ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ଫଳାଫଳ-୨୦୨୦

ମଧ୍ୟପ୍ରଦେଶରେ ବିଜେପିର ମହାବିଜୟ, କଂଗ୍ରେସକୁ ବଡ଼ ଝଟ୍‌କା

ଭୋପାଳ: ମଧ୍ୟପ୍ରଦେଶରେ ବି‌ଜେପିର ବାଜିମାତ୍‌ ହୋଇଛି ଏବଂକଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଶକ୍ତି ବଳରେ ବିଜେପି ମଧ୍ୟପ୍ରଦେଶରେ କ୍ଷମତା ହାସଲ କରିବାରେ ସଫଳ ହୋଇଛି। ମଧ୍ୟପ୍ରଦେଶରେ ୨୮ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ବିହାରରେ ପୁଣି ଚାଲିଲା, ମୋଦୀ ଯାଦୁ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ ପାଇଁ ସତର୍କତାମୂଳକ ପଦକ୍ଷେପ ସକାଶେ ବିହାର ଭୋଟଗଣତି ମନ୍ଥର ହେଉଥିବାରୁ ଗଣତିକୁ ନେଇ ଶେଷ ପର୍ୟ୍ୟନ୍ତ ଉତ୍କଣ୍ଠା ଲାଗି ରହିଛି। ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିହାରରେ ଏନ୍‌ଡିଏରେ ଜଣେ କନିଷ୍ଠ ଅଂଶୀଦାର ଥିବା ବିଜେପି ବରିଷ୍ଠ ଭାବେ ଉଭା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ମହାମେଣ୍ଟକୁ ବୁଡ଼ାଇଲା କଂଗ୍ରେସ

ପାଟନା: ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ବୁଥ୍‌ ବାହୁଡ଼ା ମତରେ ଆର୍‌ଜେଡି ନେତୃତ୍ବାଧୀନ ମହାମେଣ୍ଟର ବିଜୟ ଆକଳନ କରାଯାଇଥିଲା। କିନ୍ତୁ ବାସ୍ତବ ଦୃଶ୍ୟପଟ୍ଟ ଅଲଗା ଆସିଛି। ବିଜେପି ଚଳିତ ନିର୍ବାଚନରେ ବାଜି ମାରିନେଇଛି। ଅଧିକ ଆସନରେ ବିଜୟୀ ହୋଇ ବିଜେପି ଏକକ ବଡ଼ ଦଳ ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

ବିହାରରେ ଏନ୍‌ଡିଏର ବରିଷ୍ଠ ଅଂଶୀଦାର ହେବ ବିଜେପି, ନୀତୀଶଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ପାଟନା: ବିହାରରେ ମହାମେଣ୍ଟ ଏବଂ ଏନ୍‌ଡିଏ କଡ଼ା ଟକ୍କର ଦେଖିବାକୁ ମିଳିଛି। ଅନ୍ୟପ‌କ୍ଷେ ଏନ୍‌ଡିଏ ମଧ୍ୟରେ ବି କଡ଼ା ଲଢ଼େଇ ଆରମ୍ଭ ହୋଇଯାଇଛି। ଏନ୍‌ଡିଏ ମେଣ୍ଟରେ ବିଜେପି ଆଗରେ ରହିଛି। ଏନ୍‌ଡିଏରେ ବିଜେପି ୭୨ ଆସନରେ ଆଗୁ୍ଆ ଥିବାବେଳେ ଜେଡିୟୁ ମାତ୍ର ୪୫ଟି ଆସନରେ ଆଗୁଆ ରହିଛି। ବିହାରରେ…
ଅଧିକ ଖବର ଦେଖନ୍ତୁ...

ଅୱେସି ବିଗାଡ଼ିଲେ ମହାମେଣ୍ଟ ଖେଳ, ଏଣିକି ମୁସ୍‌ଲିମ୍‌ ଭୋଟ୍‌ରେ ବଡ଼ ବିଭାଜନ !

ନୂଆଦିଲ୍ଲୀ: ବିହାର ନିର୍ବାଚନ ଫଳାଫଳ ଯାହା ବି ହେଉ, କିନ୍ତୁ ଅସଉଦ୍ଦିନ ଅୱେସିଙ୍କ ଏଆଇଏମ୍‌ଆଇଏମ୍‌ ଆର୍‌ଜେଡି ନେତୃତ୍ବାଧୀନ ମହାମେଣ୍ଟକୁ ବଡ଼ କ୍ଷତି ପହଞ୍ଚାଇଛି ଏହାକୁ ସ୍ବୀକାର କରିବାକୁ ହେବ। ବିହାର ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ର ଉପସ୍ଥିତି ଫଳ‌ରେ ମୁସ୍‌ଲିମ ଭୋଟର ବଡ଼ ବିଭାଜନ…
ଅଧିକ ଖବର ଦେଖନ୍ତୁ...

ଚିରାଗ୍‌ଙ୍କ ଚତୁର ଖେଳ ପାଇଁ ନୀତୀଶ ତୃତୀୟ ସ୍ଥାନକୁ ଗଲେ

ନୂଆଦିଲ୍ଳୀ : ଏଲ୍‌ଜେପି ସଭାପତି ଚିରାଗ୍‌ ପାଶ୍ବାନ୍‌ ବିହାରରେ ଯେଉଁ ଚତୁର ଚାଲ୍‌ ଚଳାଇଥିଲେ ସେଥିପାଇଁ ନୀତୀଶ କୁମାର ଏବଂ ତାଙ୍କ ଦଳ ରାଜ୍ୟରେ ତୃତୀୟ ସ୍ଥାନକୁ ଚାଲିଯାଇଛି। ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ, ପାଶ୍ବାନ୍‌ଙ୍କ ପ୍ଲାନ୍‌ ପାଇଁ ନୀତୀଶ ପଛରେ ପଡ଼ିଯାଇଛନ୍ତି। ଜେଡିୟୁର ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ବିହାରରେ ଏନଡିଏ ଗଢ଼ିବ ସରକାର! ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ-ଶାହା

ପାଟନା/ନୂଆଦିଲ୍ଲୀ: ବିହାରରେ ପୁଣି ଥରେ ନୀତିଶ ସରକାର ଗଠନ ହେବା ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି | ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ ଶେଷ ଖବର ସୁଦ୍ଧା ବିହାରରେ ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଏନଡିଏ ୧୦୬ଟି ଆସନରେ ବାଜିମାତ କରିଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ବିଜୟୀ ହୋଇ ‘ଆର୍‌ଜେଡି’ ଆଗୁଆ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ସମୁଦାୟ ୪. ୧୧ କୋଟି ଭୋଟ୍‌ରୁ ରାତି ୧୦ଟା ସୁଦ୍ଧା ୯୭% ଭୋଟ୍‌ ଗଣାଯାଇଥିବା କଥା ଭାରତର ନିର୍ବାଚନ କମିସନଙ୍କ ‌ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସମ୍ପ୍ରତି ୫୦ ଆସନରେ ବିଜୟୀ ହୋଇ ‘ଆର୍‌ଜେଡି’ ଆଗୁଆ ରହିଥିବା ଜଣାପଡ଼ିଛି। ସମୁଦାୟ ୨୪୩ଟି…
ଅଧିକ ଖବର ଦେଖନ୍ତୁ...

 ବିହାର ବିଧାନସଭା ନିର୍ବାଚନ: ୧୧୯ଟି ଆସନରେ ମହମେଣ୍ଟ ବିଜୟୀ ହୋଇଥିବା ଦାବି କରି ତାଲିକା ପ୍ରକାଶ କଲେ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆଗେଇ ଚାଲିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳର ତେଜସ୍ବୀ ଯାଦବ ଦାବି କରିଛନ୍ତି ଯେ, ‘ଆର୍‌ଜେଡି’ ଜିଣିଥିବା ୧୦ଟି ଆସନର ଫଳାଫଳ ସ୍ଥଗିତ ରଖିବାକୁ ନୀତୀଶ କୁମାରଙ୍କ ସରକାର ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଜିତିଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି। ବାଲେଶ୍ୱରରେ ସ୍ୱରୂପ କୁମାର ଦାସ ୧୩ ହଜାର ୩୫୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ୪୧ ହଜାର ୭୦୩ ଭୋଟରେ ନିର୍ବାଚନ ଜିତିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...