ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଖୋର୍ଦ୍ଧାରେ ଖଣି ଅପରାଧ ସାଂଘାତିକ: ୨୦୦ଖଣି ମୁକୁଳା, ୨୦କୋଟି ଲୁଟ୍‌

ଖୋର୍ଦ୍ଧା: ଗଲା ଜାନୁଆରି ମାସ ୧୪ତାରିଖରେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ କରାଗଲା। ମାଡ଼ ମାରି ଏମିତି ଲହୁଲୁହାଣ କରାଗଲା ଯେ, ମାଇନିଂ ଅଫିସର ଶ୍ରୀ ବେହେରା ସିଧା ଯାଇ ମେଡିକାଲ୍‌ରେ ଭର୍ତ୍ତି ହେଲେ। ଘଟଣାକୁ ଇତିମଧ୍ୟରେ ପ୍ରାୟ ଦେଢ଼ ମାସ ବିତିଗଲାଣି।…
ଅଧିକ ଖବର ଦେଖନ୍ତୁ...

ଜାଗର ରାତିରେ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା ସ୍କୁଟି, ଦୁଇ ମୃତ

ଖୋର୍ଦ୍ଧା: ପବିତ୍ର ଶିବରାତ୍ରୀ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ୍ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ସଦର ଥାନା ୧୬ନମ୍ବର ଜାତୀୟ ରାଜପଥ ତାପଙ୍ଗ ଓଭର ବ୍ରିଜ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଏକ ସ୍କୁଟି ପିଟି ଦେବାରୁ ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଚାପ: ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ରୀ

ଖୋର୍ଦ୍ଧା: ପରୀକ୍ଷା ଚାପ। ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ରୀ। ମୃତକ ହେଲେ ଶାଶ୍ବତୀ ସୌମ୍ୟା ଶେଫାଳିକା(୧୭)।ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକରେ। ସେ ଖୋର୍ଦ୍ଧାରେ ରହି ପଢୁଥିଲେ।
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଜିଲ୍ଲାରେ ପୋଡ଼ୁଚାଷ: ନାଥପୁର ସଂରକ୍ଷିତ ଜଙ୍ଗଲ ପଦା

ଖୋର୍ଦ୍ଧା: ରାଜଧାନୀ ଜିଲ୍ଲାରେ ଚାଲିଛି ପୋଡ଼ୁଚାଷ। ଶହ ଶହ ହେକ୍ଟର ଜଙ୍ଗଲ କାଟି ସଫା କରାଯାଉଛି। ସେଠି ପନିପରିବା ଓ ଡାଲିଜାତୀୟ ଫସଲ ଚାଷ କରାଯାଉଛି। ବର୍ଷବର୍ଷ ଧରି ଏଭଳି କରାଯାଉଥିଲେ ହେଁ ଏଥିପ୍ରତି କାହାରି ନଜର ରହୁନାହିଁ। ଫଳରେ ନାଥପୁର ସଂରକ୍ଷିତ ଜଙ୍ଗଲ ପୂରା ପଦା ହେବାକୁ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାହୁବଳୀଙ୍କ ସହ ଯୋଗ ଦେଲେ ଡଜନେରୁ ଅଧିକ ନେତା

ଭୁବନେଶ୍ୱର: ଶେଷରେ ସବୁ ଚର୍ଚ୍ଚା-ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ବିଜେପିରେ ଯୋଗ ଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ପ୍ରଶାନ୍ତଙ୍କୁ ଉତ୍ତରୀୟ ସହ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି | ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର: ବିଜେପିରେ ଯୋଗ ଦେଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଆଜି ଅପରାହ୍ନରେ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି | ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇପାରନ୍ତି | ଉଲ୍ଲେଖ ଥାଉ କି କିଛିଦିନ ତଳେ ବିଜେଡି ସାଂସଦ ସସ୍ମିତ ପାତ୍ର ବି…
ଅଧିକ ଖବର ଦେଖନ୍ତୁ...

ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି

ଖୋର୍ଦ୍ଧା: ଲୁଟେରାଙ୍କ ନଜରରେ ମନ୍ଦିର। ଗତକାଲି ରାତିରେ ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ ଟଙ୍କା, ଆସବାବପତ୍ର ଓ ସୁନା ଅଳଙ୍କାର ଆଦି ଲୁଟି ନେଇଛନ୍ତି। ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗତକାଲି ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଏନଏସି ମାନ୍ୟତା ଦାବିରେ ବୋଲଗଡ଼ ବନ୍ଦ

ବୋଲଗଡ଼: ଏନଏସି ମାନ୍ୟତା ଦାବିରେ ଆଜି ବୋଲଗଡ଼ ବନ୍ଦ ଡାକରା ଦିଆଯାଇଛି। ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ବନ୍ଦ ପାଳନ କରୁଛି। ଏଠାରେ ଦୋକାନ ବଜାରବନ୍ଦ ରହିଛି। ସରକାରୀ ଅଫିସ ବି ବନ୍ଦ ରହିବ ବୋଲି ଜଣାଯାଇଛି।
ଅଧିକ ଖବର ଦେଖନ୍ତୁ...

ଗୋଠପଡ଼ିଆ ହତ୍ୟାକାଣ୍ଡ: ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡ

ଖୋର୍ଦ୍ଧା: ଛଅ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ତାଳପଡ଼ା ଗୋଠପଡ଼ିଆରେ ଘଟିଥିବା ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜୟ ପ୍ରଧାନ ନିରାକାରପୁର ଥାନା ତାଳପଡ଼ାର ହତ୍ୟାକାରୀ କୃତ୍ତିବାସ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାଇ ନିଖୋଜ ଥିଲେ, ତିରୁପତିରୁ ଉଦ୍ଧାର ହେଲେ ୨ ଓଡ଼ିଆ ମହିଳା

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆନ୍ଧ୍ରପ୍ରଦେଶର ତିରୁପତି-ଭେଲୁରୁ ଅଭିମୁଖେ ଯାଇଥିବା ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ନିଖୋଜ ୨ ମିହଳା ଉଦ୍ଧାର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉଦ୍ୟମ କ୍ରମେ ୨ ମହିଳାଙ୍କୁ ତିରୁପତି ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...