ଅନୁସନ୍ଧାନ କରୁଥିବା ବର୍ଗ

Latest

ବାହନଗା: ଗ୍ୟାସ କଟରରେ ଏଟିଏମ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବାଲେଶ୍ୱର/ବାହାନଗା: ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଇଛାପୁର ଗାଁରେ ଥିବା ଏକ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଆଜି ସକାଳୁ ଏଟିଏମ ଲୁଟ୍‌ ହୋଇଥିବା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ଯୋଗ ଦେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଲ୍‌ପାଇନ୍‌ ସ୍କି ରିସର୍ଟ ଦାବୋସ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଆର୍ଥିକ ମଞ୍ଚରେ ପ୍ରଥମ ଥର ପାଇଁ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରି ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ଅଧିବେଶନରେ ବିଶ୍ୱର ବହୁ…
ଅଧିକ ଖବର ଦେଖନ୍ତୁ...

ଭାରତ ସମେତ ୧୨୮ ଦେଶକୁ ଆମେରିକାର ‘ଫ୍ରେଣ୍ଡ୍‌ସିପ୍‌ ପାର୍ଟି’କୁ ନିମନ୍ତ୍ରଣ କରା ଗଲାନାହିଁ

ନୂଆଦିଲ୍ଲୀ: ଜେରୁଜେଲମ୍‌କୁ ଆମେରିକା ଇସ୍ରାଏଲ୍‌ର ରାଜଧାନୀ ଘୋଷଣା କରିବା ନିଷ୍ପତ୍ତି ବିରୋଧରେ ଭୋଟ୍‌ ଦେଇଥିବା ଦେଶଗୁଡ଼ିକୁ ଆମେରିକାର ଫ୍ରେଣ୍ଡ୍‌ସିପ୍‌ ପାର୍ଟିକୁ ନିମନ୍ତ୍ରଣ କରାଯାଇ ନାହିଁ। ଜାତିସଂଘରେ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହେଲି ଏହି ପାର୍ଟି ଦେଉଛନ୍ତି। ଏ ସପ୍ତାହର ଆଦ୍ୟ…
ଅଧିକ ଖବର ଦେଖନ୍ତୁ...

ଭଓ୍ଵାନି ମଣ୍ଡି : ଟ୍ରେନର ଇଞ୍ଜିନ ରାଜସ୍ଥାନରେ ଏବଂ ବଗି ମଧ୍ୟପ୍ରଦେଶରେ…

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଏପରି ଏକ ରେଲଷ୍ଟେସନ ଅଛି ଯେଉଁଠାରେ ଟ୍ରେନର ଇଞ୍ଜିନ ଏବଂ ବଗି ଭିନ୍ନ ଭିନ୍ନ ରାଜ୍ୟରେ ଲାଗିଥାଏ । ଏହି ଭିନ୍ନ ଭଓ୍ଵାନି ମଣ୍ଡି ରେଲଷ୍ଟେସନ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସୀମାରେ ଅବସ୍ଥିତ । ଏହାର ଏକ ପାର୍ଶ୍ୱ…
ଅଧିକ ଖବର ଦେଖନ୍ତୁ...

ଶୁଷ୍କ ହେବ ଚିରସ୍ରୋତା ବୈତରଣୀ

ଭୁବନେଶ୍ୱର: ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ଶିଳ୍ପସଂସ୍ଥାଙ୍କୁ ପାଣି ଦେବା ପାଇଁ ପ୍ରକଳ୍ପ କରୁଛି ବୋଲି ବିରୋଧ କରୁଛି ଓଡ଼ିଶା। ଏହା ଫଳରେ ମହାନଦୀ ଶୁଖିଯିବ, ଓଡ଼ିଶା ପାଣି ପାଇବ ନାହିଁ। ରାଜ୍ୟ ସରକାର ଓ ଶାସକ ଦଳ ଏମିିତି ମତ ରଖି ଛତିଶଗଡ଼ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ନେଲା ୧୩ ଜୀବନ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ପ୍ରାୟ ୧୩ ଜଣଙ୍କର ପ୍ରାଣହାନି ଘଟିଛି। ବଡ଼ଦିନ ପୂର୍ବରୁ ଏହି ଘଟଣା ସବୁ ମହଲକୁ ସ୍ତବ୍ଧ କରିଛି। ଯାଜପୁରରେ ୩ଜଣ ଓ ସୁନ୍ଦରଗଡ଼ରେ ୩ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଝାରସୁଗୁଡାରେ ୨ଜଣ, କଳାହାଣ୍ଡି, ବାଲେଶ୍ୱର, ଖୋର୍ଧା,…
ଅଧିକ ଖବର ଦେଖନ୍ତୁ...

‘ଆଧାର’ ଛଡ଼େଇ ନେବ ଆହାର

ଭୁବନେଶ୍ୱର: କେନ୍ଦ୍ର ସରକାର ଆଧାର ଲିଙ୍କ୍‌ ବାଧ୍ୟତାମୂଳକ କରୁଛନ୍ତି। ହେଲେ ଏହି ଆଧାର ନମ୍ବର ପାଇବା ଏବେ ଲୋକଙ୍କ ପାଇଁ କାଠିକର ପାଠ ହୋଇଗଲାଣି। ଏପରିକି ଅନେକଙ୍କ ପାଖରେ ଆଧାର ନମ୍ବର ଥିବା ସତ୍ତ୍ୱେ ବି ଏହା କାମରେ ଲାଗୁନି। ୟୁଆଇଡିଏଆଇ ଆଧାର ପାଇଁ ପ୍ରସ୍ତୁତ କରିଥିବା ସଫ୍‌ଟେଓ୍ଵୟାର…
ଅଧିକ ଖବର ଦେଖନ୍ତୁ...

ନଡ଼ାରୁ ଉତ୍ପାଦନ ହେବ ଇନ୍ଧନ: ବାସ୍ତବତା ନା ଧୂଆଁବାଣ

ଭୁବନେଶ୍ୱର: ନଡ଼ାରୁ ଇନ୍ଧନ ଉତ୍ପାଦନ ହେବ! ଏ ବିଷୟରେ ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ଯଦି ସତ ହୁଏ ଆହୁରି ଅଧିକ ଖୁସି ଲାଗିବ। ପ୍ରକଳ୍ପ ଯଦି ସତ ହୁଏ, ତେବେ ଇନ୍ଧନ ପାଇଁ ଆମେ କିଛିଟା ପରିମାଣରେ ଆତ୍ମନିର୍ଭରଶୀଳ ହୋଇପାରିବା। ବିଦେଶରୁ ଆମଦାଦୀ ହେଉଥିବା ଇନ୍ଧନ ଉପରେ ଆମକୁ ସେତେ ବେଶୀ…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତିକୁ ଅତୁଟ ରଖିବାକୁ ହେଲେ ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଜରୁରି: ସଦ୍‌ଗୁରୁ

ଆଧ୍ୟାତ୍ମିକତା ହେଉ କି ଅଲୌକିକତା, ଯୋଗ ହେଉ କି ବିଜ୍ଞାନ, ପରିବେଶ ସୁରକ୍ଷା ହେଉ କି ସାମାଜିକ ଆନ୍ଦୋଳନ, ପ୍ରତିଟି ବିଷୟରେ ଅସାଧାରଣ ବ୍ୟୁତ୍ପତ୍ତିର ଅଧିକାରୀ ସେ। କେବଳ ଭାରତ ବର୍ଷ ନୁହେଁ, ବିଶ୍ୱର ବିଭିନ୍ନ ଦେଶରେ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ରହିଛନ୍ତି। ମାନବ ଚେତନାରେ ଯାବତୀୟ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଟି-୨୦ରେ ଭାରତର ବିଜୟ, ଶ୍ରୀଲଙ୍କା ୫ଓ୍ଵିକେଟରେ ପରାସ୍ତ

ମୁମ୍ବାଇ: ଭାରତ ୫ ଓ୍ଵିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିବା ସହିତ ରବିବାର ଶୃଙ୍ଖଳାକୁ ୩-୦ରେ ବିଜୟୀ ହୋଇଛି। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ୩ଟି ମ୍ୟାଚର ଶୃଙ୍ଖଳାର ଅନ୍ତିମ ଟି-୨୦ ମୁକାବିଲାରେ ଭାରତ ୧୯.୨ ଓଭରରେ ୫ଓ୍ଵିକେଟ ହରାଇ ୧୩୯ ରନ୍‌ ସଂଗ୍ରହ କରିଛି। ପୂର୍ବରୁ କଟକ ଓ ପୁନେ…
ଅଧିକ ଖବର ଦେଖନ୍ତୁ...