ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

କରଜ ମୁକ୍ତ ଅଭିଯାନ ନାମରେ ଠକେଇ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅଂଚଳରେ କିଛି ଯୁବକ କରଜ ମୁକ୍ତ ଅଭିଯାନ ନାମରେ ଠକେଇ ଅଭିଯୋଗ ହେବା ପରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଥିଲି ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିମାନେ ଯଦି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସମ୍ମାନ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ: ମାଓବାଦୀ

ମାଲକାନଗିରି: ଆନ୍ଧ୍ର ଓଡ଼ିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତାକାଲି (୨୦୨୪ ମାର୍ଚ୍ଚ ୮) ମହିଳା ଦିବସ ପାଳନ ନେଇ ଏହି ପ୍ରେସ ବିଜ୍ଞପ୍ତିରେ ମାଓ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିରେ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ମାଲକାନଗିରି: ମାଥିଲି ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଦିନ ଭୋଜି ଖାଇ ଗୋଟିଏ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁଯାୟୀ ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତର ବନ୍ଧଗୁଡା ଗ୍ରାମର ମା’ ଧନ ନାଲି ସହ…
ଅଧିକ ଖବର ଦେଖନ୍ତୁ...

ଛାତ୍ରବୃତ୍ତିକୁ ସ୍ବାଗତ କରୁଛୁ, ଏହାକୁ ଭୋଟ ରାଜନୀତି କରାନଯାଉ: କଂଗ୍ରେସ

ମାଲକାନଗିରି: ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବର୍ଷିଥିଲେ। ଦିନିକିଆ ଗସ୍ତରେ ମଙ୍ଗଳବାର ଦିନ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ମାଲକାନଗିରିରେ ପହଞ୍ଚି ଛାତ୍ରବୃତ୍ତି ବାଣ୍ଟିଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

ବିଜେଡି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ, ଜୀବନବିନ୍ଦୁ କାର୍ଯ୍ୟକ୍ରମ

ମାଲକାନଗିରି: ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜେଡି ତରଫରୁ ପାଳିତ ହୋଇଯାଇଛି। ବିଜୁବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ପ୍ରତିଟି ଓଡ଼ିଆଙ୍କୁ ସର୍ବଦା ଅନୁପ୍ରାଣିତ କରିବ। ଆଧୁନିକ ଓଡ଼ିଶା ନିର୍ମାଣର ମୂଳଦୁଆ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ତହସିଲ ଅଧିନରେ ବେଧଡ଼କ ଇଟାଭାଟି ନିର୍ମାଣ, ବିଭାଗର ନିଘା ନାହିଁ

ମାଲକାନଗିରି: ମାଲକାନଗିରି ତହସିଲ ଅଧିନରେ ବେଧଡକ ଇଟାଭାଟି ଖୋଲୁଛି।ଇଟାଭାଟି ଯୋଗୁଁ ପ୍ରଦୃଷଣ ବଢିବାରେ ଲାଗିଛି। ପ୍ରକାଶ ଥାଉକି ୨୦୧୨ ମସିହା ମେ ମାସ ୧୫ ତାରିଖରେ ସୁପ୍ରିମକୋର୍ଟ ଇଟାଭାଟିକୁ ନିଷିଦ୍ଧ ଘୋଷଣା କରିଥିବା ବେଳେ ୨୦୧୩ ମସିହା ଅକ୍ଟୋବର ୨୯ ତାରିଖରେ ଗ୍ରୀନ ଟ୍ରିବୁନାଲ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲେ ମାଓବାଦୀ: ସୀମାନ୍ତରେ ବିଜେପି ନେତାଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ତାଣ୍ଡବ ରଚିଛନ୍ତି ମାଓବାଦୀ। ସମ୍ପର୍କୀୟଙ୍କ ବାହାଘରକୁ ଆସିଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ଜଣେ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ବିଜାପୁର ଜିଲ୍ଲା ପରିଷଦ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ବିଜେପିରେ ମିଶିବା ନେଇ ଚର୍ଚ୍ଚା

ମାଲକାନଗିରି: ବିଜେଡିକୁ ପୁଣି ଏକ ଧକ୍କା ମିଳିଛି। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଉସ୍ତଫା ଦେଇଛନ୍ତି। ସେ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି। ସେ ତାଂକର ଇସ୍ତଫା ପତ୍ରରେ କାହିଁକି ଦଳ ଛାଡିଲେ ଜଣାଇନଥିବା…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରରେ ଗଲା ମାଟ୍ରିକ ପ୍ରଶ୍ନପତ୍ର, କାହିଁକି ଜାଣନ୍ତୁ

ମାଲକାନଗିରି: ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର। ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ। ଆଜି ଛତିଶଗରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଇଥିବାବେଳେ ଜିଲ୍ଲାର ଜାଗରକଣ୍ଡାକୁ ହେଲିକପ୍ଟର…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତ ଲୁହାପଥ ଖଣିରେ ଅଘଟଣ: ମାଟି ଅତଡ଼ା ଖସିବାରୁ ୫ ଶ୍ରମିକ ପୋତି ହେଲେ, ୨ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଠାରେ ରହିଥିବା ଏନଏମଡିସି ପଥର ଖଣିରେ ଅଘଟଣ। ଆଜି କାମ ଚାଲିଥିବା ବେଳେ ନୂତନ ଭାବେ ନିର୍ମିତ ଏସପି-୩ରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଲୁହାପଥର ଓ ମାଡି ଅତଡ଼ା ଖସିବାରୁ ୫ ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିବା ଜଣାପଡିଛି। ମାଟି ତଳୁ ୨ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...