ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଯବାନଙ୍କ ଗୁଳିରେ ୪ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ୪ ମାଓବାଦୀ ପ୍ରାଣ ହରାଇଥିବା ଜଣାଯାଇଛି। ଜାଂଗଲା ଥାନା ଅନ୍ତର୍ଗତ ଛୋଟେ ତୁଙ୍ଗାଲି ଜଂଗଲରେ ଯବାନଙ୍କ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି। ଏହାଛଡ଼ା ଘଟଣାସ୍ଥଳରୁ ବିପୁଳ ପରିମାଣରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ବିଭିନ୍ନ ଦାବି ନେଇ ବୈଠକ: ସ୍ବାଭିମାନ ଅଂଚଳରେ ପିଲାଙ୍କୁ ହିଁ ଦିଆଯାଉ ବିଧାୟକ ଟିକେଟ, ଉଠିଲା…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରେ ବିଭିନ୍ନ ଦାବି ନେଇ ଜନ ସମାବେଶ ଦେଖିବାକୁ ମିଳିଥିଲା। ନିର୍ବାଚନ ପୂର୍ବରୁ ସ୍ବାଭିମାନ ଅଂଚଳର ଲୋକେ ଏକତ୍ରିତ ହୋଇ ସ୍ବାଭିମାନ ଅଂଚଳରେ ରହିଥିବା ସମସ୍ୟାଗୁଡିକର ତୁରନ୍ତ ସମାଧାନ କରିବା ନେଇ ଦାବି…
ଅଧିକ ଖବର ଦେଖନ୍ତୁ...

କାଙ୍କେରରେ ଏନକାଉଣ୍ଟର: ୩ ମାଓବାଦୀ ନିପାତ

ମାଲକାନଗିରି: ଛତିଶଗଡ଼ର କାଙ୍କେରରେ ଯବାନ୍ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ ଚାଲିଥିବା ଏନକାଉଣ୍ଟରରେ ୩ ମାଓବାଦୀ ପ୍ରାଣ ହରାଇଥିବାର ଖବର ମିିଳିଛି। ଏଣେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କଲେ ବିଏସ୍‌ଏଫ୍‌ ଯବାନ, ବୋମା ଖଞ୍ଜିଥିଲେ ନକ୍ସଲ

ରାୟଗଡ଼ା: ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍‌ ଯବାନ। ଅପରେସନରେ ଯାଇଥିବା ବେଳେ ହୋଇଥାନ୍ତେ ଲ୍ୟାଣ୍ଡମାଇନର ଶିକାର। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ଜଂଗଲରେ। ୧୪୨ ବାଟାଲିୟନର ବିଏସ୍‌ଏଫ୍‌ ଯବାନ ସିଲାକୋଟା ଅଂଚଳରୁ ସର୍ଚ୍ଚ ଅପରେସନ ଯାଇଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ: ଜଣେ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଲିସ-ମାଓବାଦୀ ଗୁଳିବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ସୁକୁମା ଜିଲ୍ଲା ବୁର୍କାଲଂକା ଜଂଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ଡିଆରଜି ଯବାନମାନେ ମାଓବାଦୀମାନଙ୍କୁ କଡ଼ା ଜବାବ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବଣ୍ଡା ଘାଟିରେ କମାଣ୍ଡର ଦୁର୍ଘଟଣା: ଚାଲିଗଲା ମହିଳାଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ବଣ୍ଡାଘାଟି ନିକଟରେ ଏକ କମାଣ୍ଡର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିଲେ। ସୂଚନାଯୋଗ୍ୟ, ଅଣ୍ଡ୍ରାହାଲ ଅଞ୍ଚଳର କିଛି ଲୋକ କୋରାପୁଟ ଜିଲ୍ଲା ଅନକାଡେଲିକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ: ଦୁଇ ପୁଲିସ ସୂଚନାଦାତାଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ସୂଚନାଦାତା ଅଭିଯୋଗରେ ନକ୍ସଲମାନେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଥିବାର ଖବର ମିଳିଛି। ଦୁଇ ମୃତକ ହେଲେ ଛତିଶଗଡ଼ ସୁକୁମା ଜିଲ୍ଲା ଦୁଲେଡ୍ ଗାଁର ବାସିନ୍ଦା ସୋଡି ହୁଙ୍ଗା ଏବଂ ମାଡଭି ନନ୍ଦା। ନକ୍ସଲମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ମାଲକାନଗିରି: ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ସାଜିଛି ଆଦର୍ଶ। ବିଜୁ ଜନତା ଦଳ ପ୍ରତି ଲୋକଙ୍କର ବଢ଼ୁଛି ଭରସା। ବିଜେଡି ସୁପ୍ରିମୋଙ୍କ ଦୃଢ଼ ନେତୃତ୍ବରେ ନୂଆ ଓଡ଼ିଶା ବିକାଶ କାର୍ଯ୍ୟକୁ ଆଗେଇ ନେବା ଲକ୍ଷ୍ୟରେ ଆଜି ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଜୁ…
ଅଧିକ ଖବର ଦେଖନ୍ତୁ...

ଜାନବାଇରୁ ୧୭୦ କିମି ପଦଯାତ୍ରା ପରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମାଲକାନଗିରି: ଜିଲ୍ଲା ସିପିଆଇ(ଏମ)ର ଜୋନ ସଂପାଦକ ବ୍ରଜ ମାଝିଙ୍କ ନେତୃତ୍ବରେ ଶହ ଶହ ସଂଖ୍ୟାରେ ଆଦିବାସୀ, ଦଳିତ ଓ ଶ୍ରମଜିବୀ ଲୋକେ ଚିତ୍ରକୋଣ୍ଡା ବ୍ଲକର ଜାନବାଇ ଠାରୁ ମାଲକାନଗିରି ଯାଏ ୧୭୦ କିମି ରାସ୍ତା ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲାରେ ଖଣି ଖନନକୁ ବନ୍ଦ କର: ମାଓ ସଂଗଠନ

ମାଲକାନଗିରି: ଦୀର୍ଘ ଦିନର ନୀରବତା ପରେ ନକ୍ସଲ ପ୍ରେସ ବିଜ୍ଞପ୍ତି ଜରିଆରେ ନିଜର ଦାବି ରଖିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ନକ୍ସଲଙ୍କ ଏଭଳି ପ୍ରେସ ବିଜ୍ଞପ୍ତି ବାରମ୍ବାର ଗଣମାଧ୍ୟମକୁ ଆସିବ ବୋଲି କୁହାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାର ଡିଭିଜନର ସଚିବ ଗଣେଶ ଆଜି ପ୍ରେସ ବିଜ୍ଞପ୍ତିରେ…
ଅଧିକ ଖବର ଦେଖନ୍ତୁ...