ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

କାନ୍ଥ ପଡ଼ି ଶିଶୁ ଗୁରୁତର

ବୈପାରିଗୁଡ଼ା: ବୈପାରିଗୁଡ଼ା ତହସିଲ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମ ପଂଚାୟତର ଗାଡ଼ପୁଟ ଗ୍ରାମରେ ନୂତନ ଗୃହ ନିର୍ମାଣ କରିବା ପାଇଁ କାନ୍ଥ ଭାଙ୍ଗିବା ସମୟରେ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଛି। କାନ୍ଥ ଭାଙ୍ଗିବା ବେଳେ ଏହା ସୁକାନ୍ତ ନାୟକଙ୍କ ପୁଅ ସୁମନ୍ତ ନାୟକ ( ୬ବର୍ଷ) ଉପରେ ପଡିଥିଲା। ଆହତ…
ଅଧିକ ଖବର ଦେଖନ୍ତୁ...

ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ଆହତ

ବିଷମକଟକ: ଦେଶୀ ବନ୍ଧୁକରୁ ଗୁଳିଫୁଟି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବୁଡୁବାଲି ପଂଚାୟତ ଅନ୍ତର୍ଗତ ଗୌରବାଲି ଗ୍ରାମର ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳା ସର ଡୁଡୁକା (୪୫)ଙ୍କୁ ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଇନ୍ଦିରା ଆବାସକୁ ଅପେକ୍ଷା କରି ଆଖି ବୁଜିଲେ ବୃନ୍ଦାବନ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବିକ୍ରମପୁର ହାଟପଦା ସାହିର ବୃନ୍ଦାବନ ସ୍ୱାଇଁ(୭୨) ଭିନ୍ନକ୍ଷମ ପତ୍ନୀ ସାବିତ୍ରୀ (୬୫) ଓ ନାତି କୈଳାସ(୧୬)ଙ୍କୁ ନେଇ ଗୋଟିଏ ଭଙ୍ଗା ଦଦରା ଚାଳିଆ ଘରେ ରହୁଥିଲେ। ବୃନ୍ଦାବନ ସ୍ୱାଇଁ ପକ୍କା ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନ ପାଖରେ ନେହୁରା ହୋଇଥିଲେ। ହେଲେ…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ମାଲକାନଗିରି,: ମାଲକାନଗିରି ଜିଲ୍ଲାରେ ଗତ ୧୦ ତାରିଖ ଠାରୁ ୬୦ଟି ମଣ୍ଡି ଖୋଲାଯାଇ ଚାଷୀଙ୍କ ଧାନ କ୍ରୟ ଆରମ୍ଭ ହୋଇଛି। ତେବେ ମଣ୍ଡିଗୁଡିକରେ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଭେଟି ଚାଷୀମାନେ ଅବଗତ କରାଇଛନ୍ତି। ମଣ୍ଡି ଆରମ୍ଭ ପୂର୍ବରୁ ଜିଲ୍ଲାପାଳ କିପରି ସୂଚାରୁ ରୂପେ…
ଅଧିକ ଖବର ଦେଖନ୍ତୁ...

ମା’ ଶଯ୍ୟାଶାୟୀ, ପୁଅ ଭିନ୍ନକ୍ଷମ: ଅର୍ଥ ଚିନ୍ତାରେ ପରିବାର

ନନ୍ଦପୁର: ରୋଗାକ୍ରାନ୍ତ ହୋଇ ଖଟିଆରେ ଶୋଇଛି ମା’। ଏପଟେ ଗୋଟିଏ ପୁଅ ଭିନ୍ନକ୍ଷମ। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ଅନ୍ୟର ସାହାରା ଆବଶ୍ୟକ ପଡୁଛି। ହେଲେ ଗରିବ ପରିବାର ଏମାନଙ୍କ ଚିକିତ୍ସା କରିବାରେ ଅସମର୍ଥ। ଏଭଳି ଏକ ପରିବାରକୁ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର…
ଅଧିକ ଖବର ଦେଖନ୍ତୁ...

ଜମି ବିବାଦ ନେଇ ରକ୍ତାକ୍ତ ସଂଘର୍ଷ: ୧ମୃତ, ୩ ଗୁରୁତର

କାକଟପୁର : କାକଟପୁର ଥାନା ଅଧୀନସ୍ଥ କୁଷ୍ଟି ଗ୍ରାମର ଦୁଇ ସ୍ୱାଇଁ ପରିବାର ମଧ୍ୟରେ ଲାଗିଥିବା ଜମିଜମା ବିବାଦ ଉଗ୍ରରୂପ ନେଇଛି । ଗତକାଲି ପୂର୍ବାହ୍ଣରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରିଲେ କୁନ୍ଦୁଲି ପୀଡ଼ିତା

କୋରାପୁଟ : ଶେଷରେ ଘରକୁ ଫେରିଛନ୍ତି କୁନ୍ଦୁଲି ପୀଡିତା। ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ନିଷ୍ପତ୍ତି କ୍ରମେ ଆଜି ପ୍ରଶାସନ ପକ୍ଷରୁ ଏହି ଛାତ୍ରୀଙ୍କୁ ତାଙ୍କ ଗାଁରେ ଛାଡି ଦିଆଯାଇଛି। ଏବେ ସେ ନିଜ ପରିବାର ସହ ଗାଁରେ ରହିବେ। ପରେ ସେ ପଢିବା ପାଇଁ ଇଛା ପ୍ରକାଶ କଲେ ଏଥିନେଇ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ମହିଳା ପୁଲିସ ଅଫିସର୍‌ଙ୍କୁ ଯୌନ ନିର୍ଯାତନା 

ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ: ଏଡିଜି କମ୍ପ୍ଲେନ୍‌ କମିଟିର ରିପୋର୍ଟ ଦାଖଲ କଟକ : ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ ଅଫିସର। ବିଭାଗର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣି ସଂପୃକ୍ତ ମହିଳା ଅଫିସର ଜଣକ କଟକ ରେଳବାଇ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିଲା ଲକ୍ଷ୍ମୀଙ୍କ ମନ୍ଦିର

ପୁରୀ : ମା’ ଲକ୍ଷ୍ମୀଙ୍କ ସୁନା ମୁକୁଟରୁ ଆରମ୍ଭ ହୋଇଥିଲା ବିବାଦ। ପରିଣତି ହେଲା, ମା’ ଲକ୍ଷ୍ମୀଙ୍କ ମନ୍ଦିର ଆଜି ଶ୍ରୀମନ୍ଦିର ପ୍ରଶାସନ ଅକ୍ତିଆରକୁ ଆସିଲା। ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ତିଆରି କରାଯାଇ ଏହାକୁ ନିୟନ୍ତ୍ରଣ କରାଯିବ। ମା’ ଲକ୍ଷ୍ମୀଙ୍କ ସେବକମାନଙ୍କ ସହିତ ଆଜି…
ଅଧିକ ଖବର ଦେଖନ୍ତୁ...

ପିପିଲି ଗଣଦୁଷ୍କର୍ମ ମାମଲାକୁ ୬ ବର୍ଷ: ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପାଇଁ ଦାବି

କଟକ : ପିପିଲି ଗଣ ଦୁଷ୍କର୍ମ ମାମଲାରେ ଜଷ୍ଟିସ ପି.କେ.ମହାନ୍ତି କମିଶନ ପ୍ରଦାନ କରିଥିବା ରିପୋର୍ଟକୁ ଦେଢବର୍ଷ ପୂରିଲାଣି । କିନ୍ତୁ ଏ ଯାଏ ରିପୋର୍ଟ ପ୍ରକାଶିତ ହୋଇନାହିଁ । ଏ କ୍ଷେତ୍ରରେ ସରକାର ନିରବଦ୍ରଷ୍ଟା ହୋଇ ବସିଛନ୍ତି । କେବଳ ପିପିଲି ଘଟଣା ନୁହେଁ ଆୟୁଷ ଡାକ୍ତର ମାଧବୀଲତା,…
ଅଧିକ ଖବର ଦେଖନ୍ତୁ...