ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ମାଲକାନଗିରି ଜିଲ୍ଲାରେ ଖଣି ଖନନକୁ ବନ୍ଦ କର: ମାଓ ସଂଗଠନ

ମାଲକାନଗିରି: ଦୀର୍ଘ ଦିନର ନୀରବତା ପରେ ନକ୍ସଲ ପ୍ରେସ ବିଜ୍ଞପ୍ତି ଜରିଆରେ ନିଜର ଦାବି ରଖିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ନକ୍ସଲଙ୍କ ଏଭଳି ପ୍ରେସ ବିଜ୍ଞପ୍ତି ବାରମ୍ବାର ଗଣମାଧ୍ୟମକୁ ଆସିବ ବୋଲି କୁହାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାର ଡିଭିଜନର ସଚିବ ଗଣେଶ ଆଜି ପ୍ରେସ ବିଜ୍ଞପ୍ତିରେ…
ଅଧିକ ଖବର ଦେଖନ୍ତୁ...

ଏଆଇଟିୟୁସି ପକ୍ଷରୁ ମାଲକାନଗିରିରେ ଧର୍ମଘଟ: ଆନ୍ଦୋଳନକାରୀ କହିଲେ- ମୋଦୀ ହଟାଓ, ଦେଶ ବଞ୍ଚାଓ

ମାଲକାନଗିରି: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ସଂଯୁକ୍ତ ମୋର୍ଚ୍ଚା, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଦେଶ ସମୂହ କର୍ମଚାରୀ ଫେଡେରେଶନମାନଙ୍କ ପକ୍ଷରୁ ମୋଦୀ ନେତୃତ୍ଵାଧୀନ ଫାସିଵାଦୀ ତାନାଶାହୀ ଶ୍ରମିକ, କୃଷକ ଓ ଜନ ସ୍ଵାର୍ଥ ବିରୋଧୀ ବିଜେପି-ଏନଡିଏ ସରକାର ବିରୋଧରେ ଆଜି ସର୍ବଭାରତୀୟ…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ବାଇକ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର

ମାଲକାନଗିରି: ମାଲକାନଗିରିସ୍ଥିତ ସତୀଗୁଡା ଡ୍ୟାମ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବିଟୁ ବିଶ୍ବାସ(୧୯) ଏବଂ ସୁନାଧର ଚେଟିଆ(୧୯)। ଅନିଲ ଚେଟିଆ,ସଂଜୀବ ବିଶ୍ବାସ ଏବଂ ଅଭିରାମ ରାୟ ଗୁରୁତର ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା: ସୁରକ୍ଷାବାହିନୀର ପାଲଟା ଜବାବରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହମଲା ହୋଇଛି। ନୂତନ ଭାବେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ଜାଣି ନକ୍ସଲ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ୟୁଜିବିଏଲ ବ୍ୟବହାର କରି ପୁଲିସକୁ ଧରାଶାୟୀ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ପୁଲିସ ପାଲଟା…
ଅଧିକ ଖବର ଦେଖନ୍ତୁ...

ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟ

ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ କୋରକୁଣ୍ଡା ବ୍ଲକ ନାକମାମୁଡି ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ସାବିତ୍ରୀ ମୁଦୁଲି(୭)  ଓ ଧୋବିଲି କଡିଙ୍ଗିୟା (୭)। ଗତକାଲି ଅପରାହ୍ଣ ତିନିଟା ବେଳେ କେନ୍ଦୁଗୁଡା ଗ୍ରାମ ଜଲଭଣ୍ଡାର ନିକଟରେ…
ଅଧିକ ଖବର ଦେଖନ୍ତୁ...

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ମାଲକାନଗିରି: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଶିକ୍ଷକ ହେଲେ ବିଭୁତି ଭୂଷଣ ପଣ୍ଡା। ସୂଚନା ଅନୁସାରେ ଅସଦାଚରଣକୁ ଭିତ୍ତି କରି ଜୈନିକ ଛାତ୍ରୀଙ୍କ ପିତା ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାକୁ ତଦନ୍ତ କରି…
ଅଧିକ ଖବର ଦେଖନ୍ତୁ...

ଚାଉଳ ସହ ଦିଆଯାଉଥିବା ବ୍ୟାଗ୍‌କୁ ପୋଡ଼ିଲେ ବିଜେପି କର୍ମୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସଦର ପଞ୍ଚାୟତ ଠାରେ ଚାଉଳ ସହ ଦିଆଯାଉଥିବା ବ୍ୟାଗ୍‌କୁ ପୋଡିଦଲେ ବିଜେପି କର୍ମୀ। ଆଜି ଦିନ ୧୨ଟା ବେଳେ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ରାଜୁଲକୋଣ୍ଡା ଗ୍ରାମବାସୀଙ୍କୁ ଚାଉଳ ବଣ୍ଟନ କରାଯାଉଥିଲା। ଚାଉଳ ସହ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ହେବ ତ ଏମିତି; ବଣ୍ଡାଘାଟିରେ ବଣ୍ଡା ଜନଜାତି ଏବେ ଗୁଣିଆ ଡିଶାରି ଭୁଲି ମେଡିକାଲ ମୁହାଁ

ମାଲକାନଗିରି: ଡାକ୍ତର ହେବ ତ ଏମିତି। ଯେଉଁ ବଣ୍ଡାଘାଟିରେ ସ୍ଥାୟୀ ଭାବେ କୌଣସି ଏମବିବିଏସ ଡାକ୍ତର ରହିବାକୁ ଇଛା କରନ୍ତି ନାହିଁ, ସେଠାରେ ବଣ୍ଡାଙ୍କ ସ୍ବାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ପଣ କରିଥିଲେ ଡାକ୍ତର ଚମ୍ପେଶ୍ବର ପାଣିଗ୍ରାହୀ। ବଣ୍ଡାଘାଟିରେ ନିଯୁକ୍ତି ପରେ ଶୋଚନୀୟ ଥିବା…
ଅଧିକ ଖବର ଦେଖନ୍ତୁ...

ରିଲ୍‌ସ ନିଶାରେ ଜଳପ୍ରପାତକୁ ଖସିପଡ଼ିଲେ ୨ ଯୁବତୀ: ଉଦ୍ଧାର କଲେ ଡ୍ରାଇଭର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ନିକଟସ୍ଥ ଗୁମ୍ମାଝରଣ ଜଳପ୍ରପାତରେ ବୁଡ଼ି ଯାଉଥିବା ଦୁଇ ଯୁବତୀଙ୍କୁ ମରଣ ମୁହଁରୁ ରକ୍ଷା କରିଛନ୍ତି ଦୁଇ ଡ୍ରାଇଭର। ଏହା ଫଳରେ ଏକ ବଡ଼ ଅଘଟଣକୁ ଟାଳି ଦିଆଯାଇଛି। ସୂଚନା ଅନୁସାରେ, ଗତକାଲି କୁଡ଼ୁମୁଲୁଗୁମ୍ମା ଅଞ୍ଚଳର ଦୁଇ ଜଣ ଯୁବତୀ ପରିବାର…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ନାମରେ ବଟି ଆଦାୟକୁ ନେଇ ମାଓ ପୋଷ୍ଟର

ଚିତ୍ରକୋଣ୍ଡା: ଦୀର୍ଘ ଦିନର ନିରବତା ପରେ ପୁଣି ମାଲକାନଗିରିରେ ସକ୍ରିୟ ହୋଇ ଉଠିଛି ମାଓ ସଙ୍ଗଠନ। ଏଥିନେଇ ଆଜି ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି ପଟେଲ ଓ ପପୁଲର ଆଦି ଗ୍ରାମଗୁଡ଼ିକରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓ ସଂଗଠନର ସଂପାଦକ ଗଣେଶଙ୍କ ପକ୍ଷରୁ ମାଓ ପୋଷ୍ଟର…
ଅଧିକ ଖବର ଦେଖନ୍ତୁ...