ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବଡ଼ଭାଇକୁ ହତ୍ୟା ଅପରାଧରେ ସାନ ଭାଇକୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା : ବଡ଼ଭାଇକୁ ହତ୍ୟା କରିଥିବା ଅପରାଧରେ ସାନଭାଇକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଝାରସୁଗୁଡ଼ା ଜିଲ୍ଲାଜଜ୍‌ ଗୋପାଳ ଚନ୍ଦ୍ର ପଟ୍ଟନାୟକ। ବଡ଼ମାଳ ଥାନା ମୁଡ଼କାଢ଼ୁଡା ଗ୍ରାମରେ ଗତ ୨୫.୧୧.୧୬ ସନ୍ଧ୍ୟା ୫ ଘଣ୍ଟା ସମୟରେ ସେହି ଗ୍ରାମର ମହାଦେବ କିସାନ ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

କଳାବାଡ଼ିଆ : ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ତାପସ କୁମାର ଗିରି ଆଜି ହରଡ଼ଘଣାରେ ପଡ଼ିଛନ୍ତି। ଗାଁ ଲୋକେ ତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ପରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛି। ମୟୂରଭଂଜ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ରାମଜଡ଼ା ଫଳ ଖାଇ ୧୮ ଛାତ୍ରଛାତ୍ରୀ ଅସୁସ୍ଥ

ବରପାଲି : ଭେଡ଼େନ ଥାନା ଅଏଁଲାପାଲି ପ୍ରାଥମିକ ସ୍କୁଲ୍‌ର ୧୮ ଜଣ ଛାତ୍ରଛାତ୍ରୀ ସୋମବାର ରାମଜଡ଼ା ଫଳ ଖାଇ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ୟରେ ଉନ୍ନତି ଘଟୁଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସୂଚନାନୁସାରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅପରାଧରେ ୧୦ ବର୍ଷ କାରାଦଣ୍ଡ

ଝାରସୁଗୁଡ଼ା : ଜଣେ ୪ ବର୍ଷର ନାବାଳିକାକୁ ପୋକଡ଼ି ଖାଇବାକୁ ଦେବ କହି ଅପହରଣ କରିନେବା ପରେ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅପରାଧରେ ଝାରସୁଗୁଡ଼ା ସ୍ୱତନ୍ତ୍ର ଜଜ୍‌ ତଥା ଏଡ଼ିଜେ ସୌମେନ୍ଦ୍ର ରାଜଗୁର ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବଡ଼ମାଲ ଥାନା…
ଅଧିକ ଖବର ଦେଖନ୍ତୁ...

ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ

ରାଜନଗର : ୨ ଦିନର ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ କ୍ଷତି ଦେଖି ଚାଷୀ ଧୈର୍ଯ୍ୟହରା ହେଉଛି । ପାଣିରେ ବୁଡ଼ି ରହିଥିବା ପାଚିଲା ଧାନ କିଆରୀ ଦେଖି ରାଜକନିକା ଓ ଆଳିର ଗୋବିନ୍ଦପୁରରେ ଦୁଇ ଜଣ ଚାଷୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିବା ପରେ ରାଜନଗର ବ୍ଳକ୍‌ ଅଞ୍ଚଳରେ ଆଉ ଜଣେ ଚାଷୀଙ୍କ ସମଦଶାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍‌କାରେ ଭଉଣୀ ମୃତ, ଭାଇ ଗୁରୁତର

ବିଶୋଇ : ବିଶୋଇ ଥାନା ଅନ୍ତର୍ଗତ କାଦପାଣି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି କାଦପାଣି ଗାଁର ଯୁଧିଷ୍ଠିର ପାତ୍ରଙ୍କ ମଝିଅାଁ ଝିଅ ସସ୍ମିତା(୨୧)। ଦୁର୍ଘଟଣାରେ ଗୁରୁତର ତାଙ୍କର ସମ୍ପର୍କୀୟ ସାନଭାଇ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ଆଈ-ନାତୁଣୀ ମୃତ

ନବରଙ୍ଗପୁର: ନବରଙ୍ଗପୁର କୋଷାଗୁମୁଡା ବ୍ଲକ୍‌ର ନେଙ୍ଗାନାଳ ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଆଈ ଚଞ୍ଚଳା ଭତରା(୫୦) ଓ ନାତୁଣୀ ଜଗେନ୍ଦ୍ରୀ ଭତରା(୭) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ସକାଳେ ଆଈ ଓ ନାତୁଣୀ ଦୁଇଜଣ ପୋଖରୀକୁ ଲୁଗା ସଫା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ତାଲା ଭାଙ୍ଗି ଗୃହ ଉପକରଣ ସହିତ ୮୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ: ନାଲକୋ ନଗର ଥାନା ଅନ୍ତର୍ଗତ ଗିରଙ୍ଗ ସିିପିପି ରୋଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଦୁର୍ବୃତ୍ତ  ଗୃହ ଉପକରଣ ସହିତ ପାଖାପାଖି ୮୦ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ, ନାଲକୋ ନଗର ଥାନା ଅନ୍ତର୍ଗତ ଗିରଙ୍ଗ ସିିପିପି ରୋଡସ୍ଥିତ ଏକ ଭଡ଼ା ଘରେ ମନୋରଞ୍ଜନ ସ୍ୱାଇଁ ୪ବର୍ଷ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଅଘଟଣ, ସୁଆରଙ୍କ ମାଡରେ ଜେଟିପି ଗୁରୁତର

ପୁରୀ: ଶ୍ରୀମନ୍ଦିରରେ ସୋମବାର ଅଘଟଣ ଘଟିଛି। ଶ୍ରୀଜିଉଙ୍କ ପାଇଁ ଆସୁଥିବା ଭୋଗ ବାଟରେ ମହାପ୍ରାସାଦ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଜେଟିପି ବାରଣ କରିଥିଲେ। ତେବେ ଜେଟିପି କାହିଁ ଏପରି ମହାପ୍ରାସାଦ ବିକ୍ରିକୁ ବାରଣ କଲେ ବୋଲି ସୁଆରମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ଗଣ୍ଡଗୋଳରେ…
ଅଧିକ ଖବର ଦେଖନ୍ତୁ...

ପ୍ରାକ୍ଟିକାଲ୍‌ ମାର୍କ କାଟିବା ଧମକ ଦେଇ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଅନୈତିକ ସଂପର୍କ ଅଭିଯୋଗ, ଭାଇରାଲ୍‌ ହେଲା ଅଡିଓ…

ନୟାଗଡ଼: ନୟାଗଡ଼ କଲେଜର ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଅଧ୍ୟାପକ ସୂର୍ଯ୍ୟମଣି ପ୍ରଧାନ ଓରଫ୍‌ କାଳିଆ ସାର୍‌ ତାଙ୍କର ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲ୍‌ ମାର୍କ କାଟିଦେବା ଭୟ ଦେଖାଇ ତାଙ୍କ ସହ ବାରମ୍ବାର ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...