ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଲାଗି ହେଲା ୧୪ ହାତ ପତିତପାବନ ବାନା, ଲକ୍ଷେ ତୁଳସୀର ମାଳ, ୧୨ ହାତର ପଦ୍ମମାଳ

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ହାତର ପତିତପାବନ ବାନା ଲାଗି କରିଛନ୍ତି। ଏହି ବାନା ଲାଗି କରିଥିବା ବରିଷ୍ଠ ସେବାୟତ ମଧୁସୂଦନ ସିଂଘାରୀ କହିଛନ୍ତି, ରାଷ୍ଟ୍ରପତିଙ୍କ ପାଇଁ ହଳଦିଆ ରଙ୍ଗର ବାନା ଲାଗି କରାଯାଇଥିଲା। ଏଥିପାଇଁ ୩୨୨ ଟଙ୍କାର ଧ୍ବଜା ରସିଦ୍‌(ନଂ-୩୮୮୪୮) ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ମନ ଜିଣିନେଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ୨ କିମି ଚାଲିଲେ

ପୁରୀ : ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସେ ଭାରତର ସର୍ବୋଚ୍ଚ କ୍ଷମତାର ଅଧିକାରୀ। କିନ୍ତୁ କାଳିଆ ସାଆନ୍ତଙ୍କ ପାଖରେ ଥିଲେ ସମ୍ପୂର୍ଣ୍ଣ ସମର୍ପିତା। ନା ମନରେ ଥିଲା ଗର୍ବ ନା ଅହଙ୍କାର। ଜଣେ ସାଧାରଣ ଭକ୍ତ ଭଳି ବଡ଼ଦାଣ୍ଡରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଶୀତତାପ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଗଜପତି ମହାରାଜଙ୍କ ସହ ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗଜପତି ମହାରାଜା, ପାଟରାଣୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିଜର ଝିଅ-ଜ୍ବାଇଁଙ୍କ ସହ ପୁରୀସ୍ଥିତ ରାଜଭବନରେ ମହାପ୍ରସାଦ ସେବନ…
ଅଧିକ ଖବର ଦେଖନ୍ତୁ...

ଛଳଛଳ ଆଖିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ତୁଳସୀମାଳ ଦେଲେ ଏବଂ ଦୀପ ଜାଳିଲେ

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଛନ୍ତି। ସେ ପ୍ରାୟ ୩୦ ମିନିଟ ଧରି ଶ୍ରୀମନ୍ଦିରରେ ଥିଲେ। ‌ତାଙ୍କର କୌଳିକ ପଣ୍ଡାଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ତୁଳସୀମାଳ ଦେଇଥିଲେ ଏବଂ ଦୀପ ଜାଳିଥିଲେ।…
ଅଧିକ ଖବର ଦେଖନ୍ତୁ...

ଇତିହାସ ସୃଷ୍ଟି କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବଡ଼ଦାଣ୍ଡରେ ଭାବବିହ୍ବଳ ଓଡ଼ିଶା ମାଟିର ଝିଅ

ପୁରୀ: ବଡ଼ଦାଣ୍ଡରେ ଭାବବିହ୍ବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ  ଆସିଲେ ଓଡ଼ିଶା ମାଟିର ଝିଅ। ସେ ଆଜି ତାଳବଣିଆ ହେଲିପ୍ଯାଡରୁ ଓହ୍ଲାଇବା ପରେ କାରରେ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ମେଡିକାଲ ଛକରେ କାରରୁ ଓହ୍ଲାଇଗଲେ। ସେଠାରେ ମହାବାହୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଶ୍ରୀଜିଉଙ୍କ ଦର୍ଶନ କରିବେ

ପୁରୀ: ପୁରୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ସେ ତାଳବଣିଆ ହେଲିପ୍ଯାଡରୁ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି। ତାପରେ ଚକ୍ରତୀର୍ଥ ରୋଡ ଦେଇ ସେ ସିଧାସଳଖ ଶ୍ରୀମନ୍ଦିରରେ ପହଞ୍ଚିବେ। ଶ୍ରୀମନ୍ଦିର  ସମ୍ମୁଖରେ ତାଙ୍କୁ ଗଜପତି…
ଅଧିକ ଖବର ଦେଖନ୍ତୁ...

ପୁରୀରେ ‘ଏଏସ୍‌ଆଇ’ର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର…

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସୁନାବେଶ: ୮ ଘଣ୍ଟା ମିଳିଲା ନିର୍ବିଘ୍ନ ଦର୍ଶନ

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ରାଜାଧିରାଜ ବେଶ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଚନ୍ଦ୍ରଗ୍ରହଣ ପାଇଁ ଆଜି ଭୋଗମଣ୍ଡପ ଶେଷପରେ ସକାଳ ୫ଟା ୫୦ରୁ ଶ୍ରୀମନ୍ଦିର ନୀତିକାନ୍ତି ବନ୍ଦ ରହିଥିବାରୁ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ହେଲିକପ୍ଟର ମକ୍‌ଡ୍ରିଲ: ସୁରକ୍ଷା କଡ଼ାକଡ଼ି, ଜଗିବେ ୨୪ ପ୍ଲାଟୁନ ଫୋର୍ସ

ପୁରୀ: ‌ନଭେମ୍ବର ୧୦ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପକ୍ଷରୁ ଆଜି ହେଲିକପ୍ଟର୍‌ ମକ୍‌ଡ୍ରିଲ୍‌ କରାଯାଇଛି। ସୂଚନା ଅନୁସାରେ, ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ୍‌ଠାରେ ଏହି ମକ୍‌ଡ୍ରିଲ୍‌ କରାଯାଇଥିଲା। ହେଲିକପ୍ଟର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ମାଡ଼ ଘଟଣା: ତଦନ୍ତ ଆଳରେ ଅଟକିଛି କାର୍ଯ୍ୟାନୁଷ୍ଠାନ

ପୁରୀ: ମହାପଞ୍ଚୁକରେ ଶ୍ରୀମନ୍ଦିର ହବିଷ୍ୟାଳୀଙ୍କୁ ପୁଲିସ ମାଡ଼ ମାରି ମୁଣ୍ଡ ଫଟାଇଲା। ଜେଟିପି ଜଣେ ମହିଳା ଭକ୍ତଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ମାନସିକ ନିର୍ଯାତନା ଦେଲେ। ଏହି ଘଟଣାକୁ ଦୁଇଦିନ ବିତିଲାଣି। କିନ୍ତୁ ଆଜି ସୁଦ୍ଧା ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ତଦନ୍ତ ଆଳରେ…
ଅଧିକ ଖବର ଦେଖନ୍ତୁ...