ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆବିଷ୍କୃତ ହେଲା ୭ଶହ ବର୍ଷ ତଳର ମୂର୍ତ୍ତି

ପିପିଲି : ଇନଟାକରେ ଅନୀଲ ଧିରଙ୍କ ନେତୃତ୍ବରେ ତିନିଜଣିଆ ଟିମ ପିପିଲି ଡେଲାଙ୍ଗ ଗସ୍ତକରି ପୁରାତନ କିର୍ତ୍ତିରାଜି ଉପରେ ଅନୁସନ୍ଧାନ କରୁଛନ୍ତି। ପିପିଲି ମଙ୍ଗଳପୁର ମଙ୍ଗଳେଶ୍ବର ମହାଦେବଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ୭ଶହ ବର୍ଷ ତଳର ବରାହୀ, ଆସ୍ତିକ, ଜରତକରୁ, କ୍ଷେତ୍ରପାଳି, ଚକ୍ରନାରାୟଣ ଓ…
ଅଧିକ ଖବର ଦେଖନ୍ତୁ...

କେବେ ପୂରଣ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ବପ୍ନ?

ପୁରୀ : ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରାର ସମୃଦ୍ଧି ପାଇଁ ୪ ବର୍ଷ ତଳେ ଓଡ଼ିଆ ବିଶ୍ବବିଦ୍ୟାଳୟର ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ବହୁ ମାନସମନ୍ଥନ ପରେ ଏହି ବିଶ୍ବବିଦ୍ୟାଳୟ ପାଇଁ ପଞ୍ଚସଖାଙ୍କ ମାଟି ସତ୍ୟବାଦୀର ବକୁଳବନକୁ ଶ୍ରେଷ୍ଠ ସ୍ଥାନ ଭାବେ ବିବେଚିତ କରାଗଲା। ସେହି ଅନୁସାରେ ନିଜେ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଅସମ୍ଭାଳ ଭିଡ଼, କଲବଲ ହେଉଛନ୍ତି ଭକ୍ତ, ସ୍ଥାନୀୟ ବାସିନ୍ଦା

ପୁରୀ : ଶ୍ରୀମନ୍ଦିର ଚାରିପାର୍ଶ୍ବରେ ବେଆଇନ୍‌ ପାର୍କିଂ ସହ ‌ଉଠା ଦୋକାନୀଙ୍କ ରାସ୍ତା ଉପରେ ବେପାର ଭକ୍ତଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ଦୈନିକ ଏଥିପାଇଁ ଚାରିଦ୍ବାରରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଲୋକେ ଯା’ଆସ ବେଳେ ଭିଡ଼ ଭିତରେ ଫସି କଲବଲ ହେଉଛନ୍ତି। ଅଧିକ ଯନ୍ତ୍ରଣା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଚାରିପଟେ ଦ୍ବିତୀୟ ପାଚେରି ପ୍ରସଙ୍ଗ: ନିର୍ମାଣ ବନ୍ଦ କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ପୁରୀ : ଶ୍ରୀମନ୍ଦିର ଚାରିପଟେ ଦ୍ବିତୀୟ ମେଘନାଦ ପାଚେରି ନିର୍ମାଣ ପ୍ରସଙ୍ଗରେ ଗତକାଲି ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସାମାଜିକ କର୍ମୀ ଦିଲୀପ କୁମାର ବରାଳ ଏହି ଜନସ୍ବାର୍ଥ ମାମଲା କରିଛନ୍ତି। ଅଭିଯୋଗରେ ସେ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ସଚିବ, ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଲଜ୍‌ରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ନାବାଳକ ପ୍ରେମିକ ମୃତ

ପୁରୀ : ଗତ ୧୮ ତାରିଖ ଦିନ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟାରେ ଥିବା ଏକ ଲଜ୍‌ରେ ପ୍ରେମୀଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଗତ ୨୦ ତାରିଖରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରେମିକ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳାବାଗ ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମହାଲକ୍ଷ୍ମୀଙ୍କ ରାଜରାଜେଶ୍ବରୀ ବେଶ

ବ୍ରହ୍ମଗିରି : ଶ୍ରୀଅଲାରନାଥଙ୍କ ମନ୍ଦିର ଭିତରେ ଥିବା ଶ୍ରୀମହାଲକ୍ଷ୍ମୀଙ୍କ ଶୁକ୍ରବାର ଦିନ ପବିତ୍ର ଏକାଦଶୀ ତିଥିରେ ରାଜରାଜେଶ୍ବରୀ ବେଶ ବଢ଼ିଛି। ଶ୍ରଦ୍ଧାଳୁଙ୍କ ଭିଡ ମନ୍ଦିରକୁ ଲାଗିଥିଲା। ଏକାଦଶୀ ବେଢ଼ା ଦର୍ଶନ ପାଇଁ ହବିଷ୍ୟାଳିଙ୍କମାନେ ଭିଡ଼ ଜମାଇଥିବାବେଳେ ରାଧାଦାମୋଦର ବେଶ ଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଅଲାରନାଥଙ୍କ ଏକାଦଶୀ ବେଢ଼ା ନୀତି

ବ୍ରହ୍ମଗିରି : ଶୁକ୍ରବାର ଦିନ ଶ୍ରୀଅଲାରନାଥଙ୍କ ଏକାଦଶୀ ବେଢ଼ା ନୀତି ବଢ଼ିଛି। ବିଜେ କାହାଳୀ ବାଜିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ବେଢ଼ା ପରିକ୍ରମା କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋର ଚାରିଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼ ମାରିଲେ ଜେଟିପି

ପୁରୀ : ଶ୍ରୀମନ୍ଦିରରେ ଜେଟିପିମାନଙ୍କ ନିର୍ଯ୍ୟାତନା ଅସହ୍ୟ ହେଲାଣି। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ବାରମ୍ବାର ଜେଟିପିମାନଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଗତକାଲି ମଧ୍ୟ ସେହିପରି ଏକ ଘଟଣା ଘଟିଛି। ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ଜଣେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ହଣା ଓ ବୋମାମାଡ଼ ଘଟଣା: ଉଜାଣୀପଡ଼ାରେ ଥମୁନି ଉତ୍ତେଜନା

ପିପିଲି : ପିପିଲି ଥାନା ଉଜାଣୀପଡ଼ା ଗ୍ରାମର ଜଣେ ଯୁବକଙ୍କୁ ଏକ ଗୋଷ୍ଠୀ ଚାପଡ଼ରେ ହାଣିବା ସହ ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଯେ କୌଣସି ସମୟରେ ପୁଣି ଅଘଟଣ ଘଟିବାର ଆଶଙ୍କା ରହିଛି। ପିପିଲି ପୁଲିସ ଦାନଗହୀର, ଉଜାଣିପଡ଼ା ଓ…
ଅଧିକ ଖବର ଦେଖନ୍ତୁ...

ପାନୀୟ ଜଳଯୋଗାଣରେ ଅନିୟମିତତା: ହୋଣ୍ଡା ଆକ୍ଟିଭାରେ ଜଳଯୋଗାଣ

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ୍‌ ଶିଶୁଅ ପଞ୍ଚାୟତରେ ପାନୀୟ ଜଳଯୋଗାଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଛି। ଏହି ଅଭିଯୋଗକୁ ନେଇ ଖୋଳତାଡ଼ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ଜଳଯୋଗାଣ ପାଇଁ ଟ୍ରାକ୍ଟର ନୁହେଁ, ବରଂ ଦୁଇଚକିଆ ଯାନ ବ୍ୟବହାର ହୋଇଛି। ସୂଚନା ଅଧିକାର ଆଇନ ବଳରେ…
ଅଧିକ ଖବର ଦେଖନ୍ତୁ...