ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଶିକ୍ଷକ ବଦଳିକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଶ୍ରେଣୀ ବର୍ଜନ

ଜୟପାଟଣା: ମହୁଲପାଟଣା ଉନ୍ନୀତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଶ୍ରେଣୀ ବର୍ଜନ କରିଥିବା ଜଣାଯାଇଛି। ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ମହୁଲପାଟଣା ହାଇସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ପିଣ୍ଟୁ ଦୋରାଙ୍କ ବଦଳିକୁ କେନ୍ଦ୍ର କରି ଶ୍ରେଣୀ ବର୍ଜନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ମରୁଡ଼ି ପାଇଁ ୪୧.୭୮ କୋଟି ଓ ଚକଡ଼ା ଲାଗି ୩. ୪୫ ଇନ୍‌ପୁଟ ସବ୍‌ସିଡି

ନୂଆପଡ଼ା: ଚଳିତ ବର୍ଷ ମରୁଡ଼ି କ୍ଷତି ପାଇଁ ୪୧କୋଟି ୭୮ଲକ୍ଷ ୫୦ହଜାର ୬୨୫ ଟଙ୍କା ଓ ଚକଡାପୋକ କ୍ଷତି ପାଇଁ ୩ କୋଟି ୪୫ଲକ୍ଷ ଇନ୍‌ପୁଟ ସବସିଡି ଜିଲ୍ଲାପାଳଙ୍କ ଜରୁରିକାଳୀନ ଶାଖାକୁ ପ୍ରଦାନ କରାଯାଇଛି। ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୩ ବର୍ଷ ହେବ ମରୁଡି ହେଉଛି। ଜିଲ୍ଲାର ୫ଟି ତହସିଲ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ରାଜ୍ୟ ଯୁବ ମହୋତ୍ସବ

ଦେବଗଡ଼: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ମଙ୍ଗଳବାର ଆରମ୍ଭ ହୋଇଛି ୨୩ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା ଓ…
ଅଧିକ ଖବର ଦେଖନ୍ତୁ...

କଲେଜର ୨ ମହଲା କୋଠାରୁ ପଡ଼ିଲେ ଛାତ୍ର

ସମ୍ବଲପୁର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ଅମିତ ବରାଡ଼ ଦୁଇ ମହଲା ଛାତ ଉପରୁ ପଡ଼ିଯିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଛାତି, ମୁଣ୍ଡ, ଗୋଡ଼ ପିଠି ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ…
ଅଧିକ ଖବର ଦେଖନ୍ତୁ...

୧୦ କୋଟି ଟଙ୍କାର କଷ୍ଟମ ମିଲିଂ ଚାଉଳ ହଡ଼ପ ମାମଲା:ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ନକଲି

ଝାରସୁଗୁଡ଼ା: ୨୦୧୬-୧୭ ଖରିଫ ଋତୁରେ କଷ୍ଟମ ମିଲିଂ ପାଇଁ ଧାନ ନେଇଥିବା ଝାରସୁଗୁଡ଼ା ପଣ୍ଡରିପଥର ଅଞ୍ଚଳରେ ଥିବା ବଜରଙ୍ଗବଲି ରାଇସ୍‌ ମିଲ୍‌ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଚାଉଳ ଦେଇନଥିବା ବେଳେ ଏହାକୁ ନେଇ ଯୋଗାଣ ବିଭାଗ ହରଡ଼ଘଣାରେ ପଡ଼ିଯାଇଛି । ମିଲର ୩୪,୫୭୪.୮୧ କୁଇଣ୍ଟାଲ ଚାଉଳ ଯୋଗାଣ…
ଅଧିକ ଖବର ଦେଖନ୍ତୁ...

ତାଲପାଲି ଷ୍ଟେଟବ୍ୟାଙ୍କରେ ତାଲା:ଅଧିକାରୀଙ୍କ ଖାମଖିଆଲି ନୀତି

ଗାଇସିଲାଟ୍: ବ୍ୟାଙ୍କ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ମଙ୍ଗଳବାର ଗାଇସିଲାଟ୍‌ ବ୍ଲକ ଟୁର୍ଚ୍ଚା ଗ୍ରାମର ୧୩ ଜଣ ଚାଷୀ ତାଲପାଲିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଥିବାରୁ ବ୍ୟାଙ୍କ ସେବା ଠପ୍‌ ହୋଇଛି। ଘଟଣାରୁ ପ୍ରକାଶ ଯେ, ଟୁର୍ଚ୍ଚା ଗ୍ରାମର ପାନା ସାହୁ,…
ଅଧିକ ଖବର ଦେଖନ୍ତୁ...

ବେଆଇନ ବିସ୍ଫୋରକ ମାମଲା:କହୁଛନ୍ତି କମ୍‌, ଲୁଚାଉଛନ୍ତି ବେଶି

ବଲାଙ୍ଗୀର: ବେଆଇନ ବିସ୍ଫୋରକ ଗଚ୍ଛିତ ରଖିବା ମାମଲାରେ ବଲାଙ୍ଗୀର ସହର ଉପକଣ୍ଠ ସଦାଇପାଲି ଗାଁର ସୁଦାମ ମହାଲିଙ୍ଗଙ୍କୁ ଗିରଫ କରିଥିଲା ସଦର ପୁଲିସ। ଏହି ମାମଲା ଛାନଭିନ କଲା ବେଳେ ପୁଲିସ ଜାଲରେ ଛନ୍ଦି ହୋଇଥିଲେ ନିଲମ୍ବିତ ବିଜେପି ନେତା ମୁରାରୀ ଲାଲ ଅଗ୍ରୱାଲ ଓ ପୁଅ ମହେଶ ଅଗ୍ରୱାଲ। ସଦର ଓ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ଜଳିଗଲା ଆସବାବପତ୍ର

ରାଉରକେଲା: କୋଏଲନଗର ସି -୧୮୮ ଏବଂ ସେକ୍ଟର-୧୬ ଡି -୨୫ କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ସହ ଅନ୍ୟାନ୍ୟ ଜନିଷି ଜଳିଯାଇଛି। ଆରଏସ୍‌ପି ଏବଂ ଓଡିଶା ଅଗ୍ନିଶମ ବିଭାଗ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଡଧରଣ ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି। କୋଏଲନଗର ସି -୧୮୮ର…
ଅଧିକ ଖବର ଦେଖନ୍ତୁ...

୨ବାଇକ୍‌ ମୁହାଁମୁହିଁ, ୩ଗୁରୁତର

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ନିକଟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ୩ଜଣଙ୍କୁ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ସୁନାବେଡା…
ଅଧିକ ଖବର ଦେଖନ୍ତୁ...

କାନ୍ଥ ପଡ଼ି ଶିଶୁ ଗୁରୁତର

ବୈପାରିଗୁଡ଼ା: ବୈପାରିଗୁଡ଼ା ତହସିଲ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମ ପଂଚାୟତର ଗାଡ଼ପୁଟ ଗ୍ରାମରେ ନୂତନ ଗୃହ ନିର୍ମାଣ କରିବା ପାଇଁ କାନ୍ଥ ଭାଙ୍ଗିବା ସମୟରେ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଛି। କାନ୍ଥ ଭାଙ୍ଗିବା ବେଳେ ଏହା ସୁକାନ୍ତ ନାୟକଙ୍କ ପୁଅ ସୁମନ୍ତ ନାୟକ ( ୬ବର୍ଷ) ଉପରେ ପଡିଥିଲା। ଆହତ…
ଅଧିକ ଖବର ଦେଖନ୍ତୁ...