ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବିଜେପିର ମିଶ୍ରଣପର୍ବ : ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ

କେନ୍ଦ୍ରାପଡା : ବିଜେପିର ଅସନ୍ତୁଷ୍ଟ କର୍ମୀମାନେ ଯେଉଁଭଳି ଭାବେ ବିରୋଧ କରିବେ ବୋଲି ଘୋଷଣା କରିଥିଲେ, ସେମିତି କିଛି ଘଟିଲାନି। କାଁ ଭାଁ ପୋଷ୍ଟର, ପ୍ରଚାରପତ୍ର ଚିରିବା ଘଟଣାକୁ ବାଦ୍‌ଦେଇ ବିଜେପିର ମିଶ୍ରଣ ପର୍ବ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବାର୍‌ ସମୂହର ବୈଠକ : ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କ ବଦଳି ଦାବିକୁ ସମର୍ଥନ

ପୁରୀ : ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‍ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ନୂଆ ମୋଡ଼ ନେଇଛି। ମନ୍ତ୍ରୀଙ୍କ ପରାମର୍ଶ ଓ ଜିଲ୍ଲାପାଳଙ୍କ ଆମନ୍ତ୍ରଣ କାଟ୍‍ ଖାଇବା ପରେ ଆଜି ରାଜ୍ୟର ବାର୍‍ ସମୂହ ପୁରୀରେ ଏକାଠି ହୋଇଛନ୍ତି। ୩୦ ଜିଲ୍ଲାର ବାର୍‍ ଆସୋସିଏସନ ସଦସ୍ୟବୃନ୍ଦ ଏକାଠି…
ଅଧିକ ଖବର ଦେଖନ୍ତୁ...

ଦିନକୁ ହେଉଛି ଅଧମିଟର କାମ

ବାଲେଶ୍ୱର, (ଅବିନାଶ ମହାପାତ୍ର): ବାଲେଶ୍ୱର ସହରରର ପ୍ରବେଶ ପଥ ତାମୁଳିଆ ଫ୍ଲାଇଓଭର କାମ କଚ୍ଛପ ଗତିରେ ଚାଲିଛି। ୪ ବର୍ଷରେ ଯେତିକି କାମ ହୋଇଛି, ସେଥିରୁ ହାରାହାରି ଦିନକୁ ପଡ଼ୁଛି ଅଧାମିଟର। ଫଳରେ ପ୍ରଥମ ଧାର୍ଯ୍ୟ ସମୟ ତ ସରିଛି, ସଂଶୋଧିତ ତାରିଖ ସୁଦ୍ଧା ଯେ କାମ ସରିବ କି ନାହିଁ, ସେନେଇ…
ଅଧିକ ଖବର ଦେଖନ୍ତୁ...

ବାରିପଦା ସହରରେ ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆରମ୍ଭ

ବାରିପଦା : ବାରିପଦା ସହରର ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆଜିଠୁ ଆରମ୍ଭ ହୋଇଛି। ଅପରାହ୍ନରେ ବୁଢାବଳଙ୍ଗ ନଦୀର ଚିପଟଅସ୍ତିଆ ନିକଟରୁ ଘଟ ଆସିବା ପରେ ମା’ଙ୍କର ଚକ୍ଷୁଦାନ ହୋଇଥିଲା। ଏହା ପରେ ପ୍ରଥମ ଦିନର ପୂଜା ରାତ୍ରି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଆସନ୍ତା ନଭେମ୍ବର ୧ ତାରିଖଠାରୁ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ପିଟି ପିଟି ମାରି ଦେଲେ

ଜଗନ୍ନାଥପ୍ରସାଦ : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭାବସର ଗ୍ରାମରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ପରେ ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଅଭି ସେଠୀ (୩୨)। ଗାଁରେ ବିଶୃଙ୍ଖଳା ଓ ଦୌରାତ୍ମ୍ୟ କରୁଥିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ଓ ଜଗନ୍ନାଥପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଆରୋହୀଙ୍କ ପାଖରୁ ରିଭଲ୍‌ଭର ଜବତ

ସୋର : ସୋର ଷ୍ଟେସନ ନିକଟରେ ଏକ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ ପକେଟରୁ ଖସିପଡ଼ିଥିବା ଏକ ରିଭଲ୍‌ଭରକୁ ସୋର ପୁଲିସ୍‌ ଜବତ କରିଛି। ଏହି ଘଟଣା ପରେ ଯୁବକ ଦୁହେଁ ଖସି ପଳାଇଛନ୍ତି। ଆଜି ଅପରାହ୍‌ଣରେ ଷ୍ଟେସନ ବାଇକ୍‌ ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି। ଏକ ବାଇକ୍‌ରେ ଦୁଇଜଣ ଅଚିହ୍ନା…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କ ସହ ପାଶବିକ ଅତ୍ୟାଚାର : ଅଭିଯୁକ୍ତଙ୍କୁ ବାନ୍ଧି ନିସ୍ତୁକ ମାଡ଼

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାର ଥାନା ଅଞ୍ଚଳରେ ଘଟିଛି ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା। କରଞ୍ଜି ପଞ୍ଚାୟତ ବଡକୁସୁନପୁର ଗ୍ରାମର ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ୨ଜଣ ଯୁବକ ଦୁଷ୍କର୍ମ କରିବା ପରେ ତାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନରେ ଜରିପୋଡି ଫୋଟକା କରିଦେବା ଭଳି ପାଶବିକ ଘଟଣା ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଲାଠୋର ଚାନ୍ଦିଲି ଜଙ୍ଗଲରେ ପୁଲିସ – ମାଓବାଦୀ ଗୁଳି ବିନିମୟ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଲାଠୋର ଥାନା ଅନ୍ତର୍ଗତ ଲାଠୋର ରିଜର୍ଭ ରେଞ୍ଜର ଚାନ୍ଦିଲି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ କରିବା ସହିତ ମାଓ…
ଅଧିକ ଖବର ଦେଖନ୍ତୁ...

ବାଣ ବିକିବା କାଳ ହେଲା: ନିଆଁ ଲାଗି ୪ଟି ଦୋକାନ ଜଳିଗଲା

କରଂଜିଆ/କରଂଜିଆ ଗୋଲେଇ : ଆଜି ସଂଧ୍ୟା ୫ଟା ବେଳେ କରଂଜିଆ ସହର ମଧ୍ୟସ୍ଥଳୀ ପୂର୍ଣ୍ଣେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନରେ ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି। କ୍ଷଣିକ ଭିତରେ ନିଆଁ ପାଖରେ ଥିବା ଅନ୍ୟ ୩ଟି ଦୋକାନକୁ ବ୍ୟାପି ଯାଇଥିଲା। ଲକ୍ଷାଧିକ ଟଙ୍କା ସାମଗ୍ରୀ ଜଳି ପାଉଁଶ…
ଅଧିକ ଖବର ଦେଖନ୍ତୁ...

କ୍ଷତିପୂରଣ ଦାବିରେ ଶବ ରଖି ଟାୟାରଜାଳି ରାସ୍ତା ଅବରୋଧ

ଖଇରା : ସୋର-କୁପାରୀ ରାସ୍ତାର ଧୋବାଗଡିଆ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ଧୋବାଗଡିଆ ଗ୍ରାମର ମୁରଲୀ ଦାସ(୩୪) ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ଶବରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶନିବାର ସକାଳଠାରୁ…
ଅଧିକ ଖବର ଦେଖନ୍ତୁ...