ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଜଳପ୍ରପାତରୁ ବୁଡ଼ିଯାଉଥିବା ବେଳେ ୨ ଯୁବତୀଙ୍କୁ ଉଦ୍ଧାର କଲେ ଦୁଇ ଚାଳକ

ମାଲକାନଗିରି: ଜଳପ୍ରପାତରେ ଗାଧୋଇବା ସାଜିଛି ବିପଦ। ପାଣିର ସ୍ରୋତରେ ବୁଡି ଯାଉଥିବା ୨ ଯୁବତୀଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ ୨ ଡ୍ରାଇଭର। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୁମ୍ମାଝରଣ ଜଳପ୍ରପାତରୁ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ପରିବାର ସହିତ ୨…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ରେ ଗଡ଼ିଲା: ଲକ୍ଷ୍ମୀ ବସ୍‌

ମାଲକାନଗିରିରୁ ଆରମ୍ଭ କରି ଗଜପତି, ଦେବଗଡ଼ରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ଗାଁକୁ ବ୍ଲକ ଓ ଜିଲ୍ଲା ସହିତ ଯୋଡ଼ୁଛି ଲକ୍ଷ୍ମୀ ବସ୍‌। ଲୋକଙ୍କୁ ଲୋକଙ୍କର ନିକଟତର କରୁଛି। ପର୍ଯ୍ୟଟନ, ବଜାର ପହଞ୍ଚୁଛି ଲୋକଙ୍କ ହାତ ପାଆନ୍ତାରେ। ରୂପାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିର କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ସେ ନିଜ ଆୟର ୨୩୬ ପ୍ରତିଶତ ସଂପତ୍ତି ଠୁଳ କରିଥିବା ଜଣାଯାଇଛି। ମାଲକାନଗିରିର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଥିଲା । ଚଢ଼ାଉ…
ଅଧିକ ଖବର ଦେଖନ୍ତୁ...

କାରରେ ଛେଳି ଚୋରି କରୁଥିବା ବେଳେ ଧରାପଡ଼ିଲେ ୪ ଚୋର

ମାଲକାନଗିରି: କାରରେ ଛେଳି ଚୋରି କରୁଥିବା ବେଳେ ଧରାପଡ଼ିଛନ୍ତି ୪ ଚୋର। ୪ଜଣ ଅଭିଯୁକ୍ତଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଥାନା ତୋଙ୍ଗଗୁଡା ଗାଁରେ ହାଇଟେକ ଉପାୟରେ ଏଭଳି ଛେଳି ଚୋରିର ଦୃଶ୍ୟ ଦେଖିବାକୁ ମିଳିଛି। କୋରାପୁଟରୁ ଆସି ମାଲକାନଗିରି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

୮୦ଫୁଟ୍‌ ସୁଡ଼ଙ୍ଗରେ ଲୁଚିଥିଲେ ମାଓବାଦୀ: ଏକାସଙ୍ଗେ ଶହେ ଜଣ ମାଓବାଦୀ ରହିପାରିବେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆଜି ମାଓବାଦୀଙ୍କୁ ଡବଲ୍‌ ଝଟ୍‌କା ଲାଗିଛି। ଗୋଟିଏପଟେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ବଡ଼ କ୍ଷତି ସହିଥିବା ବେଳେ ଅନ୍ୟପଟେ ଆତ୍ମଗୋପନ ପାଇଁ ସେମାନେ ନିର୍ମାଣ କରିଥିବା ସୁଡ଼ଙ୍ଗକୁ ଧ୍ବଂସ କରାଯାଇଛି। ଏହି ସୁଡ଼ଙ୍ଗର ଲମ୍ବ ୮୦ ଫୁଟ୍‌…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କୁ ଉଚିତ୍‌ ଜବାବ୍‌ ଦେଲେ ସୁରକ୍ଷାକର୍ମୀ; ୩ ବଦଳରେ ୬ ନକ୍ସଲଙ୍କୁ ନିପାତ କଲେ

ମାଲକାନଗିରି: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ଆଜି ନକ୍ସଲମାନଙ୍କୁ ସୁରକ୍ଷାବାହିନୀର ଯବାନମାନେ ଉଚିତ୍‌ ଜବାବ ଦେଇଛନ୍ତି। ନକ୍ସଲମାନଙ୍କର ଗୁଳିରେ ୩ ଯବାନ୍‌ ସହିଦ ‌ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ ଜଣ ନକ୍ସଲଙ୍କୁ ନିପାତ କରିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ, ୧୪ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି: କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇପଡ଼ିଛନ୍ତି। ସୁରକ୍ଷା ବାହିନୀର ଶିବିର ଉପରେ ସେମାନେ ଆକ୍ରମଣ କରିଛନ୍ତି। ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୧୪ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ବାଉଁଶ ବୁଦାମୂଳରୁ ୨୩ ବସ୍ତା ଗଞ୍ଜେଇ ଜବତ

କାଲିମେଳା: ବାଉଁଶ ବୁଦାମୂଳରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ | ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଗୁରାଲୁର ଜଙ୍ଗଲରେ ରାତି ଅଧରେ ପୁଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ଗଂଜେଇ ଜବତ କରିଛି | ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି | କୌଣସି ସୂତ୍ରରୁ ଖବର ପାଇ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ଗଂଜେଇ ଗଛ ନଷ୍ଟ କଲା ପୁଲିସ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଇଦିକୋଣ୍ଡା ଘାଟି ଉପରେ ଥିବା ସଂରକ୍ଷିତ ଜଂଗଲ ଅଂଚଳରେ ବେଆଇନ ଭାବରେ ଲଗାଯାଇଥିବା ବିପୁଳ ପରିମାଣର ଗଂଜେଇ ଗଛକୁ ନଷ୍ଟ କରିବାରେ ସଫଳ ହୋଇଛି ପୁଲିସ ଟିମ। ବେଆଇନ ଭାବରେ ଏହି ଜଂଗଲରେ ଲଗାଯାଇଥିବା ପ୍ରାୟ ୨୮୦୦ ଗଂଜେଇ ଗଛକୁ…
ଅଧିକ ଖବର ଦେଖନ୍ତୁ...