ୍କା ଉଠାଇ ନିଆଯାଇଛି, କିନ୍ତୁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...