ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୫୦ ତଳେ, ୩ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର:  ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଶହେ ତଳେ ରହିଛି। ଗତକାଲି ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ: କୂଳରେ ପିଟୁଛି ବଡ଼ ବଡ଼ ଲହଡ଼ି

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅସ୍ତରଙ୍ଗ ଉପକୂଳରେ ବାତ୍ୟା ପୂର୍ବର ସ୍ଥିତି ଜାରି ରହିଛି| ଗତକାଲିଠାରୁ କୋହଲା ପାଗ ସାଙ୍ଗକୁ ଆକାଶ ମେଘାଛନ୍ନ ରହି ପବନ ବହିବା ଆରମ୍ଭ କରିଛି। ସମୁଦ୍ର ଭୟଙ୍କର ଆଶାନ୍ତ ରୂପ ଧାରଣ କରି କୂଳରେ ବଡ଼ ବଡ଼ ଢେଉ ପିଟିହେଉଛି। ଢେଉ ମାଡ଼ରେ ବାଲି ଧୋଇ…
ଅଧିକ ଖବର ଦେଖନ୍ତୁ...

ପିତୃପୁରୁଷଙ୍କ ଶ୍ରାଦ୍ଧ ଓ ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଆଜି ଆଲୋକର ପର୍ବ ଦୀପାବଳି। ଆଜି ବି ହେଉଛି କାର୍ତ୍ତିକ ମାସର ଅମାବାସ୍ୟା ତିଥି। ଆଜିର ତିଥିରେ ପୟା ଶ୍ରାଦ୍ଧ ପଡ଼େ। ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜି ବଡ଼ବଡ଼ିଆ ଡକାଯିବାର ପରମ୍ପରା ରହିଛି। ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିନଥାନ୍ତି ସେମାନେ ଆଜିର ଦିନରେ…
ଅଧିକ ଖବର ଦେଖନ୍ତୁ...

ରୂପ ବଦଳୁଛି, ପର୍ଯ୍ୟଟକ ସଂଖ୍ୟା ବଢ଼ୁନି: ଦୃଷ୍ଟି ଆଢ଼ୁଆଳରେ ଚନ୍ଦ୍ରଭାଗା ବତୀଘର

କୋଣାର୍କ : ଚନ୍ଦ୍ରଭାଗା ବତୀଘର ପର୍ଯ୍ୟଟକଙ୍କୁ ଆମୋଦିତ ଓ ପ୍ରଫୁଲ୍ଲିତ କରିବା ଭଳି ଏକ ଉତ୍କୃଷ୍ଟ ସ୍ଥାନ ଭାବେ ବିବେଚିତ ହୋଇଥାଏ। ମାତ୍ର, ପ୍ରଚାର ପ୍ରସାର ଅଭାବରୁ ଏହି ବତୀଘରକୁ ପର୍ଯ୍ୟଟକଙ୍କ ଆଶାନୁରୂପ ଆଗମନ ହୋଇ ପାରୁ ନଥିବାର ପରିଲକ୍ଷିତ ହୋଇଛି। କେନ୍ଦ୍ର ଜାହଜ ଚଳାଚଳ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗର ଅବହେଳା: ବର୍ଷା ହେଲେ ନାଟମଣ୍ଡପରୁ ଗଳୁଛି ପାଣି

ପୁରୀ : ବର୍ଷା ହେଲେ ଶ୍ରୀମନ୍ଦିର ନାଟମଣ୍ଡପରୁ ଗଳୁଛି ପାଣି। ଦିନେ କି ଦୁଇ ଦିନ ନୁହେଁ, ବର୍ଷେ ହେଲାଣି ଏଭଳି ପାଣି ଗଳୁଛି। ତଥାପି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏଥିପ୍ରତି ଅଣଦେଖା କରିଚାଲିଛି। ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି, ସେମାନେ ଏହି ପାଣି…
ଅଧିକ ଖବର ଦେଖନ୍ତୁ...

୪ହଜାର ଦୀପରେ କାଳୀଙ୍କ ବାଲୁକାକଳା

ପୁରୀ : ଦୀପାବଳିକୁ ସ୍ବାଗତ ଜଣାଇ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରବିବାର ଦିନ ପୁରୀ ବେଳାଭୂମିରେ ମା’ କାଳୀଙ୍କ ନିଆରା ବାଲୁକା କଳା ତିଆରି କରିଛନ୍ତି। ଯେଉଁଥିରେ ସେ ଦୀପ ସହ ବାଲିକୁ ବ୍ୟବହାର କରିଥିବା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି…
ଅଧିକ ଖବର ଦେଖନ୍ତୁ...

ସ୍ବତନ୍ତ୍ର ସୂର୍ଯ୍ୟୋପରାଗ ନୀତି: ଶ୍ରୀମନ୍ଦିରରେ ଆଜି ରାତି ୧୨ଟାରୁ ଭୋର ୪ଟା ୫୫ ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତା ୨୫ ତାରିଖରେ ସୂର୍ଯ୍ୟୋପରାଗ। ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି। ୨୫ ତାରିଖର ନିତିକାନ୍ତି ଆସନ୍ତାକାଲି ରାତିରୁ ଆରମ୍ଭ ହେବ। ରାତି ୧୨ଟାରେ ଦ୍ୱାରଫିଟା ନିତି ହୋଇ ୪ଟା ୫୫ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନିତି ଶେଷ ହେବା ସହ ଅବଢା ରୋଷେଇ…
ଅଧିକ ଖବର ଦେଖନ୍ତୁ...

ଆଜି ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ: ୧୯୪ ବର୍ଷରେ ଥରେ ବି ପାଳନ ହୋଇନି

ପୁରୀ : ବଦଳିଛି ପୁରୀର ରୂପରେଖ। ପରିବର୍ତ୍ତନ ହୋଇଛି ଜୀବନଶୈଳୀ। ସମୟ ସ୍ରୋତରେ ପୁରୀ ଜିଲ୍ଲା ବିକାଶର ସୋପାନ ଚଢ଼ିଛି। ହେଲେ ବହୁ ଅବିସ୍ମୃତ ଐତିହ୍ୟର ମୂକସାକ୍ଷୀ ଏହି ଜିଲ୍ଲାର ପ୍ରତିଷ୍ଠା ଦିବସ ଯେମିତି କିଛି ମାନେ ରଖୁନାହିଁ। ଇଂରେଜ ଶାସନ କାଳରେ ୧୮୨୮ ମସିହା ଅକ୍ଟୋବର ୨୩ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ପୁରୀ-ହାୱଡ଼ା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ପୁରୀ : ପୁରୀ ଜିଲ୍ଲା ମାଳତୀପାଟପୁର ରେଳଷ୍ଟେସନଠାରେ ପୁରୀ-ହାୱଡ଼ା ଏକ୍ସପ୍ରେସ(୧୨୮୩୮) ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ତିନିଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ୱାସିଂ ଲାଇନ୍‌କୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି। ବଡ଼ ଅଘଟଣ ଘଟିନଥିଲେ ବି ଲାଇନ୍‌ଚ୍ୟୁତ ହେବା ପରେ ତିନି ବଗି ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୨୬ରେ ‘ସୁଆଣ୍ଡୋ’ ପ୍ରକଳ୍ପର ଉଦ୍‌ଘାଟନ ହେବ

ସାକ୍ଷୀଗୋପାଳ : ଶନିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ୨୫ କୋଟି ଟଙ୍କା ଅନୁଦାନରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି। ଆସନ୍ତା ଜାନୁଆରି ୨୬ ତାରିଖ ଜନରାଜ୍ୟ ଦିବସ ଅବସରରେ ଏହି ପ୍ରକଳ୍ପକୁ…
ଅଧିକ ଖବର ଦେଖନ୍ତୁ...