ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରାତି ୧୦ରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ: ଭକ୍ତ ମହଲରେ ଅସନ୍ତୋଷ; ଆଜି ବନକଲାଗି, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ସଅଳ ଦର୍ଶନ ବନ୍ଦ ପାଇଁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବହୁ ଭକ୍ତ ଆଜି ଦର୍ଶନ ପାଇଁ ଆସି ନିରାଶ ହୋଇ ଫେରିଛନ୍ତି। ସେପଟେ ବନକଲାଗି ପାଇଁ ବୁଧବାର ସନ୍ଧ୍ୟା ୫ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ୨୬ ହଜାର ଏକର ଜମି ହଡ଼ପ: ମୋଟ ୬୦ହଜାର ଏକରରୁ ରାଜ୍ୟ ବାହାରେ ୩୯୫ ଏକର

ପୁରୀ: ମହାପ୍ରଭୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ୍‌ ହେବ। ରାଜ୍ୟ ସରକାରଙ୍କ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଅଧୀନରେ ଥିବା ଓର୍‌ସାକ୍‌‌ ଏହାର ଡାଟାବେସ୍‌ ପ୍ରସ୍ତୁତ କରିବ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟିର ଗତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବାଲି କାଢ଼ିବା ବେଳେ ସତର୍କ ନ ହେଲେ ଭୁଶୁଡ଼ିଯିବ କୋଣାର୍କ ମନ୍ଦିର ଜଗମୋହନ

କଟକ: କୋଣାର୍କରୁ ବାଲି କାଢ଼ିବା ବେଳେ ସତର୍କତା ଅବଲମ୍ବନ କରାଯାଉ। ଆବଶ୍ୟକସ୍ଥଳେ ବିଶେଷଜ୍ଞଙ୍କ ଉପସ୍ଥିତିରେ ଜଗମୋହନରୁ ବାଲିକଢ଼ା କାର୍ଯ୍ୟ କରାଯାଉ। ନ‌ଚେତ୍‌ ଜଗମୋହନ ଭୁଶୁଡ଼ି ପଡ଼ିବ। ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଙ୍ଗରେ ଆମିକସ୍ କ୍ୟୁରି…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ; ମହାପ୍ରସାଦ ବିକ୍ରିରେ ଦଲାଲି, ୬ ଅଟକ

ପୁରୀ : ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ବିକ୍ରିରେ ବି ଚାଲିଛି କମିସନ ବେପାର। ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ପୁଲିସର ନିଦ ଭାଙ୍ଗିଛି। ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଚଢ଼ା କମିସନ ନେଇ ମହାପ୍ରସାଦ ବିକ୍ରି କରୁଥିବା ୬ଜଣ ଦଲାଲଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ୧୧୦୦ ହବିଷ୍ୟାଳୀ ଅସୁସ୍ଥ

ପୁରୀ : ପୁରୀରେ ୧୧ଶହ ହବିଷ୍ୟାଳୀ ଅସୁସ୍ଥ ହୋଇପଡ଼ିଛନ୍ତି। ବୃନ୍ଦାବତୀ ନିବାସ ପରିସର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ଏହାରି ଭିତରେ ବୃନ୍ଦାବତୀ ନିବାସରୁ ପାରିବାରିକ, ସ୍ବାସ୍ଥ୍ୟଗତ ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ୧୦ଜଣ ହବିଷ୍ୟାଳୀ ଶିବିର ଛାଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ଭକ୍ତି ଆଗରେ ହାର ମାନିଛି ହାରାମଣିଙ୍କ ବୟସ: ୧୦୫ବର୍ଷ ବୟସରେ କାର୍ତ୍ତିକ ବ୍ରତ

ପୁରୀ : ବୟସ ଶହେ ଟପିଲାଣି। ଅଣ୍ଟା ନଇଁ ପଡ଼ିଲାଣି। ଆଖିକୁ ଦିଶୁନାହିଁ। ତଥାପି କାର୍ତ୍ତିକ ବ୍ରତ କରିବାକୁ ‌ଶ୍ରୀକ୍ଷେତ୍ର ସାନମଠରେ ଡେରା ପକାଇଛନ୍ତି ୧୦୫ ବର୍ଷିୟା ହାରାମଣି ସାହୁ। ଭୋର ହେଲେ ପାକୁଆ ପାଟିରେ ଦରୋଟି କଣ୍ଠରେ ସେ ଚଉରା ମୂଳେ ସ୍ତୁତି ଗାନ କରୁଛନ୍ତି। ଥରେ ଖାଇ ପ୍ରଭୁଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୀ ବେଳାଭୂମିକୁ ପୁଣି ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା

ପୁରୀ : ସ୍ବର୍ଣ୍ଣାଭ ବେଳାଭୂମିକୁ ଲଗାତାର ତୃତୀୟ ବର୍ଷ ପାଇଁ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା ମିଳିଛି। ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଏବଂ ଉନ୍ନତ ଭିତ୍ତିଭୂମି ଗୋଲ୍‌ଡେନ ବିଚ୍‌ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି। ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର…
ଅଧିକ ଖବର ଦେଖନ୍ତୁ...

କଷ୍ଟ ଦେଉଛି ମହାପ୍ରସାଦ ଦର, ଆନନ୍ଦବଜାରରେ ରହୁନି ଶୃଙ୍ଖଳା

ପୁରୀ : କାର୍ତ୍ତିକରେ କଷ୍ଟ ଦେଉଛି ମହାପ୍ରଭୁଙ୍କ ମହାପ୍ରସାଦ ଦର। ଦର ଏତେ ହୋଇଛି ଯେ ଶହେ ଦେଢ଼ଶହ ଟଙ୍କା ଦେଲେ ପେଟ ପୂରୁନି। ଯେଉଁମାନେ ପୂରା ପରିବାର ପାଇଁ ମହାପ୍ରସାଦ ନେବାକୁ ଆସୁଛନ୍ତି, ସେମାନେ ଅଳ୍ପ ମହାପ୍ରସାଦରେ ମନ ବୁଝାଇବା ସହ ମନଦୁଃଖରେ ଘରକୁ ଫେରୁଛନ୍ତି। ମହାପ୍ରସାଦ ବିକ୍ରିରେ…
ଅଧିକ ଖବର ଦେଖନ୍ତୁ...

ଚକ୍ଷୁଦାନ କଲେ କୋମଳମତି ସନୟା, ଆର୍ଥିକ ଅନଟନ ହେଲା ଚିକିତ୍ସାରେ ବାଧକ

ପୁରୀ : ଜନ୍ମ ମୃତ୍ୟୁ ସଂସାରର ନିୟମ। ମାତ୍ର କେହିକେହି ମରି ବି ଅମର ହୋଇଯାଆନ୍ତି। ସେତେବେଳେ ଦୁନିଆ ତାଙ୍କ ମୃତ୍ୟୁକୁ ନେଇ ଯେତିକି ଶୋକ କରେ, ତା’ର ମହାନତାକୁ ନେଇ ସେତିକି ଗର୍ବ ଅନୁଭବ କରେ। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ନିଜ ଚକ୍ଷୁ ଦାନ କରି ନିମାପଡ଼ା ରେଞ୍ଚ ଶାସନ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ହେବ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ପୁରୀ : ବିଶ୍ବର ନାମୀଦାମୀ ଚିତ୍ରଶିଳ୍ପୀଙ୍କ ବଛାବଛା ଚିତ୍ରକୁ ନେଇ ହେବ ଚିତ୍ରକଳା ପ୍ରଦର୍ଶନୀ। ପୁରୀ ଲଳିତ କଳା ଆର୍ଟ ଗ୍ୟାଲେରି ପରିସରରେ ପ୍ରଦର୍ଶନୀ ଉପଭୋଗ କରିବାର ସୁଯୋଗ ପାଇବେ କଳାପ୍ରେମୀ। ରାଜ୍ୟରେ ପ୍ରଥମଥର ପାଇଁ ଏକକାଳୀନ ୯ଟି ଦେଶର ଚିତ୍ରକଳା ପ୍ରଦର୍ଶିତ ହେବ। ୫୬ ଜଣ…
ଅଧିକ ଖବର ଦେଖନ୍ତୁ...