ଅନୁସନ୍ଧାନ କରୁଥିବା ବର୍ଗ

Latest

ଏଥର ମକରରେ ବାବୁଶାନ୍‌ କାହା ସହିତ କରିବେ ‘ଓନ୍‌ଲି ପ୍ୟାର୍‌’ ଜାଣନ୍ତୁ

ଏ ଶୀର୍ଷକ ପଢ଼ି ଭାବନ୍ତୁନି ଯେ ଆମେ ଏଇ ମକରରେ ଆପଣଙ୍କୁ କେବଳ ପ୍ୟାର୍‌ ବା ପ୍ରେମ କରିବାକୁ ପ୍ରସ୍ତାବ ବା ଉପଦେଶ ଦେଉଛୁ! ଅସଲ କଥା ହେଉଛି, ଏଇ ମକରରେ, ଅର୍ଥାତ୍‌ ଜାନୁଆରି ୧୪ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଓନ୍‌ଲି ପ୍ୟାର୍‌’। ମେଗାଷ୍ଟାର୍‌ ବାବୁଶାନ୍‌ଙ୍କ ଅଭିନୀତ…
ଅଧିକ ଖବର ଦେଖନ୍ତୁ...

ଆଧାର କାର୍ଡର ଡିଜିଟାଲ କପିକୁ କିପରି ଡାଉନ୍‌ଲୋଡ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଆଧାରକାର୍ଡକୁ କେନ୍ଦ୍ରସରକାର ପ୍ରତ୍ୟେକଟି କ୍ଷେତ୍ରରେ ବାଧ୍ୟତାମୂଳକ କରି ଦେଇଛନ୍ତି। ତେଣୁ ଯେଉଁମାନଙ୍କ ଆଧାରକାର୍ଡ ନାହିଁ ସେମାନେ ଆଧାରକାର୍ଡ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ତେବେ ସବୁସ୍ଥାନକୁ ଆଧାରକାର୍ଡ ନେଇ ଯିବା ସମ୍ଭବ ହୋଇ ନଥାଏ। ଏପରି କ୍ଷେତ୍ରରେ ଆପଣ ନିଜର…
ଅଧିକ ଖବର ଦେଖନ୍ତୁ...

ଜୟରାମ ଠାକୁର ହେବେ ହିମାଚଳର ମୁଖ୍ୟମନ୍ତ୍ରୀ, ଡିସେମ୍ବର ୨୭ରେ ନେବେ ଶପଥ

ନୂଆଦିଲ୍ଲୀ/ସିମଲା: ଜୟରାମ ଠାକୁର ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ। ସେ ଆଗାମୀ ଡିସେମ୍ବର ୨୭ରେ ହିମାଚଳର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ପଦଭାର ଗ୍ରହଣ କରିବା ସହିତ ଶପଥ ନେବେ। ବିଜେପି ବିଧାୟକ ଦଳ ବୈଠକରେ ରବିବାର ଜୟରାମଙ୍କୁ ଚୟନ କରାଯାଇଛି। ହିମାଚଳ ବିଧାନସଭା ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ବର୍ଷ କେଉଁ କେଉଁ ସିନେମାର ସିକ୍ୱେଲ୍‌ ରିଲିଜ୍ ହେବ ଜାଣନ୍ତୁ

ଆପଣ ଜାଣନ୍ତି, ନିକଟରେ ରିଲିଜ୍‌ ହୋଇଥିବା ସଲ୍‌ମାନ୍‌ ଖାଁଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ ହେଉଛି ତାଙ୍କର ୨୦୧୨ର ଫିଲ୍ମ ‘ଏକ୍‌ ଥା ଟାଇଗର୍‌’ର ସିକ୍ୱେଲ୍‌ ବା ଦ୍ୱିତୀୟ ଭାଗ। ପ୍ରଥମ ଫିଲ୍ମଟି ହିଟ୍‌ ହୋଇଗଲେ ଓ ଚର୍ଚ୍ଚାକୁ ଆସିଗଲେ, ତା’ର ସୁନାମକୁ ପୁଣି ଅନ୍ୟ ଏକ ଫିଲ୍ମରେ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଶିଶୁର ଯତ୍ନ ନେବେ କିପରି ଜାଣନ୍ତୁ

ଚର୍ମ ରୋଗ: ଶୀତଦିନେ ବାୟୁମଣ୍ଡଳର ତାପମାତ୍ରା କମ୍‌ ଥାଏ। ଏହି ଋତୁରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଶୀତଳ ଓ ଶୁଷ୍କ ବାୟୁମଣ୍ଡଳ ଯୋଗୁ ଚର୍ମ ଶୁଷ୍କ ଦେଖାଯିବା ସହିତ ଧୂଷର ବର୍ଣ୍ଣ ପଡ଼ିଯାଏ। ଶୀତଦିନେ ଆଲର୍ଜି ଯୋଗୁ ଚର୍ମ କୁଣ୍ଡାଇ ହୁଏ। ଶିଶୁମାନଙ୍କୁ ଏହି ସମୟରେ କାଛୁ ଓ କୁଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ପିଲାର ଡେଙ୍ଗୁ ଚିକିତ୍ସା ବାବଦରେ ୧୬ ଲକ୍ଷ ଟଙ୍କା ଚାର୍ଜ କଲା ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌

ନୂଆଦିଲ୍ଲୀ: ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣେ ଆଠ ବର୍ଷିୟ ବାଳକର ୨୧ ଦିନ ଚିକିତ୍ସା ବାବଦ ଖର୍ଚ୍ଚ ପାଇଁ ଗୁରୁଗ୍ରାମର ଏକ ଡାକ୍ତରଖାନା ତା’ ପରିବାରକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଚାର୍ଜ କରିଛି। ପରେ ଅବଶ୍ୟ ସେ ପିଲାଟି ମରିଯାଇଥିଲା। ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍‌ପିଟାଲ୍‌ ସେ ପରିବାର…
ଅଧିକ ଖବର ଦେଖନ୍ତୁ...

ମଣିଷ ଶରୀରରୁ ଡାକ୍ତରମାନେ ବାହାର କରିଛନ୍ତି ୧୫ଟି ଅଦ୍ଭୁତ ଜିନିଷ; ଅାପଣ କେବେ ଭାବି ନ ଥିବେ !

ସାଧାରଣ ଭାବେ ମଣିଷ ପେଟରୁ  ଅପରେସନ କରି ଡାକ୍ତରମାନେ ପଥର ବାହାର କରିବା କଥା ଅାମେ ଜାଣିଛେ। କିନ୍ତୁ ଦେଶର ବିଭିନ୍ନ ସ୍ଥାନରୁ ମିଳିଥିବା ସୂଚନା ଅନୁସାରେ ଲୁହାକଣ୍ଟା, ବୋତଲ,ଅସରପା,କେଶ ପିଣ୍ଡୁଳା, ଛୁରି, ବ୍ଲେଡ୍‌ ଓ ପଇସା ଭଳି ଅଦ୍ଭୁତ ଜିନିଷ ମଣିଷ ଶରୀରର ବିଭିନ୍ନ ଅଂଶରୁ ବାହାରିଛି।…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ଲାଲୁଙ୍କୁ ଦିଆଯିବ ଟିଭି, ଖବରକାଗଜ, ମଶାରି ଏବଂ ଘର ରନ୍ଧା ଖାଦ୍ୟ

ପାଟନା: ଶନିବାର ଦିନ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କୁ ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌ର ଉପର୍‌ ଡିଭିଜନ୍‌ ସେଲ୍‌ରେ ରଖା ଯାଇଛି। ୨୦୧୩ରେ ମଧ୍ୟ ଲାଲୁଙ୍କୁ ଜେଲ୍‌ର ସେହି ପ୍ରକୋଷ୍ଠରେ ରଖା ଯାଇଥିଲା। ଅପର୍‌ ଡିଭିଜନ୍‌ ସେଲ୍‌ରେ ଜେଲ୍‌ ବିଛଣା ଛଡ଼ା ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ଏଡ଼ାଇବାକୁ ଟ୍ରେନ୍‌ରେ ଲାଗିବ ଇନ୍‌ଫ୍ରା-ରେଡ୍‌ ଓ ଲେଜର୍‌ ଟେକ୍ନୋଲଜି ‘ତ୍ରିନେତ୍ର’

ନୂଆଦିଲ୍ଲୀ: ଘନ କୁହୁଡ଼ି ସମୟରେ ଘଣ୍ଟା ପ୍ରତି ୧୦୦ କିଲୋମିଟର୍‌ରୁ ଊର୍ଦ୍ଧ୍ୱ ବେଗରେ ନିରାପଦରେ ଟ୍ରେନ୍‌ ଚଳାଇବାକୁ ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ ପ୍ରଚଳନ କରିବାକୁ ଯାଉଛି ଏକ ଇନ୍‌ଫ୍ରା ରେଡ୍‌ ଉପକରଣ। ‘ତ୍ରିନେତ୍ର’ ନାମକ ଏହି ଉପକରଣର ପରୀକ୍ଷଣ ସରିଛି। ଏହାକୁ ଯାତ୍ରୀବାହୀ…
ଅଧିକ ଖବର ଦେଖନ୍ତୁ...

ମିଳିଲା ଡ଼କ୍ଟରେଟ ଡିଗ୍ରି: ପ୍ରିୟଙ୍କା ଏବେ ଡକ୍ଟର ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଚହଳ ପକାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନିଜ ହୋମଟାଉନ ବରେଲିରୁ ଡକ୍ଟରେଟ ପ୍ରାପ୍ତ କରିଛନ୍ତି। ଗତକାଲି ପ୍ରିୟଙ୍କାଙ୍କୁ ବରେଲି ଅନ୍ତଃରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି ସମ୍ମାନସୂଚକ ଡକ୍ଟରେଟ । ବିଶ୍ୱବିଦ୍ୟାଳୟର …
ଅଧିକ ଖବର ଦେଖନ୍ତୁ...