ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଭିଜିଲାନ୍ସ ଜାଲରେ କୋଟିପତି କ୍ୟାସିୟର

ବାଲେଶ୍ୱର/ତିହିଡ଼ି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ କୋଟିପତି ସରକାରୀ କର୍ମଚାରୀ। ଆଜି ସକାଳୁ ବାଲେଶ୍ୱର ଭିଜିଲାନ ଟିମ୍‌ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କ୍ୟାସିଅର ପ୍ରଭାକର ପ୍ରଧାନଙ୍କ ସରକାରୀ କ୍ୱାର୍ଟର୍ସ ଓ କାର୍ଯ୍ୟାଳୟରେ ଚଢ଼ଉ କରିଛି। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଘରେ ପଶି ଠିକାଦାରଙ୍କୁ ହତ୍ୟା କଲେ ତିନି ଦୁର୍ବୃତ୍ତ

ନବରଙ୍ଗପୁର: ନବରଙ୍ଗପୁରରେ ଜଣେ ଠିକାଦାରଙ୍କୁ ତିନିଜଣ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଛନ୍ତି। ମୃତ ଠିକାଦାରଙ୍କ ନାମ ପ୍ରଦୀପ ଅଗ୍ରଓ୍ଵାଲଙ୍କ ବୟସ ୪୫ବର୍ଷ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆରକେ କଲୋନୀରେ ରହୁଥିବା ଠିକାଦାର ପ୍ରଦୀପ ଅଗ୍ରଓ୍ଵାଲ ଆଜି ଘରେ ଏକା ଥିବା ସମୟରେ ହଠାତ୍‌…
ଅଧିକ ଖବର ଦେଖନ୍ତୁ...

ଡମ୍ପର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଦୁଇ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଡଗାଁ ବ୍ଲକ୍‌ ଭାଲୁମୁଣ୍ଡା ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅମିତ ଯୋଯେଡା ଓ ତାଙ୍କ ବୟସ ୩୦ ଏବଂ ଘର ନୂଆଗାଁରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଅମିତ ଯୋଯେଡା, ଭାବିଶଙ୍କର ଦାସ ଓ…
ଅଧିକ ଖବର ଦେଖନ୍ତୁ...

ଧନୁଯାତ୍ରା: ଚଳିତ ବର୍ଷ କଂସ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ

ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଡିସେମ୍ବର ୨୩ ତାରିଖରେ ଆରମ୍ଭ ହେବାକୁ ଯାଉଛି। ୧୧ଦିନ ଧରି ଆୟୋଜିତ ହେବାକୁଥିବା ଏହି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ପାଇଁ ଚୟନ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଧନୁଯାତ୍ରାରେ କଂସ ହେବା ପାଇଁ ୩୦ଜଣ କଳାକାର ଆବେଦନ କରିଥିଲେ। ଆଜି ବରଗଡ଼…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଆଇଟିଆଇ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ବଡବିଲସ୍ଥିତ ସରକାରୀ ଆଇଟିଆଇ କଲେଜର ଜଣେ ଛାତ୍ରୀ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ମୃତ ଆଇଟିଆଇ ଛାତ୍ରୀଙ୍କ ନାମ ଶ୍ରୀଦେବୀ ମହାକୁଡ ଓ ବୟସ ୧୮ବର୍ଷ ଓ ଘର କେନ୍ଦୁଝର ଜିଲ୍ଲା ପୁଟୁଗ୍ରାମରେ ବୋଲି ଜଣାପଡ଼ିଛି। ସେ ବଡବିଲସ୍ଥିତ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ଓଲଡିଂ ଦୋକାନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଗାନ୍ଧିନଗରରେ ଥିବା ଏକ ଓଲଡିଂ ଦୋକାନରେ ମଙ୍ଗଳବାର ଆକସ୍ମିକ ଭାବେ ଗ୍ୟାସ ବିସ୍ଫୋରଣ ଘଟିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଗାନ୍ଧିନଗରରେ ଥିବା ସୁଦାମ ମହାପାତ୍ରଙ୍କ ଓଲଡିଂ ଦୋକାନରେ ଗ୍ୟାସ ବିସ୍ଫୋରଣ ଘଟିଛି। ଏହି ଗ୍ୟାସ ବିସ୍ଫୋରଣ ଓଲଡିଂ ସିଲିଣ୍ଡର…
ଅଧିକ ଖବର ଦେଖନ୍ତୁ...

୧୯ କ୍ୟୁଣ୍ଟାଲ ଗଞ୍ଜେଇ, ୨୬ କ୍ୟୁଣ୍ଟାଲ ଭାଙ୍ଗ ଜବତ, ୨ ଗିରଫ

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବର୍ତର୍ବାନ ଠାରେ କଟକ ଅବକାରୀ ସ୍ପେସାଲ ସ୍କ୍ଵାଡ୍‌ ଓ ଯାଜପୁର ରୋଡ ଅବକାରୀ ବିଭାଗ ମିଳତଭାବେ ଚଢ଼ାଉ କରି ୧୬ କ୍ୟୁଣ୍ଟାଲ ୧୮ କେଜି ଭାଙ୍ଗ ଓ ୧୯ କ୍ୟୁଣ୍ଟାଲ ଗଞ୍ଜେଇ ସହିତ ଭାଙ୍ଗରୁ ମୋଦକ ତିଆରି କରାଯାଉଥିବା ଯନ୍ତ୍ରପାତି…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ୧୯୦ ଝାଡ଼ଖଣ୍ଡୀ ହାତୀ

ଘଉଡ଼ାଇବାକୁ ଦୁଇ ଘୋଡ଼ା ନିୟୋଜିତ ଚିତ୍ରଡ଼ା/ବେତନଟୀ : ମୟୂରଭଞ୍ଜ ବନ ବିଭାଗର ସମସ୍ତ ପ୍ରତିରୋଧ ସତ୍ତ୍ୱେ ଝାଡ଼ଖଣ୍ଡୀ ହାତୀପଲ ପଶ୍ଚିମବଙ୍ଗରୁ ଆସି ମୟୂରଭଞ୍ଜ ସୀମାରେ ପଶିଛନ୍ତି। ରାସଗୋବିନ୍ଦପୁର ରେଞ୍ଜ୍‌ ଅଧୀନ ମୋରଡ଼ା ବ୍ଲକ ଅଞ୍ଚଳରେ ବୁଲୁଥିବା ଏହି ପଲରେ ୧୯୦ରୁ ଊର୍ଦ୍ଧ୍ୱ ହାତୀ ଥିବା…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ କୁନ୍ଦୁଲି ପୀଡ଼ିତା

କଟକ : ଗତ ୮ଦିନ ଧରି କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହୋଇଥିବା କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଆଜି ଡିସ୍‌ଚାର୍ଜ କରାଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିବାବେଳେ ତାଙ୍କର ସାଇକାଟ୍ରିକ୍‌ ଥେରାପିର ଆବଶ୍ୟକତା ରହିଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ତାଙ୍କ ପରିବାରବର୍ଗଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ହୋଇଥିଲା ୫ ଲକ୍ଷର ଡିଲ୍‌

ଆସିକା : ଗତ ୬ ତାରିଖରେ ଗଞ୍ଜାମ ଜିଲ୍ଲା ଆସିକା ଥାନା କରଞ୍ଜେଇ ଛକ ନିକଟରେ ଚଳନ୍ତା ବସ୍‌ରେ ଯୁବ ବିଜେଡି ନେତା ପ୍ରତାପ ଚନ୍ଦ୍ର ପୋଲାଇଙ୍କୁ ଗୁଳି କରି ହତ୍ୟା ଘଟଣାର ରହସ୍ୟ ଖୋଲିଛି ପୁଲିସ। ମଦ ବେପାରକୁ କେନ୍ଦ୍ର କରି ପ୍ରତାପଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣା ପଡ଼ିଛି ବୋଲି ପୁଲିସ…
ଅଧିକ ଖବର ଦେଖନ୍ତୁ...